Browsing Category
ପ୍ରମୁଖ ଖବର
PMFBY Certificate holder Woman Denied Loan Despite Pre Sanction Letter
Dhenkanal(B N SETH): A woman applicant , prize holder of Pradhan Mantri Bhasal Bima Yojana , was recommended by Department of Horticulture and approved by State level Committee as she was eligible for seeking loan with more than 30 percent…
ପଥର ଖଣିରେ ଚଢାଉ: ୪ ହିଟାଜି ମେସିନ ଜବତ, ୧୦ଲକ୍ଷ ଟଙ୍କା ଜରିମାନା
ଢେଙ୍କାନାଳ : ଦୀର୍ଘଦିନର ବ୍ୟବଧାନ ପରେ ପ୍ରଶାସନ ପକ୍ଷରୁ ଏକ ପଥର ଖଣି ଉପରେ ଚଢାଉ କରାଯାଇ ୪ ଟି ହିଟାଜି ମେସିନ ଜବତ କରାଯାଇ ୧୦ ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି ।
ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏନଫୋର୍ସମେଣ୍ଟ ସ୍କାର୍ଡର ଚଢାଉ କରାଯାଇ…
ଯୋରନ୍ଦା ମେଳାକୁ ଆଉ ୬ ଦିନ ବାକି : ମନ୍ଦିର କୁ ଜନସାଧାରଣଙ୍କୁ ପ୍ରବେଶ ମନା, କେବଳ ସନ୍ୟାସୀଙ୍କୁ ଅନୁମତି
ଢେଙ୍କାନାଳ: ପ୍ରସିଦ୍ଧ ଯୋରନ୍ଦା ମାଘମେଳା ପାଇଁ ପ୍ରଶାସନ ପକ୍ଷରୁ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିମା ଗାଦୀ ବଡ଼ମଠ ଭଜନ ମଣ୍ଡପ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେବଳ ସାଧୁ, ସନ୍ଥମାନେ ଗାଦୀ ମନ୍ଦିରରେ ପ୍ରବେଶ କରି…
ଜାଗା ବିକ୍ରି କରି ସାନ ପୁଅକୁ ଟଙ୍କା ଦେଲେ, ବଡ଼ ପୁଅ ବାପାର ତଣ୍ଟି କାଟି ହତ୍ୟା କଲା
ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୋରିଆ ଜୁଆଙ୍ଗ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି | ବାପା ତ୍ରିଲୋଚନ ପ୍ରଧାନ କୁ ପୁଅ ଅତି ନିଷ୍ଠୁର ଭାବେ ହତ୍ୟା କରିଛି | ପ୍ରଥମେ ବ୍ଲେଡ ରେ ବେକକୁ କାଟି ବା ପରେ ପଥର ରେ ଛେଚି ହତ୍ୟା କରିଛି ପୁଅ ପ୍ରକାଶ ପ୍ରଧାନ |
ପ୍ରକାଶ ଯେ,…
ପାଣି ଓ ଡ୍ରେନେଜ ସମାସ୍ୟା ନେଇ ଓଡିଶା ଜନତା ପାର୍ଟି ର ସ୍ମାରକପତ୍ର ପ୍ରଦାନ
ଢେଙ୍କାନାଳ: ଓଡିଶା ଜନତା ପାର୍ଟି ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରତାପ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଢେଙ୍କାନାଳ ଜିଲ୍ଲାର ସମସ୍ୟାକୁ ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ପ୍ରକାଶଥାଉକି, ଢେଙ୍କାନାଳ ପୌରାଂଚଳ, କାମାକ୍ଷାନଗର…
