Take a fresh look at your lifestyle.

ପୁଷ୍ଟିଶସ୍ୟ ଉଭୟ ମଣିଷ ତଥା ପରିବେଶ ନିମନ୍ତେ ଜରୁରୀ

ଢେଙ୍କାନାଳ : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଓଡ଼ିଶା ମିଲେଟ୍ ମିଶନ, ଢେଙ୍କାନାଳ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ପୁଷ୍ଟିଶସ୍ୟ ସଚେତନତା ରଥ ର ଶୁଭ ଉଦ୍ଘାଟନ  ଜିଲ୍ଲାପାଳ  ସରୋଜ କୁମାର ସେଠୀ ଙ୍କ କରକମଳ ରେ ଅନୁଷ୍ଠିତ ହୋଇଯାଇଅଛି। ଜିଲପାଳ ଶ୍ରୀ ସେଠୀ କମ୍ ପାଣି ଏବଂ…

କରୋନା ଯୋଦ୍ଧା ସାମ୍ବାଦିକ ସଂଗ୍ରାମଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ

କୋଣାର୍କ: କୋଣାର୍କର କରୋନା ଯୋଦ୍ଧା ଦିବଂଗତ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ରଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରତାପ ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ…

ଶ୍ରୀ  ମହାକାଳେଶ୍ଵର ମହା ଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସ ଯାତ୍ରା

ଢେଙ୍କାନାଳ : ସହର ସ୍ଥିତ କବଲ୍ୟ ବଜାର ରେ ଥିବା ଗାୟତ୍ରୀ ଶକ୍ତି ପୀଠ ଠାରେ ବାବା ମହାକାଳେଶ୍ଵରଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଏକ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଭାଗୀରଥି ସାଗର କୂଳରେ ପଣ୍ଡିତମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ୧୧୦ ରୁ ଉର୍ଦ୍ଧ୍ବ…

ଆମେଚର ତାଇକୋଣ୍ଡୋ ପକ୍ଷରୁ ୯ମ ଗ୍ରୀଷ୍ମକାଳୀନ ନିଶୁକ୍ଳ ଶିବିର ଅନୁଷ୍ଠିତ

ଢେଙ୍କାନାଳ: ଢେଙ୍କାନାଳର ଅଗ୍ରଣୀ ସମରକଳା ଅନୁଷ୍ଠାନ ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ଗୁରୁଦେବଜୀ ଫାଉଣ୍ଡେସନ୍ର ସହଯୋଗରେ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ଢେଙ୍କାନାଳ ସହରର ମହାବୀର ବଜାରସ୍ଥିତ ମମତା ମଣ୍ଡପ ଓ ତହସିଲ କାର୍ଯ୍ୟଳୟ ସମ୍ମୁଖ ସ୍ପୋର୍ଟସ୍ କଂପ୍ଲେକ୍ସ ପରିସରରେ ଥିବା ପ୍ରଶିକ୍ଷଣ…

ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ଦ୍ୱାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଦାବୀ

ଢେଙ୍କାନାଳ: କମଳାଙ୍ଗ ଗ୍ରାମପଂଚାୟତ ଦେଇ ନୂତନ ଭାବେ ନିର୍ମତ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ଯାଇଥିବା କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ତରଫରୁ ସ୍ଥାନୀୟ ସରପଂଚ ଜିତେନ୍ଦ୍ର କୁମାର ବେହେରା ଆଜି ଜିଲ୍ଲାପାଳଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଥାଉକି, ଅନେକ ଦିନରୁ ଉକ୍ତ…

ଅମଲାମାନଙ୍କର କଳାବ୍ୟାଜ ପରିଧାନ :ଦାବି ପୂରଣ ନ ହେଲେ ଜୁନ୍ ୧ ତାରିଖରୁ ସମୁହିକ ଛୁଟି

ଢେଙ୍କାନାଳ:  ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚ, ଢେଙ୍କାନାଳ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଗତ ୨୧ ତାରିଖ ସୁଦ୍ଧା ସରକାର ମିଳିତ ଅମଲା ମଂଚର ଦାବି ପୂରଣ କରିନଥିବାରୁ ଆଜି ଠାରୁ ରାଜର ତଥା ଢେଙ୍କାନାଲ ଜିଲ୍ଲାର ସମସ୍ତ ବିଭାଗ ଅଫିସ୍ର ସମସ୍ତ ଅମଲାମାନେ କଳାବ୍ୟାଜ ପରିଧାନ…

