Take a fresh look at your lifestyle.
Browsing Category

ଜିଲ୍ଲା ଖବର

କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ  ଦେଇଛନ୍ତି…

ଢେଙ୍କାନାଳ : କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ  ଦେଇଛନ୍ତି ‘ମହିମା ସେତୁ’ – ଶ୍ରୀ ପାଣ୍ଡିଆନମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ…

ସିଆରପିଏଫ ଯବାନଙ୍କ ପରଲୋକ ,ଜନ୍ମମାଟିରେ ଶେଷକୃତ୍ୟ ସମ୍ପର୍ଣ

ଢେଙ୍କାନାଳ : ଭୁବନେଶ୍ୱର ରେ କାର୍ଯ୍ୟରତ ସିଆରପିଏଫ କାର୍ଯ୍ୟରତ ଯବାନ୍ ଧ୍ରୁବ ଚରଣ ସାମଲ ଙ୍କ ପରଲୋକ ହୋଇଛି I ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗ୍ରାମର ପୁଅ ବୀର ଯବାନ ଧ୍ରୁବ ଚରଣ ସାମଲ ଅସୁସ୍ତ ହୋଇ ଡାକ୍ତରଖାନା ରେ ବରତି ହୋଇ ଥିଲେ I ସୁସ୍ତ ହୋଇ ଘର କୁ ଆସିବା ପରେ…

୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ

ଢେ଼ଙ୍କାନାଳ : ଆମ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ମହୋଦୟଙ୍କ ନେତୃତ୍ୱ ରେ ଜୁନ ୮ ତାରିଖରେ ଓଡିଶାର ପ୍ରତ୍ୟେକ ପରିବାର କୁ ୨୦୦ ୟୁନିଟ ବିଜୁଳି ଦେୟ ମୁକ୍ତ ଦେବାପାଇଁ ରାଜ୍ୟ ସରକାରଙ୍କୁ ଦେବାକୁ ଥିବା ଦାବି ପତ୍ର ଓ ଜନ ଆନ୍ଦୋଳନକୁ ସଫଳ କରିବା…

ଭୀମ୍ ଆର୍ମୀ ଢେଙ୍କାନାଳ ଜିଲ୍ଲା ତରଫରୁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମହିଷାପାଟ ଠାରେ ଭୀମ୍ ଆର୍ମୀ ଭାରତ ଏକତା ମିଶନ ତରଫରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ପି.ଆର୍.ଓ. କମଳ ଲୋଚନା ପାତ୍ର ଏବଂ ଆଡଭୋକେଟ୍ ପ୍ରଦୁ୍ୟମ୍ନ ନାୟକ, ଢେଙ୍କାନାଳ ଜିଲ୍ଲା ସଭାପତି…

୫ ଟି ସଚିବ ଙ୍କ ମହିମାଗାଦୀ ଗସ୍ତ ପାଇଁ ସଜବାଜ: ସ୍ଥିତି ପରଖିଲେ ବାବି ଦାସ

ଢେଙ୍କାନାଳ: ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ଯୋରନ୍ଦାର ରୂପରେଖ ବଦଳିବ । ମହିମାଗାଦୀ ଯୋରନ୍ଦାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଢେଙ୍କାନାଳ ଜିଲାର ପର୍ଯ୍ୟଟନ…

୨୩ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଯୋରନ୍ଦା ଆସିନାହାଁନ୍ତି ସଚିବଙ୍କ ଗସ୍ତ ଏକ ପ୍ରକାର ପ୍ରହସନ

ଢେଙ୍କାନାଳ: ମୁଖ୍ୟମନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସହାୟକ, ଯିଏ ଆଜିକାଲି ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବେଶି କ୍ଷମତାଶାଳୀ ବୋଲି ପ୍ରମାଣିତ କରିବା ପାଇଁ ନାନା କସରତରେ ଲାଗିଛନ୍ତି । ସେ ମହିମା ଧର୍ମର ଯୋରନ୍ଦା ଗାଦୀକୁ ଆସୁଥିବା ଶୁଣାଯାଉଛି । ଆଜି ପର୍ଯ୍ୟନ୍ତ ୨୩ ବର୍ଷ ଶାସନରେ ଥରେ ହେଲେ…

ଭୋଜଦେଇ ପୁର ରେ ପାରମ୍ପରିକ ଶିବବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା ସମ୍ପର୍ଣ୍ଣ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ସଦର ମହକୁମା ଠାରୁ ଅନତି ଦୂରରେ ଭୋଜଦେଈପୁର ଶାସନର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ଭୋଳେଶ୍ବର ମହାପ୍ରଭୁଙ୍କ ପୀଠ ସ୍ଥଳୀ, ଯାହାଙ୍କର କୋଳ ମଣ୍ଡନ କରୁଛି ପୂଣ୍ୟ ତୋୟା ବ୍ରାହ୍ମଣି ନଦୀ।ମାନବୀୟ ଲୀଳା ର ନିଦର୍ଶନ ସ୍ୱରୂପ ଦୁଇ ଦିନ ଧରି ପୁଣ୍ୟ ତିଥିରେ ଗ୍ରାମବାସୀ…

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଉଚ୍ଚ ରକ୍ତଚାପ ପରୀକ୍ଷା ଶିବିର ଅନୁଷ୍ଠିତ

ନରେନ୍ଦ୍ରପୁର: ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରକ୍ତଚାପ ପରୀକ୍ଷା ଶିବିର ଆୟୋଯିତ କରାଯାଇଥିଲା । ଢେଙ୍କାନାଳର ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାର ନିକଟରେ ଥିବା ହିନ୍ଦୋଳ ଏବଂ ଓଡାପଡା ବ୍ଲକ୍ ର ଆଖପାଖ ୬ଟି ଗାଁରେ ଏଇ ଶିବିର…

ଶ୍ରୀଶ୍ରୀ ଆଖଣ୍ଡଳମଣିଙ୍କର ବିବାହ ଓ ଶୀତଳ ଷଷ୍ଠୀ ପାଳିତ

ଢେଙ୍କାନାଳ: ଢେଙ୍କାନାଳ ଟାଉନ୍ ଭାଗିରଥି ସାଗର (ନୂଆପୋଖରୀ) ନିକଟସ୍ଥ ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଶିବ ବିହାର ଓ ଶୀତଳ ଷଷ୍ଠୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ମଙ୍ଗଳବାର ଦିନ ପ୍ରଭୁଙ୍କର ମଙ୍ଗନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ପରଦିନ ବୁଧବାର ମନ୍ଦିର…

ପରଜଙ୍ଗ ନିର୍ବାଚନ ମଣ୍ଡଳୀsକର୍ଣ୍ଣାଟପୁର ଗ୍ରାମର ଆରାଧ୍ୟ ଦେବୀ ମା ମଙ୍ଗଳା ଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ

ପରଜଙ୍ଗ : ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସୋଇ ଗ୍ରାମ ପଞ୍ଚାୟତ ର କର୍ଣ୍ଣାଟପୁର ଗ୍ରାମର ଆରାଧ୍ୟ ଦେବୀ ମା ମଙ୍ଗଳା ଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ "ଯୁବଶକ୍ତି" ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ଯୋଗଦନ ଦେଇ ମା ମଙ୍ଗଳା ଙ୍କ ନିକଟରେ ପରଜଙ୍ଗ ନିର୍ବାଚନ…