ଫନି ବାତ୍ୟା ଦେଇ ଯାଇଛି ଅସରନ୍ତି ଦୁଃଖ! ରୋଜଗାରିଆ ପୁଅ ଏବେ ପଙ୍ଗୁ
କାମାକ୍ଷାନଗର : ଫନି ବାତ୍ୟାରେ ଯିବାର ଚାରି ବର୍ଷ ହୋଇଗଲାଣୀ କିନ୍ତୁ ଆଖିରୁ ଲୁହ ଆଜି ବି ଶୁଖି ନାହିଁ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁର ମଙ୍ଗୁଳୁ ନାଏକ ବୟସ ୪୮ ବର୍ଷ। ଦୁଇ ପୁଅ, ସ୍ତ୍ରୀ ଓ ବୃଦ୍ଧ ପିତାମାତାଙ୍କୁ ନେଇ ପରିବାର।
ଶ୍ରମିକ ଭାବରେ…
ଭଙ୍ଗା କୁଡିଆ ତଳେ ବୃଦ୍ଧା ମା ଓ ଝିଅ
ଢେଙ୍କାନାଳ: ଗୋଟିଏ କି ଦୁଇଟି ନୁହେଁ ଅନେକ ଗରିବ ଅସହାୟ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁର ସ୍ବର୍ଗତ ଭୁବୁନୀ ଖମାରୀଙ୍କ ଅବିବାହିତା ଝିଅ ଅଞ୍ଜନା ଖମାରୀ(୪୧ ) । ସରକାର ଙ୍କ ଆବାସ ଯୋଜନା ଅଞ୍ଜନା ଙ୍କ ପାଇଁ…
ପଞ୍ଚଭୁତରେ ବିଲିନ ହେଲେ ସମାଜବାଦୀ ନେତା ଯୋଗେନ୍ଦ୍ର ତ୍ରିପାଠୀ
ଢେଙ୍କାନାଳ: ଓଡିଶାର ସମାଜବାଦୀ ଏବଂ ଶ୍ରମିକ ଆନେ୍ଦାଳନର ବିଶିଷ୍ଟ ନେତା ଓକିଲ ଯୋଗେନ୍ଦ୍ର ନାଥ ତ୍ରିପାଠୀ ପଞ୍ଚ ଭୁତରେ ବିଲିନ ହୋଇଛନ୍ତି । ଢେଙ୍କାନାଳ ସୁଆଗୀସ୍ତିତ ସ୍ମଶାନରେ ତାଭ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ଜ୍ୟେଷ୍ଠପୁତ୍ର ସମରେନ୍ଦ୍ର ମୁଖାଗ୍ନୀ ଦେଇଥିଲେ । କଟକରୁ ତାଙ୍କର…
ଆଇଆଇଏମ୍ସି ପକ୍ଷରୁ ଫଟୋଗ୍ରାଫିଆ ଆରମ୍ଭ
ଢେଙ୍କାନାଳ: ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ପକ୍ଷରୁ ଆରମ୍ଭ ହୋଇଛି ପଞ୍ଚମ ଫଟୋଗ୍ରାଫି କର୍ମଶାଳା ଫଟୋଗ୍ରାଫିଆ । ଏହି ପାଞ୍ଚଦିନିଆ କର୍ମଶାଳାରେ ଜାତୀୟ ପୁରସ୍କାରପ୍ରାପ୍ତ ଫଟୋ ସାମ୍ବାଦିକ ତଥା ହରିଦେବ ଯୋଶୀ ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଶ୍ୱବିଦ୍ୟାଳୟର ଆଡଜଙ୍କଡ…
ନେତାଜୀ ଜନମାନସର ‘ଲୋକ ନାୟକ’
ଢେଙ୍କାନାଳ : ସ୍ୱାଧୀନତା ପାଇଁ ଆନ୍ଦୋଳନ ହେଉ ଅବା ସଶସ୍ତ୍ର ସଂଗ୍ରାମ, ଏଥିରେ ସାମିଲ ହୋଇ ତ୍ୟାଗ କରିବାକୁ ଭାରତବାସୀଙ୍କୁ ନେତାଜୀ ସବୁବେଳେ ପ୍ରେରିତ କରିପାରୁଥିଲେ । ତାଙ୍କର ଆହ୍ୱାନ, ଭାଷଣ ଶୁଣି ଯୁବକମାନେ ସେନା ବାହିନୀରେ ଯୋଗ ଦେବାକୁ ଉତ୍ସାହିତ ହେଉଥିଲେ ।
ଏଥିପାଇଁ ନେତାଜୀ ନିଜର…