Browsing Category
ଜିଲ୍ଲା ଖବର
ଆମ୍ ଆଦମୀ ପାର୍ଟିର ଜିଲ୍ଲା ସକ୍ରିୟ କର୍ମୀ ସମ୍ମିଳନୀ ଏବଂ ଜୁନ ୮ ବିଜୁଳି ଆନ୍ଦୋଳନ ପ୍ରସ୍ତୁତି ବୈଠକ
ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲାର ସମସ୍ତ ସକ୍ରିୟ ସଦସ୍ୟଙ୍କୁ ନେଇ ଗୋପବନ୍ଧୁ ଟାଉନହଲଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।…
ନା ବାଳିକାକୁ ଧର୍ଷଣ ଅଭିଯୋଗରେଜଣେ ଗିରଫ
ଢେଙ୍କାନାଳ : ନା ବାଳିକାକୁ ଧର୍ଷଣ ଅଭିଯୋଗରେଜଣେ ଗିରଫ ଗଁଦିଆ ତା ୨୧/୫/୨୩--ଗଁଦିଆ ଅଂଚଳରେ ଜଣେ ନା ବଳିକାକୁ ଧର୍ଷଣଅଭିଯୋଗରେ ପୋଲିସଜଣକୁଗିରଫକରିଛି। ପୋଲିସ ଠାରୁ ପ୍ରକାଶ ଗଁଦିଆଥାନାଅନ୍ତର୍ଗତ ପୋରୁହଖୋଜ ଗ୍ରାମପଂଚାୟତ ଅଧିନ ବଣିଆପଡ଼ା ଗ୍ରାମ ଅଧିନ(କଲଣସାହି)ରଜଣେ ୬ ବର୍ଷର ନାବାଳିକା ୧୯…
ଶ୍ରୀ ଜଗନ୍ନାଥ ସେବା ପରିଷଦ ଅପବିତ୍ର ରଥକାଠର ପବିତ୍ରୀକରଣ କରାଯାଉ
ଢେଙ୍କାନାଳ : ରଥଗଡା ଠାରେ ଆଗାମୀ ରଥଯାତ୍ରା ଉପଲକ୍ଷେ ରଖାଯାଇଥିବା ରଥକାଠ ଉପରେ ଯୋତାଚପଲ ମାଡି ଚଢିବା, ଅଇଁଠା ପତ୍ର ଓ ଆମିଷ ଦ୍ରବ୍ୟ ପଡିବା ଆଦି କାରଣରୁ ଏହା ସଂପୂର୍ଣ୍ଣ ଅପବିତ୍ର ହୋଇପଡିଛି । ଏଥିପାଇଁ ବିହିତ ପବିତ୍ରୀକରଣ କାର୍ଯ୍ୟ ରାଜପୁରୋଧା ପଂଚାନନ ମିଶ୍ରଙ୍କ ପରାମର୍ଶ କ୍ରମେ…
ଇନର ହୁଇଲ କ୍ଲବ କପିଳାସ ପକ୍ଷରୁ ଢେଙ୍କାନାଳ ଟାଉନ ହଲ ଠାରେ ପ୍ରତିଭା ଅନ୍ବେଷଣ ସିଜିନ ଟୂଅନୁଷ୍ଠିତ ହୋଇଯାଇଅଛି।
ଢେଙ୍କାନାଳ : ଇନର ହୁଇଲ କ୍ଲବ କପିଳାସ ଢେଙ୍କାନାଳ ଦ୍ୱାରା ଆୟୋଜିତ ପ୍ରତିଭା ଅନ୍ବେଷଣ ସିଜିନ ଟୂ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହାର ପୂର୍ବାହ୍ନ ଅଧିବେଶନ କୁ ଦିନ ୧୦ଟା ସମୟରେ ଇନର ହୁଇଲ ଡିଷ୍ଟ ୩୨୬ ର ସେକ୍ରେଟାରୀ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ଏବଂ ପି ଡି ସି…
ରପୋଡିର ବିପନ୍ନ ୧୪ ପରିବାରକୁ ସାଂସଦଙ୍କ ସହାୟତା
ଢେଙ୍କାନାଳ, : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପ୍ରସାଦ ଗ୍ରାମରେ ଗତ କିଛିଦିନ ତଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୧୪ଟି ପରିବାରର ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଥିଲା ।
ଖବର ପାଇ ସାଂସଦ ମହେଶ ସାହୁ ପୂର୍ବରୁ ବିପନ୍ନ ପରିବାରଙ୍କୁ ଟାଟା ଷ୍ଟିଲ୍ ମେରାମୁଣ୍ଡଳୀର…
