Browsing Category
ରୂପରେଖ ସ୍ପେଶାଲ
ବାଘମୁଣ୍ଡା-ସୁଣ୍ଢିକାଟେଣି ରାସ୍ତା ମରାମତି ଦାବିରେ ବାଘମୁଣ୍ଡା ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଲେ
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ) :ବାଘମୁଣ୍ଡା-ଶୁଣ୍ଢିକାଟେଣି ରାସ୍ତା ମରାମତି ଲୋକମାନେ ନିଜେ କରୁଛନ୍ତି ରାସ୍ତାର ସ୍ଥାଇ ମରାମତି ପାଇଁ ପ୍ରଶାସନକୁ ଯେତେ ଗୁହାରି କଲେ କେହି ଶୁଣୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଆଜି ସେହି ରାସ୍ତା ଦେଇ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ବୃକ୍ଷ…
ବ୍ୟଙ୍ଗ କବିତା – ଫରମା ନିଶା ଟା ଉତୁରି ଯାଇଛି
ଆମରି ଗାଁର ଧରମା ଦାଦି ଟା
ଗମେଟ ଚାକିରି କରିଛି
ଦରମା ସାଙ୍ଗକୁ ଭଲକି ଗଣ୍ଡାଏ
ଫରମା ବି ସେ ପାଉଛି।(୧)
ଗାଁ ମାଟିକୁ ସେ ଭୁଲି ଯାଇଛି
ସେ ଭୁବନେଶ୍ୱର ରେ ରହୁଛି
ଲୋନ କରିକି ନୟାପଲ୍ଲୀ ରେ
ଘରଟିଏ କିଣି ଦେଇଛି।(୨)
ଫରମା ଟଙ୍କାରେ ପୁଅକୁ ତା'ର
ଡାକ୍ତର କରିବ ଭାବୁଛି
ଘରର…
ଗୁଡିସାହି-ଅନ୍ଧାରୀ ରାସ୍ତା ବର୍ଷା ଦିନରେ ବେହାଲ,ଯାତାୟାତ ସମ୍ଭବ ନୁହେଁ
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅଧିନ ଗୁଡିସାହି ଓ ଅନ୍ଧାରି ରାସ୍ତା ରେ ବର୍ଷା ଦିନରେ ଯାତାୟାତ କରିବା ସମ୍ଭବ ହୁଏ ନାହିଁ ।ଏହି ରାସ୍ତାରେ ଅନେକ ଜାଗାରେ ଖାଲ ଖମା ହେଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହେଇ ଯାଉଥିବାରୁ ଅନେକ…
ଇନିଷ୍ଟାଗ୍ରାମ ରିଇଲ୍ସ
ବାପା ବାପା ବୋଲି ପାଖ ଛାଡୁ ନାହିଁ
ଝିଅ ଆଇ ଫୋନ୍ କିଣିବ କହୁଛି
ଇନିଷ୍ଟାଗ୍ରାମେ ରିଇଲ୍ସ କରିକି
ବଡ଼ ୟୁଜର୍ ସପନ ଦେଖୁଛି। (୧)
ପାଠ ଶାଠ କିବା ତାର ହେଉଛି
ଫାଜିଲ ହୋଇକି
ସାଙ୍ଗ ସାଥି ମେଳେ
ଦିନ ରାତି ରିଇଲ୍ସ କରୁଛି।(୨)
ବାପା ଙ୍କ କଥାରେ ହଁ ଭରି ସିଏ
ତେଜପୂତ୍ରୀ ହେବ କହୁଛି…
କୁଳାଙ୍ଗାର ପୁଅ
କିରାଣୀ ଚାକିରି ଟେ କରିଥିଲି ବୋଲି
ଏବେ ବସିକି ପେନସନ ପାଉଛି
ସେହି ପେନସନ ଗଣ୍ଡାକେ
ପରିବାର ମୋ ଚଳୁଛି।(୧)
ପୁଅ ମୋର ବୁଲେଟ ଚଢିକି
ବେକାର ହୋଇକି ବୁଲୁଛି
ଲଭ ମ୍ୟାରେଜ କରି ସେ ସ୍ତ୍ରୀ ଆଣି ଘରେ ରଖିଛି।
ପେନସନ ଟଙ୍କାରେ ସ୍ତ୍ରୀ କୁ ସେ ସପିଙ୍ଗ କରେଇ ନେଉଛି।(୨)
ବରବାଦ କରି ଅଧା…
କପିଳାସ ପୀଠରେ ଏକ ଦିବ୍ୟ ଅନୁଭୂତି
