Browsing Category
ରୂପରେଖ ସ୍ପେଶାଲ
ରିମ୍ଝିମ୍ କମ୍ପାନୀରେ ନିଯୁକ୍ତି ଅଡୁଆ ତୁଟୁନି ହୋହାଲ୍ଲା ପରେ ପ୍ରଥମ ଦଫାରେ ୬୪ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି…
କାମାକ୍ଷାନଗର ( ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ କୁରୁଣ୍ଟିସ୍ଥିତ ବିଆର୍ଜି କମ୍ପାନୀକୁ ଅଧିଗ୍ରହଣ କରିଥିବା ରିମ୍ଝିମ୍ କମ୍ପାନୀରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ନେଇ ଟାଳଟୂଳ ନୀତି ଅବଲମ୍ବନ କରାଯାଉଛି ।
ମଙ୍ଗଳବାର ହୋହାଲ୍ଲା ପରେ ପ୍ରଥମ ଦଫାରେ ୬୪ ଜଣ…
ଆଜିର ରାଶିଫଳ ଓ ନକ୍ଷତ୍ର
???ମହାବୀର ପଞ୍ଜିକା???
✧═════•❁❀❁•═════✧
ଅଦ୍ୟ ଅଗଷ୍ଟ ମାସ ୨୦ ତାରିଖ ୨୦୨୨ ମସିହା(ଶନିବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୭୯
ଦିଲ୍ଲୀସ୍ୱରାଦ୍ଧ-୧୪୨୯
ସମ୍ବତ୍ସର-ଅନଳ
ଭାଦ୍ର-କୃଷ୍ଣପକ୍ଷ
ତିଥି- ନବମୀ ରାତ୍ରି ଘ୧୨/୩୬ ପର୍ଯ୍ୟନ୍ତ ତଦନ୍ତେ ଦଶମୀ
ନକ୍ଷତ୍ର- ରୋହିଣୀ ରାତ୍ରି…
ଢେଙ୍କା ବଚନ
ଏତେ ହାଲୁକା ଭାବରେ ମୋତେ ନିଅ ନାହିଁ
ଜିଲ୍ଲାର ମାଲିକ, ବଡ଼ବଡ଼ିଆ, ସଂଗଠନମାନେ
ମୁଁ ତୁମ ସୁଦୂର ଅତୀତ, ଏ ସହରର ଏକଦା ଶାସକ
ଢେଙ୍କା ଶବର ମୁଁ
ମୋତେ ଚିହ୍ନିବାକୁ ଚେଷ୍ଟା କର
ମୋତେ ଜାଣିବାକୁ ଚେଷ୍ଟା କର
ଏ ମାଟିରେ ରହୁଛ
ଏ ମାଟିର ଇତିହାସ ଭିତରକୁ
ଟିକେ ପ୍ରବେଶିବାକୁ ଚେଷ୍ଟା କର…
ବିଜୁ ଯୁବ ଜନତା ଦଳର ହେଲା ପୁର୍ନଗଠନ
??ରାଜ୍ୟ ବିଜୁ ଯୁବଜନତା ଦଳ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା । ୩ କାର୍ଯ୍ୟକାରୀ ସଭାପତି , ଜଣେ ମହାସଚିବ , ୩ ବରିଷ୍ଠ ଉପସଭାପତି ନିଯୁକ୍ତ । ୭ ଜୋନ ସଭାପତି , ୧୩ ଉପସଭାପତି , ୪୬ ସାଧରଣ ସମ୍ପାଦକ ନିଯୁକ୍ତ । ୬୩ ସଂପାଦକ , ୨୩ ଯୁଗ୍ମ ସମ୍ପାଦକ ଙ୍କ ସହ ଜିଲା୍ଲ ସଭାପତି ନିଯୁକ୍ତ ।…
ଆମ୍ ଆଦମୀ ପାର୍ଟିର ଖବରଦାତା କାର୍ଯ୍ୟକ୍ରମ : ବିକଳ୍ପ ରାଜନୀତି ବାର୍ତ୍ତାକୁ ପହଞ୍ଚେଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ…
ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ତରଫରୁ ଆଜି ଆମେ ଘୋଷଣା କରୁଛୁକି ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ପ୍ରଶିକ୍ଷଣ ଶିବିର ସହିତ ରାଜ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ l ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି,…
ବାପ ମାଆ ଛେଉଣ୍ଡ ରୋଗାକ୍ରାନ୍ତ ପୁଅର ଚିକିତ୍ସା ଲାଗି ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ
କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମରେ ବାପା ମାଆକୁ ହରାଇଥିବା ରୋଜଗାରକ୍ଷମ ବଡ ପୁଅ ଉପରେ ଭାଇ ଭଉଣୀ ତିନି ଜଣ ଓ ଜଣେ ବୃଦ୍ଧା ଜେଜେମା ନିର୍ଭର କରୁଥିବା ଏକ ପରିବାର ରହିଛି ।
ପରିବାରର ବାପା ଦିବାକର ସିଂହ ଓ ମାତା କାମିନୀ ସିଂହଙ୍କର…
ଚି ଚି ଚି ଚିଟଫଣ୍ଡ ଡ ଡ ଡ
ଚିଟଫଣ୍ଡ ଠକେଇରେ ପଡିଛୁ ଭାଇ
ଭଲମନ୍ଦ ନ ଖାଇକି ସଞ୍ଚିଲୁ ଯାଇ ।
ଠକ କହି ସରକାର ମାଡି ବସିଲେ
ହଟହଟା ଜମାକାରୀ ତେଣୁ ହୋଇଲେ ।
ଅଉଷଧ କିଣିବାକୁ ମିଳୁନି ଟଙ୍କା
ଶୁଣାଯାଏ ସରକାର ଟାଳିଵେ ଶଙ୍କା
କେବେଠାରୁ ପୁରିଲାଣି ସଞ୍ଚୟ କଣ୍ଟ,
ଫେରେଇଵେ କେବେ ଟଙ୍କା ଦିଶୁନି ବାଟ ।
ତଦାରଖ…
ସ୍କୁଲ ପାଠ୍ୟ ଖସଡାରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀଙ୍କ କାହାଣୀକୁ ସାମିଲ କରିବା ପାଇଁ ପ୍ରଶିକ୍ଷକଙ୍କୁ…
ଭୁବନ/ଢେଙ୍କାନାଳ: ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ୍ ଢ଼ଙ୍କାନାଳ ଜିଲ୍ଲାର ଭୁବନ ଠାରେ ସାଧାରଣ ଜନତା ଓ କର୍ମକର୍ତାଙ୍କ ସହ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…
ଅସହାୟ ମୃତା ମହିଳାଙ୍କ ଶବ ସଂସ୍କାର ପାଇଁ ଆଗେଇ ଆସିଲେ ସ୍ୱେଚ୍ଛାସେବୀ
ଢେଙ୍କାନାଳ: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ୍, ତୁମୁସିଙ୍ଗା ଥାନା ଅନ୍ତର୍ଗତ ଆମ୍ବଖୋଲ କାଟେଣୀ ଗ୍ରାମର ଝିଟା ନାଏକ (୭୫) ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଡାଇରିଆ ୱାର୍ଡ ନଂ-୧୨ ବେଡ୍ରେ ଚିକିତ୍ସାଧିନ ଅବସ୍ଥାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମୃତୁ୍ୟ ବରଣ କରିଗଲେ ।…