Browsing Category
ପ୍ରମୁଖ ଖବର
ଦିନକ ପରେ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା
ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରେ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମା ମେଳା ଆସନ୍ତା ୧୫ତାରିଖ ଠାରୁ ଆରମ୍ଭ ହେବ ।୧୪୯ ତମ ମହିମା ମେଳା ମହିମା ଧର୍ମର ମହାକୁମ୍ଭ ଭାବେ ପରିଚିତ ମେଳା ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ସରକାରଙ୍କ ନିୟମ ତଥା ଜିଲ୍ଲା ପ୍ରଶାସନ ର…
‘ରେଡିଓର ବିଶ୍ୱସନୀୟତା ଆଜି ବି ଅତୁଟ’
ଢେଙ୍କାନାଳ: ରେଡିଓ ପ୍ରତି ଲୋକଙ୍କ ବିଶ୍ୱାସ ଆଜି ବି ଅତୁଟ ରହିଛି । ସବୁ ସମୟରେ, ସବୁ ପରିସ୍ଥିତିରେ ଏହା ଲୋକଙ୍କ ସୁଖ ଦୁଃଖର ସାଥୀ ହେଇ ରହିଛି ବୋଲି କହିଛନ୍ତି ବିଶିଷ୍ଟ ରେଡିଓ ବ୍ୟକ୍ତିତ୍ୱ ଅଖିଲ ମିତ୍ତଲ ।
ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ଏବଂ ରେଡିଓ…
MY VOTE MY RIGHT : Awareness programme In Dhenkanal
Dhenkanal( B N SETH): Keonjhar unit of Field Outreach Bureau , Ministry if Information and Broadcasting organized awareness and workshop programme about ‘My Vote My Right ‘ and Covid awareness , Vaccination at Odapada on Saturday.
The…
ଜେଲ ଗଲା ସରପଞ୍ଚ ପ୍ରାର୍ଥୀଙ୍କ ପୁଅ
ଢେଙ୍କାନାଳ : ଗାଡି ମଡାଇ ମାରିବା ଅଭିଯୋଗ ରେ ସରପଞ୍ଚ ପ୍ରାର୍ଥୀଙ୍କ ପୁଅ କୁ ଜେଲ ଯିବାକୁ ପଡିଛି । ସେ ହେଉଛନ୍ତି ନାଗିଆପଶି ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରଦୀପ ପରିଡାଙ୍କ ପୁଅ ଦେବାଶିଷ ।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୃଷ୍ଣକୁମାରପୁର ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ…
ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ପାଳିତ
ଢେଙ୍କାନାଳ: ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ବାର୍ଷିକ ବ୍ରହ୍ମଯଜ୍ଞ ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ଆଜି ପାଳିତ ହୋଇଯାଇଛି । ସାରା ଓଡିଶାର ଶାଖା ଆଶ୍ରମଗୁଡିକରୁ ଆସିଥିବା ଗୁରୁ ଭାଇଭଉଣୀ ଏଥିରେ ଅଂଶଗ୍ରହଣ କରିଥିଲେ ।
ଅପରାହ୍ନ ୫ ଟାରେ ଗୁରୁ ଭାଇଭଉଣୀମାନେ ନଗର କିର୍ତନ…
ମାର୍ଚ୍ଚ ରେ ଓଡ଼ିଶାରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ମହାସଂଘର ରାଷ୍ଟ୍ରୀୟ ଅଧିବେଶନ
ଭୁବନେଶ୍ୱର: ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ମ ରାଜ୍ୟ ଅଧିବେଶନ ପାଇଁ ବ୍ୟାପକ ପ୍ରସ୍ତୁତି କାଯର୍ୟ ଅ।ରମ୍ଭ ହେ।ଇଯାଇଛି । ଏହି ଅଧିବେଶନ ମାର୍ଚ୍ଚ ରେ ଓଡ଼ିଶାରେ ଅନୁଷ୍ଠିତ ହେବ । ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ପ୍ରକାଶ ପାଇ…
ପ୍ରମୋଦ ଉଦ୍ୟାନ ପ୍ରତିଷ୍ଠା ସହ ଅନ୍ୟାନ୍ୟ ଦାବୀ ନେଇ ଥିଙ୍କର୍ସ ଫୋରମର ଦାବୀ
ଢେଙ୍କାନାଳ : ଢେଙ୍କାନାଳ ଜିଲା ଥିଙ୍କର୍ସ ଫୋରମ ତରଫରୁ ଜିଲ୍ଲାରେଜନ୍ମିତ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ ସହିତ ସ୍ଥାପିତ ହୋଇଥିବା ପ୍ରତିମୂର୍ତ୍ତି ଗୁଡିକର ଯତ୍ନନେବା, ଜିଲ୍ଲାପାଠାଗାରକୁ ନିୟମିତ ଖୋଲିବା ସହିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ପ୍ରମୋଦ ଉଦ୍ୟାନ ଖୋଲବାକୁ…
ଡ. ରାଧାନାଥ ରଥ ସାମ୍ବାଦିକ ଜଗତର ପିତାମହ ଭିଷ୍ମ ଥିଲେ
ଢେଙ୍କାନାଳ : ଉକ୍ରଳ ଫେଡେରେସନ୍ ଅଫ୍ ୟୁନାଇଟେଡ ନେସନ୍ସ ଆସୋସିଏସନ୍ ଓ ଡ. ରାଧାନାଥ ରଥ ଫାଉଁଡେସନ୍ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ରଥଗଡା ସ୍ଥିତ ଉଫୁନା କାର୍ଯ୍ୟାଳୟରେ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଅଛି । ଏଥିରେ ଉଫୁନାର ଅଧ୍ୟକ୍ଷ ତଥା ଡ. ରାଧାନାଥ ରଥ…
ନିର୍ବାଚନ ମୈଦାନରେ ବଡବାପା – ଝିଅ , ସାମ୍ବାଦିକ ସାଜିଲେ ସରପଂଚ ପ୍ରାର୍ଥୀ
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତ ବିଭିନ୍ନ କାରଣ ରୁ ସର୍ବଦା ଚର୍ଚ୍ଚାରେରହିଥାଏ । ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଏହି ପଂଚାୟତରେ ବାପ -ଝିଅ ପ୍ରାର୍ଥୀ ହୋଇଥିବା ବେଳେ ଜଣେ ଯୁବ ସାମ୍ବାଦିକ ମଧ୍ୟ ପ୍ରାର୍ଥୀହୋଇଛନ୍ତି ।
ଚଳିତଥର ବାଲିବୋ ପଂଚାୟତରେ ଗୋକୁଳାନନ୍ଦ ବାରିକ…
ଯମୁନାକୋଟ : ପ୍ରଚାରରେ ଆଗୁଆ ସିପ୍ରା ଓ ନଟ
ଭୁବନ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି , ଗାଁଗହଳିରେ ପାର୍ଥୀଙ୍କ ପ୍ରଚାର ସେତିକି ଜମିବାରେ ଲାଗିଛି । ଭୁବନ ବ୍ଲକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଂଚାୟତଭାବେ ପରିଚିତ ଯମୁନାକୋଟ ରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର ସରଗରମ ହେବାରେ ଲାଗିଛି ।…