Take a fresh look at your lifestyle.
Browsing Category

ଜିଲ୍ଲା ଖବର

ମୋ ପୋଖରୀ ଅଭିଯାନ ଆରମ୍ଭ

ଢେଙ୍କାନାଳ : ଢେଙ୍କାନାଳ ପୌରପାଳୀକା ପକ୍ଷରୁ ମୋ ପୋଖରୀ ଅଭିଯାନ ଶୁଭ ଆରମ୍ଭ ହୋଇଯାଇଛି।  ସ୍ଥାନୀୟ ଭାଗିରଥୀ ସାଗର କୂଳରେ ଥିବା ପୋଖରୀ କୂଳରେ ସ୍ୱଚ୍ଛ ସାଥୀ ଓ ପୌର ପାଳିକାର ସମସ୍ତ କର୍ମଚାରୀ ମାନେ ମିଶି ପୋଖରୀ ଚାରିପଟେ ଅଳିଆ ଆବର୍ଜ୍ଜନା କୁ ସଫା କରିଥିଲେ । ପ୍ରଥମେ ଢେ଼ଙ୍କାନାଳ…

ଭୁତକୋଠିରେ ପରିଣତ ବଅଁରପାଳ ତହସିଲଦାରଙ୍କ କ୍ୱାଟର

ବଅଁରପାଳ:ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲଦାରଙ୍କ ସରକାରୀ ବାସଭବନ ଭୂତକୋଠୀରେ ପରିଣତ ହୋଇଛି । ତହସିଲ ଦାର ସରକାରୀ ବାସ ଭବନରେ ନରହି ଅନୁଗୁଳରେ ରହୁଛନ୍ତି । ଫଳରେ ଦୀର୍ଘଦିନ ହେବ ନୂତନ ଭାବେ ନିର୍ମଳ ହୋଇ ସରକାରଙ୍କ ରାଜ୍ୟକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା ପାଣିରେ…

ପୁରାତନ ଛାତ୍ରୀ ଛାତ୍ର ମାନଙ୍କ ନିତି ଆଦର୍ଶକୁ ଅନୁପ୍ରାଣିତ ହେଲେ ଶ୍ରେଷ୍ଠତା ପ୍ରତିପାଦନ କରିବା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ କଲେଜର ରସାୟନ ବିଜ୍ଞାନ ବିଭାଗର ସମ୍ମାନ ନୂତନ ଛାତ୍ରୀ ଛାତ୍ର ମାନଙ୍କୁ ବିଭାଗ ପକ୍ଷରୁ ବୁଧବାର ସ୍ଵାଗତ କରାଯାଇଛି । ଏହି ସ୍ଵାଗତ ଉତ୍ସବରେ +୩ ଶେଷ ଵର୍ଷ ବିଜ୍ଞାନ ବିଭାଗ ସମ୍ମାନର ଛାତ୍ରୀ ଛାତ୍ର ମାନେ ନବାଗତ ତଥା +୩ ପ୍ରଥମ ଓ ୨ୟ ବର୍ଷ…

ପ୍ରଦୀପ ସେନାପତିଙ୍କ ପିତୃ ବିୟୋଗ

ଢେଙ୍କାନାଳ : ଢେଙ୍କାନାଳର ଜିଲାର ଜଣାଶୁଣା ବୈଦୁ୍ତିକ ଗଣମାଧ୍ୟମର ସାମ୍ବାଦିକ ପ୍ରଦୀପ ସେନାପତିଙ୍କ ପିତା ମଧୁସୂଦନ ସେନାପତି ଙ୍କ ୭୫ ବର୍ଷ ବୟସରେ ଆଜି ପୂର୍ବାହ୍ନରେ ହୃଦ୍ଘାତରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ମୃତୁ୍ୟ ହୋଇଯାଇଛି । ସ୍ୱର୍ଗତ ମଧୁସୂଦନ ବାବୁ ରାଜ୍ୟ ସମବାୟ ବିଭାଗର…

ଭୋଜଦେଈପୁର ଗ୍ରାମକୁ ଏକ ଆଦର୍ଶ ଗ୍ରାମ ସକାଶେ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି

ଢେଙ୍କାନାଳ: ଗାଁ ପାଇଁ ଦିନଟିଏ ପକ୍ଷରୁ ଭୋଜଦେଈପୁର ଗ୍ରାମକୁ ସମ୍ପୂର୍ଣ୍ଣ ଟିକାକରଣ ଗ୍ରାମ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବେଲଟିକିରି ତରଫରୁ ସମସ୍ତ ସହାୟତା ପ୍ରଦାନ କରାଯାଇଥିଲା । ଟିକାକରଣ ପୂର୍ବାହ୍ନ ସାଢ଼େ…

ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ କୌଣସି ପଦବୀ ସଂରକ୍ଷିତ ନାହିଁ

ଢେଙ୍କାନାଳ : ଢେଙ୍କାନାଳ ଜିଲାର ମୋଟ୍ ୮ଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ ସଂରକ୍ଷଣ ପଦବୀ ତାଲିକା ପ୍ରକାଶ ପାଇଛି । ନୂତନ ତାଲିକାରେ ଅନୁସୂଚିତ ଜାତି ପାଇଁ ୨ଟି ଏବଂ ୬ଟି ଅଣସଂରକ୍ଷିତ ରହିଛି । ସେଥିମଧ୍ୟରୁ ଗୋଟିଏ ପଦବୀରେ ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ…

ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ସାନି ସଂରକ୍ଷଣ ତାଲିକା ପ୍ରକାଶ

ଢେଙ୍କାନାଳ : ଢେଙ୍କାନାଳ ସଦର ପଞ୍ଚାୟତ ସମିତିର ୩୦ଟି ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟ ପଦବୀ ପାଇଁ ସାନି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଆସନ୍ତା ୩ତାରିଖ ସୁଧା ସଂରକ୍ଷଣରେ ଥିବା ତୃଟି ବିଚ୍ୟୁତିକୁ ନେଇ ଆପତି ଅଭିଯୋଗ ଗ୍ରହଣ କରାଯିବ । ଆପତି ଅଭିଯୋଗର ଶୁଣାଣୀ କରାଯାଇ ଆସନ୍ତା…

ଅର୍ଥନୀତି ବିଭାଗର ଦ୍ୱିତୀୟ ସେମିନାର

ଯୋରନ୍ଦା : ଢେଙ୍କାନାଳ ଜିଲା ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ଦ୍ୱିତୀୟ ସେମିନାର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ତଥା ରସାୟନ ବିଭାଗର ମୁଖ୍ୟ ଡ଼ ରତ୍ନାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ତୃତୀୟ ବର୍ଷର ଛାତ୍ର ଦୀପକ କୁମାର ସାହୁ ସ୍ୱାଗତ…

ମଠକରଗୋଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ର ଶିଳାନ୍ୟାସ

ଭୁବନ (ରାଜ କିଶୋର ରାଉତ): ଭୁବନ ବ୍ଲକ ମଠକରଗୋଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ର ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ  ଓଡ଼ିଶା ସରକାର  ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ   ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଭିତ୍ତପ୍ରସ୍ତର ସ୍ଥାପନା କରିଥିଲେ ।  କାର୍ଯ୍ୟକ୍ରମରେ…