Browsing Category
ରାଜନୀତି
ଆମ୍ ଆଦମୀ ପାର୍ଟିର ମିଶ୍ରଣ ପର୍ବ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ, ଗଁଦିଆ ବ୍ଲକ ଏବଂ ପୌରାଞ୍ଚଳର ଅନେକ ସାଧାରଣ ଲୋକମାନେ କେଜ୍ରିୱାଲଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟ ଠାରେ ଦଳର ସଦସ୍ୟତା ଗ୍ରହଣ କରି ଦଳରେ ଯୋଗ ଦେଇଥିଲେ l ଜିଲ୍ଲା ଆବାହକ ପଙ୍କଜ ନାୟକ ଔପଢକନ ଦେଇ ଦଳରେ…
ଆମ୍ ଆଦମୀ ପାର୍ଟି ର ବୈଠକ
ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ସଦର ବ୍ଲକ କର୍ମୀ ମାନଙ୍କର ଏକ ବୈଠକ ଦଳ କାର୍ଯ୍ୟାଳୟ କଚେରୀ ରୋଡ଼ ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ପଞ୍ଚାୟତର କର୍ମୀ ମାନଙ୍କ ମଧ୍ୟରୁ ଏକ ବ୍ଲକ କାର୍ଯ୍ୟ କାରିଣୀ ଚୟନ କରାଯାଇ ସେମାନଙ୍କ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ କାମାକ୍ଷା ନଗର ଉପଖଣ୍ଡରେ ଦଳର ସାଙ୍ଗଠନିକ ସୁଦୃଢ଼ୀକରଣ ପାଇଁ ବିଷଦ ଆଲୋଚନା
ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ର ଏକ ସାଙ୍ଗଠନିକ ବୈଠକ ପଣ୍ଡୁଆ ସ୍ଥିତ ପାରିମାଳ ଅଞ୍ଚଳର ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭା ଗୃହଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ…
କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ପ୍ରତିବାଦ ସଭା
ଢେଙ୍କାନାଳ : ଭୁବନେଶ୍ୱରସ୍ଥିତ କଂଗ୍ରେସ୍ ଭବନରେ ପୁଲିସ୍ର ବେଆଇନ୍ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ଏକ ପ୍ରତିବାଦ ସଭା ଜିଲା କଂଗ୍ରେସ୍ର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ କରାଯାଇ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲା ଆରକ୍ଷୀ…
ଫସଲହାନୀର କ୍ଷତିପୂରଣ ପାଇଁ ସିପିଆଇଏମ୍ ର ଦାବି
ଧାମନଗର : ଚଳିତ ବାତ୍ୟାର ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଧାମନଗର ବ୍ଲକର ହଜାର ହଜାର ହେକ୍ଟର ·ଷଜମୀ ଉଜୁଡ଼ି ଯାଇଥିବାବେଳେ ସେମାନଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଥିବାବେଳେ ସିପିଆଇଏମ୍ ଧାମନଗର ଆଂଚଳିକ କମିଟି ପକ୍ଷରୁ ତହସିଲଦାରଙ୍କ ଜରିଆରେ…
ପ୍ରେମ୍ ଶଙ୍କର ଜିଲ୍ଲା କଂଗ୍ରେସ୍ ମୁଖପାତ୍ର ନିଯୁକ୍ତ
ଢେଙ୍କାନାଳ : ଜିଲ୍ଲା କଂଗ୍ରେସ କମିଟି ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ପ୍ରଦେଶ କଂଗ୍ରେସ୍ କମିଟିର ଅନୁମୋଦନ କ୍ରମେ ପ୍ରେମ୍ ଶଙ୍କର ମିଶ୍ରଙ୍କୁ ଜିଲ୍ଲା ମୁଖପାତ୍ର ଭାବେ ନିଯୁକ୍ତି କରାଯାଇଛି । ଆଗାମୀ ଦିନରେ ସମସ୍ତ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମମାନଙ୍କର ସହଯୋଗ ନେଇ ସେ…
ମୁଖ୍ୟମନ୍ତ୍ରୀଙ୍କୁ କୃଷକ ମହାସଂଘର ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
ଆଠମଲ୍ଲିକ : ଓଡ଼ିଶା କୃଷକ ମହାସଂଘ ଆଠମଲ୍ଲିକ ଶାଖା ସଭାପତି ଦେବେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଆଠମଲ୍ଲିକ ଉପଜିଲ୍ଲାପାଳ…
ବିନୋଦ ଦୁଆ ଓ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ବିୟୋଗରେ ଢେଙ୍କାନାଳ ସାଂସଦଙ୍କ ଶୋକ
ଢେଙ୍କାନାଳ : ବରିଷ୍ଠ ସାମ୍ବାଦିକ ତଥା ସୁନାମଧନ୍ୟ ସ୍ତମ୍ଭକାର ବିନୋଦ ଦୁଆ ଏବଂ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଉଭୟଙ୍କ ଶୋକସନ୍ତପ୍ତ ପରିବାରକୁ ପ୍ରଭୁ ଜଗନ୍ନାଥ ଏହି ଦୁଃଖଦ ସମୟରେ ସହାୟ ହୁଅନ୍ତୁ ଏବଂ ତାଙ୍କ ଅମର…
ଆନ୍ଧ୍ରପ୍ରଦେଶ ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗକୁ ଗ୍ରହଣ କଲେ ଜାତୀୟ ମାନବାଧିକାର କମିଶନର
ଢେଙ୍କାନାଳ : କୋଟିଆ ପ୍ରସଙ୍ଗ ରେ ଆନ୍ଧ୍ର ପ୍ରଦେଶ ମନ୍ତ୍ରୀ ଅପାଳୁ ରାଜୁ ଓଡିଶା ସୀମାରେ ପଶି ଗଙ୍ଗାବାଡ ପଂଚାୟତର ଅଙ୍ଗନୱାଡିକୁ ଧ୍ୱଂସ କରିବା ଓ କାର୍ଯ୍ୟରତ ଓଡିଆ ଅଧିକାରୀଙ୍କୁ ହତ୍ୟା ଧମକ ଦେବା କାର୍ଯ୍ୟରେ ବାଧା ଦେବା ଓ ଅସାମ୍ବିଧାନିକ ଓ ଅଗଣତନ୍ତ୍ର ଉପାୟରେ କିଛି ଲୋକଙ୍କ ସହିତ ଓଡିଶା…
ହିନ୍ଦ ମଜଦୂର ସଭା (ଏଚ.ଏମ.ଏସ.)ର ରାଜ୍ୟ କମିଟି ପୁନର୍ଗଠିତ
ବ୍ରହ୍ମପୁର : ଦେଶର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ ମଜଦୂର ସଭା (ଏଚ.ଏମ.ଏସ.) ର ଓଡିଶା ରାଜ୍ୟ ସଂଗଠନକୁ ଆହୁରି ସୁଦୃଢ କରିବା ନିମନ୍ତେ ପୁର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ କାର୍ଯ୍ୟକାରୀ ସଭାପତି ଓ ବରିଷ୍ଠ ସାମ୍ବାଦିକ ତଥା ଶ୍ରମିକ ନେତା ରବି ରଥଙ୍କୁ ଉପ-ସଭାପତି ଭାବେ ନୂତନ ଦାୟିତ୍ୱ…