Take a fresh look at your lifestyle.
Browsing Category

ରୂପରେଖ ସ୍ପେଶାଲ

ଭୁବନ ର ପ୍ରସିଦ୍ଧ ଶକ୍ତିପୀଠମା’ ହିଙ୍ଗୁଳା

ମନ୍ଦିରମାଳିନୀ ଦେବଭୂମୀ ଏଇ ଭାରତ । ହଜାର ହଜାର ବର୍ଷ ଧରି ଭାରତୀୟ ସନାତନ ସଂସ୍କୃତି ବିଶ୍ୱର ଜନମାନସ କୁ ଭାବ ଓ ରସଚେତନାରେ ଆକୃଷ୍ଟ କରି ଆସିଛି । ସେହିସୃଷ୍ଟିର ଆଦିଉସô ପ୍ରକୃତି ଓ ପୁରୁଷର ରହସ୍ୟମୟ ସୃଷ୍ଟି । ସେହି ପ୍ରକୃତିକୁ ଆଦିମାତା ରୂପରେ ଆରାଧନା କରିବାକୁ ଯାଇସହସ୍ର ଶକ୍ତିପୀଠ…

ଉହୁ ଉହୁ

ଆଉ ସେ ବୟସ ରହି ନାହିଁ ବାନ୍ଧି ମନ​‌େ​‌ର ନାହିଁ ସେ ଫୁର୍ତ୍ତି ଆଉ ​‌େ​‌ସ ଫଗୁଣ ନାନା ରଙ୍ଗେ ସାଜି ଭରି ଦେଉ ନାହିଁ ଛାତି ଶୀତ ବି ସେମିତି ଆସୁଛି ଯାଉଛି ଉନ୍ମାଦ ଭରୁନି ମନେ ବସନ୍ତରେ କାହିଁ ଭରୁ ନାହିଁ ମନ କୋଇଲିର କୁହୁ ତାନେ ଦିନ ଥିଲା ଦିନେ ରଙ୍ଗ ନେଇ ସାଥେ…

ସରୋଜିନୀ ଦ୍ୱିବେଦୀ ନିଦ୍ୱର୍ନ୍ଦରେ ଭୁବନ ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ବାଚିତ

ଭୁବନ : ସବୁ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ଏକତାଳି ପଂଚାୟତ ର ସମିତିସଭ୍ୟା ସରୋଜିନୀ ଦ୍ୱିବେଦୀ ଭୁବନ ବ୍ଲକ ଉପାଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ଦ୍ୱିବେଦୀ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିରୋଧି ଦଳରୁ କୌଣସି…

ଶୋଭାଯାତ୍ରା ଆଳରେ ଶକ୍ତି ପ୍ରଦର୍ଶନ ସକାଳେ ପଦଯାତ୍ରା , ଅପରାହ୍ନ ରେ ବାଇକ ରାଲି

ଭୁବନ: ଚଳିତ ପୌର ନିର୍ବାଚନର ଆସନ୍ତା କାଲି ହେଉଛି ପ୍ରଚାର ର ଅନ୍ତିମ ଦିବସ । ଏଥି ସକାଶେ ଆଜି ବିଜୁ ଜନତା ଦଳ ତରଫରୁ ବିଶାଳ ଶୋଭାଯାତ୍ରା ଓ ବାଇକ ରାଲି ଅନୁଷ୍ଠିତ ହୋଇ ଶକ୍ତି ପ୍ରର୍ଶନ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର…

ପ୍ରେମ ସଭିଙ୍କ ପାଇଁ, ଘୃଣା କାହାକୁ ନାହିଁ

ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ (ସ.ଅ.ସ) ଏକ ଭବିଷ୍ୟତ ବାଣୀ କରିଥିଲେ ଯେ ଏପରି ଏକ ଯୁଗ ଆସିବ ଯେତେବେଳେ ଲୋକମାନଙ୍କର ନୈତିକ ଅଧଃପତନ ଘଟିବ , ଇସଲାମ କେବଳ ନାମକୁ ମାତ୍ର ରହିଯିବ ଏବଂ ଲୋକମାନେ ଏହାର ପ୍ରକୃତ ଶିକ୍ଷାର ପାଳନ କରିବା ଛାଡ଼ିଦେବେ । ଏହା ସହିତ ସେ ଏକ ଶୁଭ ସୂଚନା…

