Take a fresh look at your lifestyle.
Browsing Category

ଦେଶ ବିଦେଶ

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ପରଲୋକ

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ପରଲୋକ ହୋଇଛି । ରବିବାରରେ ବିନୋଦ ଦୁଆଙ୍କର ଅନ୍ତିମ ସଂସ୍କାର ଲୋଧି ଶ୍ମଶାନରେ କରାଯିବ ।  ଦୀର୍ଘ ସମୟ ଧରି ସେ ଅସୁସ୍ଥ ଥିଲେ । ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା। ବିନୋଦ ଦୁଆଙ୍କର ଝିଅ ମଲିକା ଦୁଆ ନିଜ ଇନଷ୍ଟା ପୋଷ୍ଟରେ…

ପଦ୍ମଶ୍ରୀ  ନନ୍ଦ କିଶୋର ପୃଷ୍ଟି ଙ୍କୁ “ସମ୍” ହସ୍ପିଟାଲକୁ ସ୍ଥାନାନ୍ତର

ଡୁବୁରୀ :  ପଦ୍ମଶ୍ରୀ  ନନ୍ଦ କିଶୋର ପୃଷ୍ଟି ଙ୍କୁ ଚିକିତ୍ସା ପାଇଁ “ସମ୍” ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତ ୩୦ ତାରିଖରେ ଅସୁସ୍ଥ ହେବା ପରେ  ତାଙ୍କୁ ପ୍ରଥମେ ଯାଜପୁର ରୋଡ ଏରିଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି  କରାଯାଇଥିଲା।  ତେବେ ତାଙ୍କର କୋଭିଡ ପଜିଟିଭ୍ ଚିହ୍ନଟ ହେବା…

ଝିଲ୍ଲୀ ବେଆଇନ ପଥର ଖାଦାନ ଉତ୍ତୋଳନ ନେଇ ଏନଜିଟିଙ୍କ ଗୁରୁତ୍ୱପୂର୍ଣ ରାୟ

କାମାକ୍ଷାନଗର, (ରାଜକିଶୋର ରାଉତ ):ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝିଲ୍ଲୀ ଗାଁ ବେଆଇନ ପଥର ଖାଦାନରୁ ପଥର ଉତ୍ତୋଳନକାରୀଙ୍କ ଉପରେ ଜାତୀୟ ସବୁଜ ପ୍ରାଧିକରଣ ବା NGT ର ଛାଟ ପଡ଼ିଛି । ପଥରଖାଦାନର ମାଲିକ ଚିନ୍ମୟ କୁମାର ନାୟକଙ୍କ ଉପରେ ୫ କୋଟି ଟଙ୍କାର ଜରିମାନା କରିଛି…

ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ମୁକେଶ ଅମ୍ବାନିଙ୍କ ସମର୍ଥନ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ଅଧ୍ୟକ୍ଷ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ଦୃଢ଼ ସମର୍ଥନ ଦେଇଛନ୍ତି । ସରକାର ଭବିଷ୍ୟତକୁ ସୁହାଇବା ଭଳି ନୀତି ଓ ନିୟମ ଆଣୁଥିବା ସେ କହିଛନ୍ତି । ଆଧାର, ଡିଜିଟାଲ୍ ବ୍ୟାଙ୍କ ଖାତା ଏବଂ…

ସରକାରୀ ବିଦେଶୀ ଅର୍ଥରେ ନୂଆ ସମାଜ ଗଢିବା ଅସମ୍ଭବ : କୁମାର ପ୍ରଶାନ୍ତ

ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କ ପକ୍ଷରୁ ଭୁବନେଶ୍ଵରସ୍ଥ ସିୱାଇଏସଡି ପ୍ରେକ୍ଷାଳୟରେ ଆୟୋଜିତ ସମ୍ମିଳନୀରେ ବିଶିଷ୍ଟ ଗାନ୍ଧୀବାଦୀ ପ୍ରବକ୍ତା, ସ୍ତମ୍ଭକାର ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଯୋଗଦେଇ କହିଲେ ଯେ, …

 ସାତଦିନିଆ ଓଡିଶା ଗସ୍ତରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ  ଅଧ୍ୟକ୍ଷ କୁମାର ପ୍ରଶାନ୍ତ

ଭୁବନେଶ୍ଵର : ବର୍ତ୍ତମାନ ଦେଶ ଜଳୁଛି । ଦରଦାମ ବୃଦ୍ଧି, ବେରୋଜଗାରୀ ଓ ଭ୍ରଷ୍ଟାଚାର ଭାରତକୁ ବ୍ୟତିବ୍ୟସ୍ତ କରିପକାଉଛି । ଗାନ୍ଧୀଙ୍କ ନେତୃତ୍ୱରେ ହାସଲ ହୋଇଥିବା ସ୍ଵାଧୀନତାକୁ ଭିକ ବୋଲି କୁହାହୋଇ ତାଙ୍କ ଫଟୋକୁ ଗୁଳି ମରାହେଉଛି । ଗାନ୍ଧୀଙ୍କ  ସାବରମତୀ ଆଶ୍ରମକୁ ଭଙ୍ଗାହୋଇ ସପ୍ତ ତାରକା…