Browsing Category
ଜିଲ୍ଲା ଖବର
ସରପଞ୍ଚ ଆନ୍ଦୋଳନର ସମାଧାନ ପରିବର୍ତ୍ତେ ସରକାରଙ୍କ ଭଣ୍ଡୁର ଉଦ୍ୟମ
ବ୍ରହ୍ମପୁର : ରାଜ୍ୟରେ ସରପଞ୍ଚ୍ ମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟ ସରକାର ଏହାର ସମାଧାନ କରିବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ଭଣ୍ଡୁର କରିବା ଭଳି ପ୍ରଶାସନିକ ତତ୍ପରତା ଆରମ୍ଭ କରୁଥିବା ସମନ୍ଧୀୟ ବିଭିନ୍ନ ଚିଠି ସରପଞ୍ଚ୍ ମାନଙ୍କୁ ଦେବା ଆରମ୍ଭ ହୋଇଥିବା ସୂଚନା ମିଲିଲାଣି ।…
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଭୁବନ ଗସ୍ତ
ଭୁବନ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏକ ସ୍ଵତନ୍ତ୍ର ଗସ୍ତ କରି ଆଜି (ଶନିବାର) ଅପରାହ୍ନ ରେ ଭୁବନ ରେ ପହଞ୍ଚିଥିଲେ । ଭୁବନ ଟାଉନ କଂଗ୍ରେସ ସଭାପତି ମନୋଜ କୁମାର ସାହୁ ଙ୍କ ନେତୃତ୍ୱରେ ଭବ୍ୟ ସ୍ଵାଗତ କରାଯାଇଥିଲା ।
ଜିଲ୍ଲା କଂଗ୍ରେସ ସଭାପତି ସରୋଜ…
ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ
ଢେଙ୍କାନାଳ : ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛ l ଏହି ବୈଠକ ରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ଯେ, ଅପହଞ୍ଚ ତଥା ଦୁର୍ଗମ ଅଞ୍ଚଳ ର ବିକାଶ କୁ…
କ୍ଲଷ୍ଟରସ୍ତରୀୟ ମିଲେଟ୍ ସୁରଭି ପ୍ରତିଯୋଗିତା, ୭୬ ପ୍ରତିଯୋଗୀ ପୁରସ୍କୃତ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ବଣସିଂହ ଉପ୍ରା ବିଦ୍ୟାଳୟରେ ଶୁକ୍ରବାର କ୍ଲଷ୍ଟରସ୍ତରୀୟ ମିଲେଟ୍ ସୁରଭି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଣସିଂହ ଓ ରାଧାଦେଈପୁର ପଞ୍ଚାୟତର ୧୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ…
ବେଆଇନ୍ ଖଣି ଓ କ୍ରସର ସ୍ଥାପନାକୁ ବିରୋଧ
ଢେଙ୍କାନାଳ: ଗଁଦିଆ ବ୍ଲକ୍ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଂଚାୟତ ଅଧିନସ୍ଥ ପୁରୁଣା କଷ୍ଟିପାଳ, ନୂଆ କଷ୍ଟିପାଳ ଓ ବେଗା ଗ୍ରାମପଂଚାୟତ ଅଧିନସ୍ଥ ଶ୍ରୀମନ୍ତପୁର ଗ୍ରାମର ଅଧିବାସୀମାନେ ବେଆଇନ୍ ଖଣି ଓ କ୍ରସର ସ୍ଥାପନାକୁ ବନ୍ଦ କରିବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ଲିଖିତ ଅଭିଯୋଗ…
ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ହିନ୍ଦୀ ଦିବସ ପାଳିତ
ଢେଙ୍କାନାଳ: ଆଜି ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ହିନ୍ଦୀ ଦିବସ -୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଅବସରରେ ବରିଷ୍ଠ ହିନ୍ଦୀ ଶିକ୍ଷକ ଅଖିଳ ପୃଷ୍ଟିଙ୍କ…
ବାଣିଜ୍ୟ ସେବା ସମିତିର ବାର୍ଷିକ ସାଧାରଣ ସଭା
ଢେଙ୍କାନାଳ : ଢେଙ୍କାନାଳ ଆଂଚଳିକ ବାଣିଜ୍ୟ ସେବା ସମିତି ଲିଃ ର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ସମିତିର ସଭାପତି ଚିତରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୪୭ ପ୍ରଥମିକ ସେବା ସମବାୟ ସମିତିର ସଭାପତି, ୧୫ଜଣ ଆଂଚଳିକ ବାଣିଜ୍ୟ ସେବା…
ଆପ୍ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଢେଙ୍କାନାଳ ଗସ୍ତ
ଢେଙ୍କାନାଳ : ଆପ୍ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ୫୦ଟି ପଂଚାୟତରେ ଜନ ସମ୍ପର୍କ ଯାତ୍ରା ଗତ ୨୩ ସେପ୍େଟମ୍ବର ଠାରୁ ଆରମ୍ଭ କରି ଆଜି ତା ୨୯ ରିଖରେ କଙ୍କଡ଼ାହାଡ଼ ପଂଚାୟତ ଠାରେ ସମାପ୍ତ କରିଛନ୍ତି । ପ୍ରତ୍ୟେକ ପଂଚାୟତରେ ସାଧାରଣ ଲୋକମାନେ…
ଢେଙ୍କାନାଳ ଡାକମଣ୍ଡଳ ତରଫରୁ “ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଆୟୋଜିତ
ଢେଙ୍କାନାଳ : ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ସମଗ୍ର ଦେଶରେ ଆଜାଦ୍ କା ଅମୃତ ମହୋତ୍ସବ ପାଳନ କରାଯାଇଅଛି । ଏହି ମହୋତ୍ସବର ଅନ୍ତିମ ପର୍ଯ୍ୟାୟରେ "ମୋ ମାଟି ମୋ ଦେଶ' ଅଭିଯାନ ଚଳିତ ମାସ ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ କରାଯାଇଅଛି । ଏହି ଅଭିଯାନରେ ଅମୃତ କଳସ ଯାତ୍ରାର ଆୟୋଜନ…
ପ୍ରଜ୍ଞାନ ମିଶନ ଦ୍ୱାରା ଗୀତା ଆବୃତି କାର୍ଯ୍ୟକ୍ରମ
ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ର ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ପ୍ରଜ୍ଞାନ ମିଶନ ଜଗତପୁର ତରଫରୁ ଏକ ଗୀତା ଆବୃତି ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବର୍ତମାନ ସୁଦ୍ଧା ୪ଟି ବିଭାଗରୁ ୯୩ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କ' ବିଭାଗରୁ ୩୦ଜଣ, ଖ' ବିଭାଗରୁ ୪୬ଜଣ, ଗ' ବିଭାଗରରୁ…