ପବିତ୍ର କପିଳାସ ପୀଠରେ ମୁଁ ଏକଦା ଅଙ୍ଗେ ନିଭାଇଥିବା ଏକ ଦିବ୍ୟ ଅନୁଭୂତି ଆପଣମାନଙ୍କ ସମକ୍ଷରେ ଉପସ୍ଥାପନ କରିବା ପୂର୍ବରୁ ଏହି ଐତିହ୍ୟ ସଂପନ୍ନ କ୍ଷେତ୍ରଟି ସଂପର୍କରେ ପ୍ରଥମେ କିଛି ସୂଚନା ଦେବା ଉଚିତ ମନେକରୁଛି।
ଓଡ଼ିଶାର ମଧ୍ୟାଞ୍ଚଳରେ ଅବସ୍ଥିତ କପିଳାସ ଏକ ପୁରାଣ ପ୍ରସିଦ୍ଧ ତୀର୍ଥ ଓ…
ଅଲ୍ଲାହଙ୍କ ଆଜ୍ଞାକାରିତାକୁ ମନେ ପକାଇଥାଏ ପବିତ୍ର ଈଦ୍-ଉଲ୍- ଅଜହା
ଇଦ୍-ଉଲ୍-ଅଜହା ହେଉଛି ବଳିଦାନର ଏକ ପର୍ବ ଯାହାକି ଇଦ୍-ଉଲ୍-ଫିତରର ପ୍ରାୟ ଦଶ ସପ୍ତାହ ପରେ ପଡେ ଏବଂ ହଜ୍ (ମକ୍କାର ପବିତ୍ର ତୀର୍ଥଯାତ୍ରା)ର ସମାପ୍ତିକୁ ଚିହ୍ନିତ କରେ। ବଳିଦାନର ଏହି ପର୍ବଟି ହଜରତ ଇବ୍ରାହିମ ଏବଂ ତାଙ୍କ ପୁତ୍ର ହଜରତ ଇସମାଇଲଙ୍କ ଅଲ୍ଲାହଙ୍କ ଆଜ୍ଞାକାରିତାକୁ ମନେ ପକାଇଥାଏ…
? ମହାପୁରୁଷ ବୁଦ୍ଧଦେବ ଙ୍କ ତ୍ୟାଗ?
ହିମାଳୟ ପର୍ବତ ସମୀପରେ କପିଲବସ୍ତୁ ନାମକ ନଗର ଟିଏ ଥାଏ। ମହାରାଜା ସୁଦ୍ଧୋଧନ ଗୈାତମ ଥାଆନ୍ତି ଏହାର ଶାସନ କର୍ତ୍ତା। କପିଲ୍ ବସ୍ତୁ ରେ କୈାଣସି ପ୍ରକାରର ଅଭାବ ଅନାଟନ ନ ଥାଏ, ଚାରି ଦିଗେ ସୁଖ ଶାନ୍ତିର ପରିବେଶ ଥିଲା।
ଖ୍ରୀଷ୍ଟପୂର୍ବ ୫୬୩ ରେ ମହାରାଜା ସୁଦ୍ଧୋଦନ ଗୈାତମଙ୍କ ଘରେ ଗୋଟିଏ…
ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ କଲା ଢେଙ୍କାନାଳ ବିଜେପି
ଢେଙ୍କାନାଳ: ବୁକ୍ ସର୍କୁଲାର୍ ୪୭ର ଅବମାନନା କରିବା ସହ ବିଶୃଙ୍ଖଳିତ ଆଚରଣ କରି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଦୁର୍ବ୍ୟବହାର କରିଥିବା ତିଲେଇବଣି ବିଡିଓଙ୍କୁ ରାଜ୍ୟ ସରକାର ପରୋକ୍ଷ ଭାବେ ସମର୍ଥନ କରିବା ଓ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଅନ୍ୟାୟ ଭାବେ ବିଧାୟକ…
ଅନୁଗୁଳ-ଢେଙ୍କାନାଳରୁ ମେମୁ ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ଦାବିପତ୍ର
ଢେଙ୍କାନାଳ: ଅନୁଗୁଳ-ଢେଙ୍କାନାଳରୁ କଟକ ପାଇଁ ମେମୁ ଟ୍ରେନ୍ ଚଳାଚଳ ଉଦେଶ୍ୟରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ ତରଫରୁ ଫୋରମ୍ ର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ଆଇନଜୀଵୀ ସୁରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଯଥା ଫୋରମ୍ ର ସମ୍ପାଦକ ଭରତ କୁମାର ଦାସ,…