ନିୟୁ ଓରିଶା ଦ୍ୱାରା ଉର୍ନ୍ନତ କିସମ ନଡ଼ିଆ ଚାରା ବିତରଣ କାର୍ଯ୍ୟକ୍ରମ
ସଦର ବ୍ଲକ: ର ଭଳିଆବୋଲକାଟେଣୀ ଗ୍ରାମ ପଂଚାୟତ ଅଧିନସ୍ଥ ଆଦିବାସୀ ଅଧ୍ୟୁଷିତ ସଂସାଇଲୋ ଗ୍ରାମ ରେ ନିୟୁ ଓରିଶା ସାମାଜିକ ସଂଗଠନ ଓ କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ ଙ୍କ ମିଳିତ ସହଯୋଗ ରେ ଉର୍ନତ କିସମ ନଡ଼ିଆ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.।
ଏହି କାର୍ଯ୍ୟକ୍ରମ ରେ…