Browsing Category
ଜିଲ୍ଲା ଖବର
ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ଭୁବନ : ଭୁବନ ର ଐତିହାସିକ,ପାରମ୍ପରିକ ତଥା ଗଣ ପର୍ବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଦଶହରା ବଳଦ ଯାତ୍ରା ଉପଲକ୍ଷେ ଏନ୍ ଏ ସି ସଭା ଗୃହରେ ଆଜି ସନ୍ଧ୍ୟାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଶାନ୍ତି କମିଟି ମୁଖ୍ୟ କାମାକ୍ଷା ନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ…
ମହିମା ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା ଏବଂ ‘’ମାନବିକ ଅଧିକାର ବନାମ ମହିଳା ହିଂସା’’…
ଯୋରନ୍ଦା:ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗରେ ତା ୦୯.୧୦.୨୦୨୩ ରିଖ ଦିନ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଏବଂ ଚଳିତ ବର୍ଷର ପ୍ରଥମ ସମ୍ପାନ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଇତିହାସ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ଦାସଙ୍କ…
ଜାତୀୟ ଡାକ ସପ୍ତାହ ବିତୀୟ ସଶକ୍ତିକରଣ ଦିବସ ଅବସରରେ କାଶିଆଡିହି ଗ୍ରାମରେ ଡାକମେଳା ପାଳିତ
ଢେଙ୍କାନାଳ: ଢେଙ୍କାନାଳ ଡାକମଣ୍ଡଳର ଢେଙ୍କାନାଳ ତଥା ଅନଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ଡାକ ସପ୍ତାହ ଅବସରରେ ବିତୀୟ ସଶକ୍ତିକରଣ ଦିବସ ପାଳନ ହୋଇଯାଇଅଛି । ଆଜି ଢେଙ୍କାନାଳ ଡାକ ଉପଖଣ୍ଡ ନିରୀକ୍ଷକ ସଦାଶିବ ରାଉତଙ୍କ ନେତୃତ୍ୱରେ ଗଦାଶିଳା ଉପଡାକ ଘର ଅଧିନସ୍ଥ କାସିଆଡିହି ଗ୍ରାମର…
ଟ୍ରକ ଧକାରେ ସ୍କୁଲ ଛାତ୍ରୀ ମୃତ୍ୟୁ , କ୍ଷତିପୂରଣ ଦାବି ରେ ରାସ୍ତାରୋକ
ଢେଙ୍କାନାଳ : ଢେଙ୍କାନାଳ ସଦର ଅନ୍ତର୍ଗତ ବଣସିଂହ- ଢେଙ୍କାନାଳ ରାସ୍ତା ର ରଞ୍ଜା ଛକ ରେ ଏକ ଟ୍ରକ (ହାଇୱା ଗାଡି ) ଧକ୍କା ରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି I ମୃତ ଛାତ୍ରୀ ହେଉଛନ୍ତି ଡେରାସିଙ୍ଗ ଗ୍ରାମ ର ରାଧାନାଥ ସାହୁ ଝିଅ ପଦ୍ମିନୀ I ଏହି ଘଟଣା ରେ ସ୍ଥାନୀୟ ଅଞ୍ଚଳ ରେ…
ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନା ସମ୍ବନ୍ଧୀୟ କର୍ମଶାଳା
ଢେଙ୍କାନାଳ : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଂରକ୍ଷଣ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନା ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ସ୍ଥାନୀୟ ଶ୍ୟାମାଚରଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।
