Browsing Category
ରୂପରେଖ ସ୍ପେଶାଲ
ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଉଚ୍ଚ ରକ୍ତଚାପ ପରୀକ୍ଷା ଶିବିର ଅନୁଷ୍ଠିତ
ନରେନ୍ଦ୍ରପୁର: ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରକ୍ତଚାପ ପରୀକ୍ଷା ଶିବିର ଆୟୋଯିତ କରାଯାଇଥିଲା । ଢେଙ୍କାନାଳର ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାର ନିକଟରେ ଥିବା ହିନ୍ଦୋଳ ଏବଂ ଓଡାପଡା ବ୍ଲକ୍ ର ଆଖପାଖ ୬ଟି ଗାଁରେ ଏଇ ଶିବିର…
ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟର ଭାରତୀୟ ମହିଳା ଗୋଷ୍ଠୀ “ଲଜନା ଇମାଇଲ୍ଲାଃ” ର ଏକଶତ ବର୍ଷ ପୂର୍ତ୍ତି
ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିୟା ମୁସଲିମ୍ ସଂପ୍ରଦାୟ ଏକ ନୈଷ୍ଠିକ ଆଧ୍ୟାତ୍ମିକ ସମ୍ପ୍ରଦାୟ (ଜମାଅତ୍) ଅଟେ । ଉକ୍ତ ଜମାଅତର ସ୍ଥାପନ ହଜରତ ମିର୍ଜା ଗୁଲାମ୍ ଅହମଦ୍ ସାହିବ କାଦିୟାନୀ ପ୍ରତିଶୃତ ମସିହ୍ ଓ ମେହଦୀ (ଅ.ସ) ୧୮୮୯ ମସିହାେର କରିଥିେଲ । ଏହି ଜମାଅତର ପ୍ରକୃତ ଅଭିପ୍ରାୟ ହେଲା,…
ପଞ୍ଚାୟତରାଜ ପ୍ରତିନିଧି ଙ୍କ ତ୍ରି-ଦିବସିୟ ପ୍ରଶିକ୍ଷଣ
ପରଜଙ୍ଗ : ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ତାଲିମ ଅନୁଷ୍ଠାନ ରାଜ୍ୟ ଗ୍ରାମ୍ୟ ଉର୍ନ୍ନୟନ ଓ ପଞ୍ଚାୟତି ରାଜ ପ୍ରତିଷ୍ଠାନ ସହାୟତା ରେ ସ୍ବେଛାସେବୀ ସଂଗଠନ ଇଡ଼ିଅଟ ପକ୍ଷ ରୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ର ପାଣିଗେଙ୍ଗୁଟିଆ ର ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ଠାରେ…
ନିଯୁକ୍ତି ମେଳା କୁ ସଫଳ କରିବା ଦିଗରେ G T Bharat ର ଭୂମିକା
କାମାକ୍ଷାନଗର: ଭାରତ ସରକାର ଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରାଳୟ (MSDE) ର ଯୋଜନା କାର୍ଯ୍ୟକାରୀ ଓ ଜ୍ଞାନ ସହଭାଗୀ National Skill Development Corporation (NSDC) ମାଧ୍ୟମ ରେ ନଭେମ୍ବର 6 ତାରିଖ 2022 ରବିବାର ଦିନ ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ଠାରେ ଏକ କୌଶଳ…
ମାଣ୍ଡିଆରେ ରହିଛି ବହୁତ ଉପକାରୀ ଗୁଣ : ଆସନ୍ତୁ ଜାଣିବା ମାଣ୍ଡିଆର କେତେକ ସ୍ୱାସ୍ଥ୍ୟଗତ ଲାଭ ବିଷୟରେ…
ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ: ଆପଣ ଯଦି ନିଜ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିଜ ଆହାରରେ ମାଣ୍ଡିଆ ନିଶ୍ଚିତ ଭାବେ ସାମିଲ କରନ୍ତୁ। ମାଣ୍ଡିଆରେ ଟ୍ରିପ୍ଟୋଫ୍ୟାନ୍ ଆମିନୋଏସିଡ ରହିଛି ଯାହା ଭୋକ ନିୟନ୍ତ୍ରଣ କରିଥାଏ। ସେହିପରି ଅନ୍ୟ ଶସ୍ୟ ବା ଚାଉଳ ତୁଳନାରେ ଅଧିକ ପରିମାଣର…