ଆମ୍ ଆଦମୀ ପାର୍ଟିର ଜିଲ୍ଲା ସକ୍ରିୟ କର୍ମୀ ସମ୍ମିଳନୀ ଏବଂ ଜୁନ ୮ ବିଜୁଳି ଆନ୍ଦୋଳନ ପ୍ରସ୍ତୁତି ବୈଠକ

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲାର ସମସ୍ତ ସକ୍ରିୟ ସଦସ୍ୟଙ୍କୁ ନେଇ ଗୋପବନ୍ଧୁ ଟାଉନହଲଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।…

ନା ବାଳିକାକୁ ଧର୍ଷଣ ଅଭିଯୋଗରେଜଣେ ଗିରଫ

ଢେଙ୍କାନାଳ : ନା ବାଳିକାକୁ ଧର୍ଷଣ ଅଭିଯୋଗରେଜଣେ ଗିରଫ ଗଁଦିଆ ତା ୨୧/୫/୨୩--ଗଁଦିଆ ଅଂଚଳରେ ଜଣେ ନା ବଳିକାକୁ ଧର୍ଷଣଅଭିଯୋଗରେ ପୋଲିସଜଣକୁଗିରଫକରିଛି। ପୋଲିସ ଠାରୁ ପ୍ରକାଶ ଗଁଦିଆଥାନାଅନ୍ତର୍ଗତ ପୋରୁହଖୋଜ ଗ୍ରାମପଂଚାୟତ ଅଧିନ ବଣିଆପଡ଼ା ଗ୍ରାମ ଅଧିନ(କଲଣସାହି)ରଜଣେ ୬ ବର୍ଷର ନାବାଳିକା ୧୯…

ଶ୍ରୀ ଜଗନ୍ନାଥ ସେବା ପରିଷଦ ଅପବିତ୍ର ରଥକାଠର ପବିତ୍ରୀକରଣ କରାଯାଉ

ଢେଙ୍କାନାଳ : ରଥଗଡା ଠାରେ ଆଗାମୀ ରଥଯାତ୍ରା ଉପଲକ୍ଷେ ରଖାଯାଇଥିବା ରଥକାଠ ଉପରେ ଯୋତାଚପଲ ମାଡି ଚଢିବା, ଅଇଁଠା ପତ୍ର ଓ ଆମିଷ ଦ୍ରବ୍ୟ ପଡିବା ଆଦି କାରଣରୁ ଏହା ସଂପୂର୍ଣ୍ଣ ଅପବିତ୍ର ହୋଇପଡିଛି । ଏଥିପାଇଁ ବିହିତ ପବିତ୍ରୀକରଣ କାର୍ଯ୍ୟ ରାଜପୁରୋଧା ପଂଚାନନ ମିଶ୍ରଙ୍କ ପରାମର୍ଶ କ୍ରମେ…

କୋଣାର୍କ ଭଗବତୀ ମହାବିଦ୍ୟାଳୟର କିରାଣୀ ଅଭିନବ ଉପାୟରେ ୬ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

କୋଣାର୍କ: କୋଣାର୍କରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଗଢି ଉଠିଥିବା ୧୯୭୮ ମସିହାରେ ଗଢିଉଠିଥିଲା କୋଣାର୍କ ଭଗବତୀ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟଟି ବିଭିନ୍ନ ସମୟରେ ନ୍ୟସ୍ତସ୍ବାର୍ଥପର ଗୋଷ୍ଠୀର ଶିକାର ହୋଇ ଆସିଛି । ଏବେ ଏକ ଜ୍ବୋଳନ୍ତ ଉଦାହରଣ ସାମ୍ମାକୁ ଆସିଛି । ଏହି ମହାବିଦ୍ୟାଳୟରେ…