ପୁଣି ଜଣକୁ ମାରିଲା ଦନ୍ତା
ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ଯୋରନ୍ଦା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚନ୍ଦ୍ରଶେଖର ପୁର ଗାଁ ରେ ଜଣେ ବ୍ୟକ୍ତି ଙ୍କୁ ଶୁକ୍ରବାର ଦିନ ୨ଟା ଦେ ଦନ୍ତା ହାତୀ ଦଳି ମରି ଦେଇଛି | ମୃତ ବ୍ୟକ୍ତି ହେଉଛନ୍ତି ସନାତନ ସାମଲ ଙ୍କୁ ପୁଅ କହ୍ନେଈ ସାମଲ ବୋଲି ଜଣା ପଡିଛି |
ହାତୀ ଆକ୍ରମଣ ରେ ଲୋକ ମାନେ…
ସରଗମ୍ ନୃତ୍ୟ ଅନୁଷ୍ଠାନର ମହୋତ୍ସବ ଉଦଯାପିତ
ଢେଙ୍କାନାଳ : କେବଳ ପାଠପଢ଼ା ନୁହେଁ । ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଜଣେ ପ୍ରତିଭାବାନ୍ ହୋଇପାରିବେ । ଦେଶ ଓ ରାଜ୍ୟରେ ସୁନାମ ଆଣିପାରିବେ ବୋଲି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ସରଗମ୍ ଡ୍ୟାନ୍ସ ଏକାଡେମୀର ନୃତ୍ୟ ମହୋତ୍ସବରେ ମତବ୍ୟକ୍ତ କରିଛନ୍ତି ।
ଢେଙ୍କାନାଳ ମିନି…
ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ବୈଠକ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ପୁରାତନ ଛାତ୍ର କମିଟି ବୈଠକ ବିଦ୍ୟାଳୟ ସଭାଗ୍ରୃହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ତନୁଶ୍ରୀ ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ୧୯୫୬ ମସିହାରେ ପ୍ରତିଷ୍ଠିତ…
ଶିକ୍ଷକ ଅଭାବ, ଶିକ୍ଷାଦାନ ବ୍ୟାହାତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଦିନବନ୍ଧୁପୁର ଅଂଚଳ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଉଭୟ ନବମ ଓ ଦଶମ ଶ୍ରେଣୀରେ ୧୧୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।
ପାଠପଢା ନିମନ୍ତେ ୮ଜଣ ଶିକ୍ଷକଙ୍କ ମଧ୍ୟରୁ…
ପ୍ରାଥମିକ ବିଦ୍ୟାଳୟକୁ ସରପଂଚ ଭଡାରେ ଲଗାଇବା ଅଭିଯୋଗ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଗଦାଶିଳା ଗ୍ରାମପଂଚାୟତର ମହିନ୍ଦ୍ରପୁର ଉ.ପ୍ରା. ବିଦ୍ୟାଳୟର ସରକାର ବନ୍ଦ କରିଦେଇଛନ୍ତି । ବନ୍ଦ ହେବା ପରେ ବିଦ୍ୟାଳୟକୁ ଗଦାଶିଳା ସରପଂଚଙ୍କ ତତ୍ୱାବଧାନରେ ରହିଛି । ସରପଂଚ ଗ୍ରାମ୍ୟ କମିଟିକୁ ନଜଣାଇ ମନମୁଖୀ ଭାବେ ବେସରକାରୀ…