ଜିଲା ଯୁବ କଂଗ୍ରେସ ତରଫରୁ ଜାତୀୟ ବେରୋଜଗାର ଦିବସ ପାଳିତ
ଢେଙ୍କାନାଳ : ସ୍ଥାନୀୟ ଇନ୍ଦିରା ଗାନ୍ଧୀ ସୁପର ମାର୍କେଟ୍ ଠାରେ ଜିଲା ଯୁବ କଂଗ୍ରେସ ଆବାହକ ଅମର ସେନାପତିଙ୍କ ନେତୃତ୍ୱରେ ଜାତୀୟ ବେରୋଜଗାର ଦିବସ ପାଳିତ ହୋଇଯାଇଅଛି ।
ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲା ଯୁବ କଂଗ୍ରେସ୍ ସ୍ଥାନୀୟ ଯୁବକମାନଙ୍କୁ ନେଇ ବେରୋଜଗାରି ବିରୋଧରେ…
ଭାରତୀୟ ଜୀବନବୀମା ଦେଶର ଆର୍ଥିକ ସୁଧାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନେଇଛି
ଢେଙ୍କାନାଳ : ଭାରତୀୟ ଜୀବନବୀମା ଢେଙ୍କାନାଳ ଶାଖା ପକ୍ଷରୁ ବୀମା ସପ୍ତାହ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ପ୍ରବନ୍ଧକ ବି ସୁଜିତ କୁମାର ଯୋଗଦେଇ ଭାରତୀୟ ଜୀବନବୀମା ଦେଶର ଆର୍ଥିକ ସୁଧାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନେଇଛି ବୋଲି କହିଥିଲେ ।
ଉତ୍ସବରେ…
ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜିତ
ଢେଙ୍କାନାଳ : ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆପ୍ର ରାଜ୍ୟ ପ୍ରବକ୍ତା ତଥା ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଡା. ଅଜୟ କୁମାର ପତି ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟିରେ ପ୍ରତ୍ୟେକ ପଞ୍ଚାୟତରୁ…
ଯମୁନାକୋଟ ଗ୍ରାମରେ ରାସନ ସାମଗ୍ରୀ ହେରଫେର, ଥାନାରେ ଅଭିଯେIଗ ପରେ ହିତାଧିକାରୀ ଙ୍କୁ ଚାଉଳ ମିଳିଲା
ଭୁବନ: ଦାରିଦ୍ର୍ୟ ସୀମାରେ ଖାତଳେ ଥିବା ଗରିବ ଲୋକ ଙ୍କୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳଯୋଗାଇ ଦେଉଥିବାବେଳେ କେନ୍ଦ୍ର ସରକାର ମାସିକ ମୁଣ୍ଡପିଛା୫ କିଲୋ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି ।
ଡିଲର ମାନେ ଏଥିରେ ବ୍ୟାପକ ହେରାଫେରି କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଥାନାଧିକାରୀ ଙ୍କ ଧମକ…
ଢେଙ୍କାନାଳ ଏଲ୍ଆଇସିରେ ୬୬ତମ ବୀମା ସପ୍ତାହ ପାଳିତ
ଢେଙ୍କାନାଳ:ଭାରତୀୟ ଜୀବନବୀମା ନିଗମ ଢେଙ୍କାନାଳ ଶାଖା କାର୍ଯ୍ୟାଳୟରେ ୬୬ତମ ବୀମା ସପ୍ତାହ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ଶାଖା ମୁଖ୍ୟ ପ୍ରବନ୍ଧକ ପି. ସୁଜିତ୍ କୁମାର ପ୍ରଦୀପ ପ୍ରଜ୍ୱଳନ କରି ସପ୍ତାହ ବ୍ୟାପୀ ପାଳନ ହେବାକୁ ଥିବା ବୀମା ସପ୍ତାହକୁ ଉଦ୍ଘାଟନ କରିଥିଲେ ।
ସେ…