Take a fresh look at your lifestyle.
Browsing Category

ପ୍ରମୁଖ ଖବର

କୋଭିଡ୍ ପାଇଁ ଛାତ୍ରଛାତ୍ରୀ ଆତଙ୍କିତ

ଢେଙ୍କାନାଳ: ଢେଙ୍କାନାଳ ଜିଲାରେ ଆବାସିକ କଲେଜ୍ମାନଙ୍କରେ ଏବେ କୋଭିଡ୍ ଆତଙ୍କ ଦେଖାଦେଇଥିବାରୁ ଛାତ୍ରଛାତ୍ରୀମାନେ ଆତଙ୍କିତ ହୋଇ କଲେଜ୍ ଛାଡୁଥିବାବେଳେ, ସରାଙ୍ଗ ଇଂଜିନିୟରିଂ କଲେଜ୍ ନିଦେ୍ର୍ଦଶକଙ୍କର ଏଥିପାଇଁ ବେଖାତିରି ମନୋଭାବ ପ୍ରଦର୍ଶନ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷର ସୃଷ୍ଟି…

ସାଇକୃପା ରୁ ବାହାରିଲେ ଆଉ 16 ପଜିଟିଭ

ଢେଙ୍କାନାଳ : ଗତ ନଭେମ୍ବର 29 ତାରିଖ ରେ 4 ଜଣ ପଜିଟିଭ ଚିହ୍ନଟ ହୋଇଥିବା ସାଇକୃପା ଆବାସିକ ମହାବିଦ୍ୟାଳୟ ରେ ଗତକାଲି 33 ଜଣ ପଜିଟିଭ ବାହାରିବା ଏକ ପ୍ରକାର ଭୟ ସୃଷ୍ଟି କରିଛି | ପୁଣି ଆଜି 16 ଜଣ ପଜିଟିଭ ବାହାରିବା ପ୍ରଶାସନ ର ମୁଣ୍ଡ ବିନ୍ଧାର କାରଣ ହୋଇଛି | ଦୁଇ ଦିନ ମଧ୍ୟରେ…

ଦୁର୍ଦ୍ଦିନରେ ଆଦିବାସୀ ଅଳଙ୍କାର କାରିଗରୀ, ମିଳୁନି ପ୍ରୋତ୍ସାହନ, ନୂତନ ଜ୍ଞାନକୌଶଳ

ଢେଙ୍କାନାଳ: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୁଳ ଗ୍ରାମପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମ ର ଆଦିବାସୀ ଅଳଙ୍କାର ର ଚାହିଦା ଦେଶ ବିଦେଶ ରେ ବଢିବାରେ ଲାଗିଛି । ମାତ୍ର ଏହି ଅଳଙ୍କାର ତିଆରି କରୁଥିବା କାରିଗର ମାନଙ୍କ ର ଯେଉଁଭଳି ବିକାଶ ହେବା କଥା ହୋଇପାରୁ ନାହିଁ । ସରକାରୀ ପ୍ରୋସôାହନ,…