Browsing Category
ଜିଲ୍ଲା ଖବର
ପାନୀୟ ଜଳ, ପରିମଳ, କୃଷି, ସ୍ୱାସ୍ଥ୍ୟ,ଶିକ୍ଷା,ନରେଗା ଓ ରାସନକର୍ଡ ସଂପର୍କରେ ଆଲୋଚନା
ଭୁବନ : ଭୁବନ ପଂଚାୟତ ସମିତିର ତୃତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ…
ମଠକରଗୋଳା ଗ୍ରାମ ର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚିତ
କାମାକ୍ଷାନଗର: ମଠକରଗୋଳା ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏବଂ ସର୍ବସମ୍ମତି କ୍ରମେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା ଙ୍କୁ ମନୋନୀତ କରାଯାଇଅଛି ।
ଏହି ଅଞ୍ଚଳର ଉନ୍ନତି ପାଇଁ ଗ୍ରାମର ସମସ୍ତ ଜନସାଧାରଣ ଙ୍କ…
ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
ଢେଙ୍କାନାଳ : ପରଜଙ୍ଗ ଥାନା କନ୍ତୋର ଗାଁରେ ବଜ୍ରାଘାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣଙ୍କ କନ୍ତୋର ଗାଁର ପ୍ରଶାନ୍ତ କୁମାର ସାହୁ ।
ପ୍ରଶାନ୍ତ ଘର ପାଖରେ ଥିବା କୂଅ ନିକଟରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ପରିବାର ଲୋକେ ତାଙ୍କୁ ଏକ କାର ଯୋଗେ ପରଜଙ୍ଗ…
ସରକାରୀ ଜାଗା ଜବରଦଖଲକାରୀ ଙ୍କୁ ସୁରକ୍ଷା ଦେଉଛି ଭୁବନ ତହସିଲ
ଭୁବନ :ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅନ୍ତର୍ଗତ ବିଭିନ୍ନ ମୌଜାରେ ସରକାରୀ ଜାଗା ବେଆଇନ ଭାବେ ଜବରଦଖଲ ହେଉଥିବା ବେଳେ ତହସିଲ ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହିଁ ।
ତହସିଲ ଅଫିସ ଠାରୁ ମାତ୍ର ୫୦ ମିଟର ଦୂର ମୁଖ୍ୟରାସ୍ତାରେ ଜବରଦଖଲ ହେଉଥିବା , ଫଟୋକପି ପ୍ରଦାନ ସତ୍ୱେ ତହସିଲଦାର…
ଜିରାଳ ଉଚ୍ଚ ବିଦ୍ୟାଳୟରେ୧୯୯୦ ମସିହା ୧୦ ମ ଶ୍ରେଣୀ ବନ୍ଧୁ ମିଳନ
ଭୁବନ: ଭୁବନ ବ୍ଲକ୍ ର ଜିରାଳ ଉଚ୍ଚ ବିଦ୍ୟାଳୟରେ ୧୯୯୦ ମସିହା ର ୧୦ ମ ଶ୍ରେଣୀ ବନ୍ଧୁ ମିଳନ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଅଛି । ଉତ୍କ କାର୍ଯ୍ୟକ୍ରମ ରେ ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ବିପ୍ରବର୍ ସାହୁ ସଭାପତିତ୍ବ କରିଥିଲେ ।
ପ୍ରଥନା"ଅହେ ଦୟା ମୟ ବିଶ୍ଵ ବିହାରୀ" ପୁରାତନ ଛାତ୍ର…
ସାମ୍ବାଦିକ ସିରାଜ ଉଦ୍ଦିନ ଖାଁ ଙ୍କ ବିୟୋଗରେ ଶୋକସଭା,କ୍ୟାଣ୍ଡେଲ ରାଲି
ଭୁବନ: ଭୁବନ ଅଂଚଳର ଜଣାଶୁଣା ସାମ୍ବାଦିକ ତଥା ଯୁବ ସମାଜସେବୀ ସିରାଜ ଉଦ୍ଦିନ ଖାଁ (ଗରିବ) ଙ୍କର ଗତକାଲି ସକାଳେ କଟକ ବଡ ଡାକ୍ତରଖାନା ରେ ଅକାଳ ବିୟୋଗ ହୋଇଥିଲା । ଏଥି ସକାଶେ ଭୁବନ ସାମ୍ବାଦିକ ସଂଘ ତରଫରୁ ବରିଷ୍ଠ ସାମ୍ବାଦିକ ପ୍ରେମାନନ୍ଦ ମହାନ୍ତି ଙ୍କ ଆହ୍ୱାନ କ୍ରମେ ସ୍ୱର୍ଗତ ଗରିବ ଙ୍କ…
ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଚୋରି
ଭୁବନ : ଭୁବନ ଏନଏସି ଅନ୍ତର୍ଗତ ବେଠିଆପାଳ ମୌଜା ୨ ନମ୍ବର ବ୍ୱାର୍ଡରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରିରେ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଓ ପଇସା ଚୋରି ହୋଇଥିବା ସଂପର୍କରେ ଭୁବନ ଥାନାରେ ଅଭିଯୋଗ ହୋଇଛି ।
ମଦ ଦୋକାନ ସେଲ୍ସ…
ସାମ୍ବାଦିକ ସିରାଜ ଉଦ୍ଦିନ ଖାଁ ଙ୍କ ଅକାଳ ବିୟୋଗ
ଭୁବନ : ଭୁବନ ଅଂଚଳର ଜଣାଶୁଣା ସାମ୍ବାଦିକ ତଥା ଯୁବ ସମାଜସେବୀ ସିରାଜ ଉଦ୍ଦିନ ଖାଁ (ଗରିବ) ଙ୍କର ଆଜି ସକାଳେ କଟକ ବଡ ଡାକ୍ତରଖାନା ରେ ଅକାଳ ବିୟୋଗ ହୋଇଛି । ସେ ଗତ କିଛି ଦିନ ହେଲା ଲିଭର ଓ କିଡନୀ ରୋଗରେ ପୀଡିତ ଥାଇ ଚିକିସôିତ ହେଉଥିଲେ ।
ଗତ କାଲି ରାତି ତାଙ୍କୁ କଟକ ବଡ ଡାକ୍ତରଖାନାକୁ…
ଅଗ୍ନିକାଣ୍ଡରେ ଜଳିଗଲା ୪୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗ୍ରୋସରୀ ଦୋକାନ
କାମାକ୍ଷାନଗର(ରାଜକିଶୋର ରାଉତ): ଅଗ୍ନିକାଣ୍ଡରେ ଜଳିଗଲା ୪୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଗ୍ରୋସରି ଦୋକାନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ବଡ଼ବଜାର ସ୍ଥିତ ଅଭିମନ୍ୟୁ ସାହୁଙ୍କ ଗ୍ରୋସରି ଦୋକାନରେ ଅଗ୍ନିକାଣ୍ଡ ।
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଉଭୟ…
କୁଶୁପଙ୍ଗା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ନେତେଇ ଶୁଣି ଙ୍କ ପୀଠ ରେ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା
ଢେଙ୍କାନାଳ : ଓଡାପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ନେତେଇ ଶୁଣି ଙ୍କ ପୀଠ ରେ ଆଜି ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଅଛି। ସେହି ମା ନେତେଇ ଶୁଣି ଙ୍କ ଖ୍ୟାତି ବହୁ ପୁରାତନ କାଳରୁ ରହି ଆସିଅଛି।
ମା'ଙ୍କ ଠାରେ ଯିଏ ଯାହା ମାନସିକ କରିଥାଏ ମା'ଙ୍କ ଅପାର…