Take a fresh look at your lifestyle.
Browsing Category

ଜିଲ୍ଲା ଖବର

ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ସ୍ଥିତ ବ୍ରଜନାଥ ବଡ଼ଜେନା ବିଦ୍ୟାପୀଠ ର 1979 ମସିହା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ଗୁଣ୍ଡୁରାପସୀ ପାଖରେ ଥିବା ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି l ବୟସାଧିକ ଯୋଗୁଁ ସେମାନଙ୍କ ମଧ୍ୟରୁ କେହି କେହି ନିଜ ନିଜ ନାତି…

ରାଧାଦେଇପୁର ଉଚ୍ଚବିଦ୍ୟାଳୟରେ ବଂଧୁମିଳନ କାର୍ଯ୍ୟକ୍ରମ

ଢେଙ୍କାନାଳ:ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ରାଧାଦେଇପୁର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ସରକାରଙ୍କର ମୋ ସ୍କୁଲ ଅଭିଯାନ ଯୋଜନାନୁଯାୟୀ 1997 ମାଟ୍ରିକ୍ୟୁଲେସନ ବ୍ୟାଚର ଏକ ବଂଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୌମ୍ୟପ୍ରକାଶ ପାଣିଙ୍କ ଆବାହକତ୍ଵରେ ମନୋରଞ୍ଜନ ମିଶ୍ରଙ୍କ ଆୟୋଜନ…

ସମାଜସେବୀ ଗୌରହରି ଦାସଙ୍କ ପରଲୋକ

ଢେଙ୍କାନାଳ  : ଢେଙ୍କାନାଳ ସଦର ବ୍ଲକର ରାଧାଦେଈପୁର ପଂଚାୟତ ଅନ୍ତର୍ଗତ ନୂଆପଡ଼ା ଗାଁର ସମାଜସେବୀ ଗୌରହରି ଦାସ (୭୦)ଙ୍କର ମସ୍କିଷ୍କାଘାତରେ ପରଲୋକ ଘଟିଛି । ସେ ରାଧାଦେଈପୁର ସତ୍ୟନାରାୟଣ ପାଲା ସମିତିର ସଂପାଦକ ଓ ମୂଖ୍ୟ କର୍ଣ୍ଣଧାର ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ । ତାଙ୍କ…

ଜାତୀୟ ସ୍ତରୀୟ ୱେବିନାର,ଜିଏସଟି ଉପରେ ଆଲୋଚନା

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂ ଶାସତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ବାଣିଜ୍ୟବିଭାଗ ଓ ଦି ଇନଷ୍ଟିଚୁଟ ଅଫ କଷ୍ଟ ଆଣ୍ଡ ଆକାଉଣ୍ଟସ୍ ଅଫ ଇଣ୍ଡିଆ ଭୁବନେଶ୍ୱର ଶାଖାର ସହଯୋଗରେ ଜିଏସଟି ମୁଭିଙ୍ଗ ଆହେଡ୍ ଶିର୍ଷକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏହି ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ…

ଯୋରନ୍ଦା: ସରପଞ୍ଚ ପଦବୀ ସଂରକ୍ଷଣକୁ ବାତିଲ ଦାବି କଲେ ମହିମା ସନ୍ୟାସୀ

ଯୋରନ୍ଦା: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଯୋରନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ଟି ଅନୁସୂଚିତ ଜାତି ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଏହାକୁ ପରିବର୍ତ୍ତନ କରିବା ପାଇଁ ମହିମା ସନ୍ୟାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଅନୁସୂଚିତ ଜାତି ମହିଳା ମାନଭ୍କ ପାଇଁ ସରପଞ୍ଚ…

ଜିରୋ ନାଇଟ୍ ସେଲିବ୍ରେସନ, ଭୋଜି ଭାତ, ଡିଜେ ସାଉଣ୍ଡ ବ୍ୟବହାର ଆଦିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ…

ଢେଙ୍କାନାଳ  : ସଂପ୍ରତି ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ନୂଆବର୍ଷ ଅବସରରେ ଜିରୋ ନାଇଟ୍ ସେଲିବ୍ରେସନ, ଭୋଜି ଭାତ, ଡିଜେ ସାଉଣ୍ଡ ବ୍ୟବହାର ଆଦିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ…

ଫାଇଲେରିଆ ରୋଗ ନିରାକରଣ ପାଇଁ ରାତ୍ରିକାଳିନ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ : ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ନାଉକିଆରି ଗାଁରେ ଫାଇଲେରିଆ ରୋଗ ନିରାକରଣ ପାଇଁ ରାତ୍ରିକାଳିନ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସହକାରୀ ଭେକ୍ଟରବାହିତ ରୋଗ ଅଧିକାରୀ ଡା. ହିମାଂଶୁ ଶେଖର ହେମ୍ବ୍ରମ୍ ଓ ଜିଲ୍ଲା ଭେକ୍ଟର…

ସ୍ମାର୍ଟ ହେଲଥ୍କାର୍ଡଧାରୀଙ୍କୁ ମାଗଣାରେ ଉତମ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ଢେଙ୍କାନାଳ  : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ସ୍ମାର୍ଟ ହେଲଥ୍ କାର୍ଡଧାରୀ ହିତାଧିକାରୀଙ୍କୁ ମାଗଣାରେ ଉତମ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଗୁରୁତ୍ୱାରୋପ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ଜିଲ୍ଲାର ମୋଟ୍ ୧୨ ଚିକିତ୍ସାଳୟର…

ଓପିଏସ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଓଡାପଡା ସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ପୁରାତନ ଛାତ୍ରସଙ୍ଘ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ଶମ୍ଭପ୍ରସାଦ ପ୍ରଧାନ ସଭାପତିତ୍ୱ କରି ଓଡିଶା ସରକାରଙ୍କର ମୋ କଲେଜ…

ସତ୍ୟ ସାଇ ସେବା ସଙ୍ଗଠନ ପକ୍ଷରୁ ବେସାହାରାଙ୍କୁ କମ୍ବଳ ବଣ୍ଟନ

ଢେଙ୍କାନାଳ: ଚଳିତ ବର୍ଷର ହାଡ଼ଭଙ୍ଗା ଶିତରେ ସମଗ୍ର ରାଜ୍ୟ ସହ ଢେଙ୍କାନାଳ ସହର ଥରୁ ଥିବାବେଳେ ସନ୍ଧ୍ୟା ହେଉ ହେଉ ସମସ୍ତେ ନିଜ ଘରେ ପଶି ଯାଉଛନ୍ତି ମାତ୍ର ରାସ୍ତା କଡରେ ପଡି ରହୁଥିବା ବେସାହାରା , ନିରାଶ୍ରୟ, ମାନସିକ ବିକାରଗ୍ରସ୍ତଙ୍କ ଉପରେ କାହାର ନଜର ପଡୁ ନାହିଁ। ମାତ୍ର ସେବା ପାଇଁ…