କର୍ମଶାଳାରେ କୃଷି ବିଭାଗର ଅତିରିକ୍ତ କୃଷି…
ତ୍ରି ଦିବସୀୟ ଯୋଗ ଓ ସତରଞ୍ଜ (ଚେସ୍) ପ୍ରତିଯୋଗିତା ଉଦ୍ ଘାଟିତ
ଢେଙ୍କାନାଳ : ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଓ ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନ ଦ୍ଵାରା ଆୟୋଜିତ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ୧୪ ଏବଂ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ ତ୍ରି ଦିବସୀୟ ଯୋଗ ଓ ସତରଞ୍ଜ (ଚେସ୍) ପ୍ରତିଯୋଗିତା -୨୦୨୩ ସ୍ଥାନୀୟ…
ବ୍ଯାସସମ୍ମାନ ପ୍ରାପ୍ତ ଶିକ୍ଷକ ଅନନ୍ତ ଚରଣ ଗୋଛୟତ ଙ୍କ ଏକାଦଶାହ ରେ ସ୍ମୃତି ଚାରଣ ସଭା
ଗଁଦିଆ : ବ୍ଯାସସମ୍ମାନ ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ଗୋଛୟତ ଙ୍କ ଏକାଦଶାହ ରେ ସ୍ମୃତି ଚାରଣ ସଭା ତାଙ୍କ ବାସଭବନ ଝିଲ୍ଲିଗ୍ରାମରେ ଅକ୍ଟୋବର ମାସ ଆଠ ତାରିଖ ରବିବାର ଦିନ ପୂର୍ବାହ୍ନ ଏଗାରଟାରେ ଗଁଦିଆ ସ୍ମୃତି ସଂସଦ ର ସଭାପତି ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ…
ଜିଲ୍ଲାସ୍ତରୀୟ ଗ୍ରାମ୍ୟ ସମ୍ବଳ କର୍ମୀମାନଙ୍କର ଜରୁରୀ ବୈଠକ
ଢେଙ୍କାନାଳ, ୮।୧୦ : ଅଦ୍ୟ ଦିବା ୧୦ଘଟିକା ସମୟରେ ଯାଉଁଳି ପୋଖରୀ ମଠ ଠାରେ ଜିଲ୍ଲା ସ୍ତରୀୟ ଗ୍ରାମ୍ୟ ସମ୍ବଳ କର୍ମୀ ମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଗ୍ରାମ୍ୟ ସମ୍ବଳ କର୍ମୀ ସଂଘର ଉପଦେଷ୍ଟା ରବିନ୍ଦ୍ର ବେହେରା ଉପସ୍ଥିତ ଥିଲେ ।
ବୈଠକକୁ ଜିଲ୍ଲା…
ସମ୍ବାଦ ପତ୍ର ଓ ସାମ୍ବାଦିକମାନଙ୍କୁ ଦମନ ଉଦ୍ୟମ ବିରୁଦ୍ଧରେ ଗଣ ପ୍ରତିବାଦ
ଢ଼େଙ୍କାନାଳ : ଗଣତନ୍ତ୍ର, ଜନଦରଦୀ, ସତ୍ୟବାଦୀ, ଗଣତନ୍ତ୍ର ସପକ୍ଷବାଦୀ ସମ୍ବାଦ ପତ୍ର ଓ ମୁକ୍ତ ସାମ୍ବାଦିକମାନଙ୍କ ଉପରେ ଦିଲ୍ଲୀ ପୋଲିସ୍ ଚଢ଼ାଉକରି ନଗ୍ନ ଆକ୍ରମଣ କରିବା ବିରୁଦ୍ଧରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଗତିଶୀଳ ନାଗରିକ ମଂଚ ତରଫରୁ ପ୍ରତିବାଦ କରାଯାଇ…
ଢେଙ୍କାନାଳ ଡାକମଣ୍ଡଳ ଅଭିକର୍ତାମାନଙ୍କ ବୈଠକ
ଢେଙ୍କାନାଳ: ସ୍ୱଳ୍ପ ସଂଚୟ ଅଭିକର୍ତା ସଂଘର ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଅଭିକର୍ତାମାନେ ଯୋଗଦେଇ ସଂଘର ସମସ୍ତ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଜଣାଗଲା ଯେ, ମାନ୍ୟବର କେନ୍ଦ୍ର ସରକାର ଆମର ସମସ୍ତ…