Browsing Category
ରାଜନୀତି
ପଞ୍ଜାବ ରେ ଏଥର କଗ୍ରେସ ନୁହେଁ, ଆମ ଆଦମୀ ପାର୍ଟି ସରକାର କରିବ:ସି-ଭୋଟର ସର୍ଭେ
ଚଣ୍ଡିଗଡ଼: ଦେଶ ର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେରେ ପଞ୍ଜାବରେ ଏଥର କଂଗ୍ରେସ ବଦଳରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରୁଥିବା ସୂଚନା ଦେଇଛି । ସର୍ଭେ ଅନୁଯାୟୀ ପଞ୍ଜାବର ଲୋକମାନେ କଂଗ୍ରେସ ଉପରେ ଖୁସି ନାହାନ୍ତି କି ଚଳିତ ନିର୍ବାଚନ ରେ କଂଗ୍ରେସ ଉପରେ ଆସ୍ଥା…
କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳନ
କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜୁ ଜନତା ଦଳ ପକ୍ଷରୁ 25 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି। କଙ୍କଡ଼ାହାଡ଼ ବ୍ଲକର ଲୋକ ପ୍ରିୟ ଯୁବ ଅଧ୍ୟକ୍ଷ କାର୍ତ୍ତିକ ସାହୁ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା…
ଭୁବନରେ ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏ ଏନ୍ ଏସି ଯାତ୍ରା ପଡିଆ ଠାରେ ରବିବାର ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସରେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ଆଭିମୁଖ୍ୟ ଓ…
ବିଜେଡି ପାଳିଲା ୨୫ତମ ପ୍ରତିଷ୍ଠା ଦିବସ
ଢେଙ୍କାନାଳ: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଢେଙ୍କାନାଳ ମିନି ଷ୍ଟାଡିଅମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧାୟକ ସୁଧୀର ସାମଲ ନବୀନ ସରକାରଙ୍କ ୨୫ବର୍ଷର ସଫଳତା ଉପରେ ଆଲୋକପାତ କରିଥିଲେ | ଗ୍ରାମାଞ୍ଚଳରୁ ନେଇ…
ଆଳତୁମା ଠାରେ ଅଣ୍ଡରପାସ ନିର୍ମାଣ ହେବ: ଶତୃଘ୍ନ ଜେନା
ଭୁବନ : ଢେଙ୍କାନାଳ ଜିଲ୍ଲା ଦେଇ ଜାତୀୟ ରାଜପଥ ୫୩ ଅନନ୍ତପୁର ଠାରୁ ପିତିରି ପର୍ଯ୍ୟନ୍ତ ଲମ୍ବିଛି । କାମାକ୍ଷାନଗର ବିଜ୍ଞାପିତ ଅଂଚଳ ପରିଷଦର ଆଳତୁମା ଗ୍ରାମ ନିକଟରେ ଏକ ଭେହିକିଲ ଅଣ୍ଡରପାସ ନିମନ୍ତେ ଜନସାଧାରଣଙ୍କ ଦାବି ଉପସ୍ଥାପନା ବିଜେପି ରାଜ୍ୟ ପରିଷଦ ସଦସ୍ୟ ଶତୃଘ୍ନ ଜେନାଙ୍କ ଜରିଆରେ…
ମମିତା ମେହେର ପ୍ରସଙ୍ଗ ବିଜେପି ମହିଳା ମୋର୍ଚ୍ଚାର ରାଲି
ଢେଙ୍କାନାଳ: ମମତା ମେହେର ହତ୍ୟା ପ୍ରସଙ୍ଗ ରେ ଢେଙ୍କାନାଳ ଜିଲା ମହିଳା ମୋର୍ଚ୍ଚା ଆନେ୍ଦାଳନ କୁ ଓହ୍ଲାଇଛି । ଢେଙ୍କାନାଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଗୋପବନ୍ଧୁ ଟାଉନ୍ ହଲ୍ ସମ୍ମୁଖରୁ ବାହାରି ଜିଲ୍ଲାପାଳଙ୍କୁ ସାକ୍ଷାତ କରି…
ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ, ଢେଙ୍କାନାଳ ବିଜେଡିର ପ୍ରସ୍ତୁତି ବୈଠକ
ଢେଙ୍କାନାଳ: ଆସନ୍ତା ୨୬ ତାରିଖ ଦିନ ଦଳର ୨୫ତମ ପ୍ରତିଷ୍ଠା ଦିବସ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟକ ବ୍ଲକ ଓ ସହରାଞ୍ଚଳରେ ପାଳନ କରାଯିବ । ଏଥିପାଇଁ ଢେଙ୍କାନାଲ ଜିଲ୍ଲାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସକୁ କିଭଳି ଭାବରେ ପାଳନ କରାଯିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ବିଜେଡି ଜିଲ୍ଲା ସଭାପତି…
କୋଇଲା ଖାଦାନ୍ ରେ ନିଯୁକ୍ତି ନାହିଁ, ସଂସଦରେ ଉପସ୍ଥାପନ କଲେ ମହେଶ ସାହୁ
ଢେଙ୍କାନାଳ: ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ତାଳଚେର ଅଂଚଳରେ ମହାନଦୀ କୋଲ୍ ଫିଲ୍ଡ ଲିଃ କୋଇଲା ଖଣି ଖାଦାନ ଉତ୍ପାଦନ କରିବାରେ ବର୍ଦ୍ଧିତ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଦେଶରେ କୋଇଲା ଉତ୍ପାଦନ ହେଉଥିବା ଖାଦାନ ଗୁଡିକ ମଧ୍ୟରୁ ତାଳଚେର ଅଂଚଳରୁ ୩୦% କୋଇଲା ଉତ୍ପାଦିତ ହେଉଅଛି ।
ସଂସଦର…
ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ,ଫୋକସ୍-ପଂଚାୟତ ନିର୍ବାଚନ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜେପି ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର,…
ବିଜୁବାବୁଙ୍କ ପ୍ରତିମାକୁ ସଫକଲେ ଢେଙ୍କାନାଳ ସଚେତନ ନାଗରିକ ଫୋରମ କାର୍ଯ୍ୟକର୍ତ୍ତା
ଢେଙ୍କାନାଳ: ଅବହେଳିତ ବିଜୁବାବୁଙ୍କ ପ୍ରତିମାକୁ ଢେଙ୍କାନାଳ ସଚେତନ ନାଗରିକ ଫୋରମର କାର୍ଯ୍ୟକର୍ତ୍ତା ଏକ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ବିଜୁବାବୁଙ୍କ ପ୍ରତିମାକୁ ନଗର ଶାଖା ସଭାପତି ଅମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସଫା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ…