ଇନର ହୁଇଲ କ୍ଲବ କପିଳାସ ପକ୍ଷରୁ ଢେଙ୍କାନାଳ ଟାଉନ ହଲ ଠାରେ ପ୍ରତିଭା ଅନ୍ବେଷଣ ସିଜିନ ଟୂଅନୁଷ୍ଠିତ ହୋଇଯାଇଅଛି।
ଢେଙ୍କାନାଳ : ଇନର ହୁଇଲ କ୍ଲବ କପିଳାସ ଢେଙ୍କାନାଳ ଦ୍ୱାରା ଆୟୋଜିତ ପ୍ରତିଭା ଅନ୍ବେଷଣ ସିଜିନ ଟୂ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହାର ପୂର୍ବାହ୍ନ ଅଧିବେଶନ କୁ ଦିନ ୧୦ଟା ସମୟରେ ଇନର ହୁଇଲ ଡିଷ୍ଟ ୩୨୬ ର ସେକ୍ରେଟାରୀ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ଏବଂ ପି ଡି ସି…