ଭୁବନ ରେ ସାଂସଦ ମହେଶ ସାହୁ ଙ୍କ ପ୍ରଚାର

ଭୁବନ : ଚଳିତ ପୌର ନିର୍ବାଚନରେ ଶାସକ ବିଜେଡି ନବାଗତ ତଥା ଯୁବ ନଗରପାଳ ପ୍ରାର୍ଥୀ ସହିତ ଯୁବ କାଉନସିଲର ପ୍ରାର୍ଥୀ ଦେଇ ଭୁବନରେ ବିଜେଡି ଗଡ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରୟାସ କରିଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମାରାତନ ପ୍ରଚାର…

ବ୍ରହ୍ମପୁର ମହାନଗର ନିଗମ: ମଞ୍ଜୁ ରଥଙ୍କ ପାଇଁ ବିଧାୟକ ରମେଶ ଜେନାଙ୍କ ନିର୍ବାଚନ ପ୍ରଚାର ଜେ।ରଦାର

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୧୬ ଓ ୧୭ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜେ।ରଦାର ହେ।ଇଛି । କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନେତୃତ୍୍ୱରେ ଅ।ୟେ।ଜିତ ଶେ।ଭାଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହେ।ଇଥିଲେ । କଂଗ୍ରେସର…

ବିଜେପି ଛାଡି ବିଜେଡି ରେ ମିଶିଲେ ମୁନ୍ନା

ଭୁବନ : ବରିଷ୍ଠ ବିଜେପି ନେତା ପ୍ରବାଳକାନ୍ତି ସାହୁ (ମୁନ୍ନା) ବିଜେପି ଛାଡି ଆଜି ବିଜେଡି ରେ ଯୋଗଦାନ କରିଛନ୍ତି । ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁନ୍ନା ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ । ବିଜେଡିର ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ସାହୁ (ମୁନ୍ନା)…

ଢେଙ୍କାନାଳ ରୁ ସୋନାଲୀ, କାମାକ୍ଷାନଗର ପାଇଁ ସୁବୋଧ ଓ ଭୁବନ ରୁ ମହେଶ୍ୱର ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ

ଢେଙ୍କାନାଳ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପୌର ନିର୍ବାଚନ ଉଷ୍ମତା ଅନୁଭବ ହୋଇଛି। ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ମତଦାନ ହେବ। ଏଥିପାଇଁ ଚଳିତ ମାସରେ ହେବାକୁ ଥିବା ପୌର ନିର୍ବାଚନରେ ରାଜ୍ୟର ପ୍ରମୁଖ ଦଳ ପ୍ରାର୍ଥୀ ଚୟନରେ…

ଭୁବନ ଏନଏସି ;ବିଶ୍ୱଜିତ ସାହୁ କଂଗ୍ରେସ ଟିକେଟ ଦାବିଦାର

ଭୁବନ: ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲର ଆଜି ଥିଲା ପ୍ରଥମ ଦିବସ । ଏଯାଏଁ ବିଜଡେି , ବିଜେପି କିମ୍ବା କଂଗ୍ରେସ କୌଣସି ଦଳ ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀ ଚୁଡାନ୍ତ ହୋଇ ପାରିନାହିଁ । ବିରୋଧି ବିଜେପି , ବିଜେଡି ପ୍ରାର୍ଥୀ ଚୟନ କୁ ଅପେକ୍ଷା କରିଥିବା ବେଳେ ସର୍ବପୁରାତନ ଦଳ କଂଗ୍ରେସ…