Take a fresh look at your lifestyle.

କାନ୍ଥପଡି ମହିଳା ମୃତ

0 47

କାମାକ୍ଷାନଗର( ରାଜ କିଶୋର ରାଉତ): କାନ୍ଥ ପଡି ମହିଳା ମୃତ୍ୟୁ। ମୃତ ମହିଳା ହେଲେ କାମାକ୍ଷାନଗର ବ୍ଲକ ଗୁନେଇବିଲ୍ଲି ଗ୍ରାମର ଶାନ୍ତିଲତା ଭୋଇ (୬୫ବର୍ଷ) । ଶାନ୍ତିଲତା ଭଉଣି ଘର ସୋଗର ଗ୍ରାମକୁ ଆସିଥିବା ବେଳେ ଲଗାଣ ବର୍ଷାରେ ଘରେ ବସିଥିବା ବେଳେ ତାଙ୍କ ଉପରେ କାନ୍ଥ ଖସିପଡିଥିଲା।

ପରିବାର ଲୋକେ ଉଧାର କରି ଅଁଳାବେରେଣି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କାନ୍ଥଟି ଦୂର୍ବଳ ହୋଇଯାଇବା ଯୋଗୁ କାନ୍ଥଟି ଖସିପଡିଥିବା ଜଣାପଡିଛି।ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

- Advertisement -

Leave A Reply

Your email address will not be published.