Take a fresh look at your lifestyle.
Monthly Archives

April 2022

ଭୁବନ ରେ ଶ୍ରୀରାମ ନବମୀ ପାଳିତ: ଜୟ ଶ୍ରରାମ ନାରାବାଜିରେ ସହର କମ୍ପିଲା

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ଥିବା ଶ୍ରୀରାମମନ୍ଦିରରେ ମର୍ଯ୍ୟଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ନବମୀ ପୂଜା ଆଡମ୍ବର ଭାବେ ପାଳିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣ ଯେଗୁ ଦୀର୍ଘ ୨ ବର୍ଷ ହେଲା ନିରାଡମ୍ବର ଭାବେ ପୂଜାହେଉଥିବାବେଳେ ଚଳିତଥର ଅତ୍ୟନ୍ତ ଶ୍ରଦ୍ଧାଭକ୍ତି ଓ…

ଦୁର୍ଗାପ୍ରସାଦ ପରେ ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବୀ ଉଠିଲା

ଢେଙ୍କାନାଳ : ଢେଙ୍କାନାଳ ସଦର ତହସିଲ ବେଲଟିକିରି ରାଜସ୍ୱ ସର୍କଲ ଅଧିନରେ ଥିବା ଦୁର୍ଗାପ୍ରସାଦ ଗ୍ରାମ ପରେ ଏବେ ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ନେଇ ଗ୍ରାମାବାସୀ ମାନେ ଜିଲାପାଳଙ୍କ ନିକଟରେ ଦାବୀ ଉଠାଇଛନ୍ତି । ଛଅବୋଲୁଅ ଗ୍ରାମଟି ଏକ ପଡା ଗ୍ରାମ ହୋଇଥିବା ବେଳେ…

ଉହୁ ଉହୁ

ଆଉ ସେ ବୟସ ରହି ନାହିଁ ବାନ୍ଧି ମନ​‌େ​‌ର ନାହିଁ ସେ ଫୁର୍ତ୍ତି ଆଉ ​‌େ​‌ସ ଫଗୁଣ ନାନା ରଙ୍ଗେ ସାଜି ଭରି ଦେଉ ନାହିଁ ଛାତି ଶୀତ ବି ସେମିତି ଆସୁଛି ଯାଉଛି ଉନ୍ମାଦ ଭରୁନି ମନେ ବସନ୍ତରେ କାହିଁ ଭରୁ ନାହିଁ ମନ କୋଇଲିର କୁହୁ ତାନେ ଦିନ ଥିଲା ଦିନେ ରଙ୍ଗ ନେଇ ସାଥେ…

ମହାସମାରୋହରେ ହେବ ବିଷୁବ ସାହିତ୍ୟ ପର୍ବ

ଖୋର୍ଦ୍ଧା : ଖୋର୍ଦ୍ଧା ସାହିତ୍ୟ ସଂସଦ ଏବଂ ଓଡିଆ ଯୁବ ଲେଖକ ସମ୍ମେଳନର ମିଳିତ ଆନୁକୂଲ୍ୟରେ ‘ରାଜ୍ୟ ଲେଖକ ସମାବେଶ ଓ ବିଷୁବ ସାହିତ୍ୟ ପର୍ବ’ ଆସନ୍ତା ୧୪ ଅପ୍ରେଲ ଗୁରୁବାର ଦିନ ସ୍ଥାନୀୟ ପ୍ରାଣନାଥ ମହାବିଦ୍ୟାଳୟର ମୈତ୍ରୀ ଭବନରେ ମହାସମାରୋହରେ ଆୟୋଜିତ ହେବ ବୋଲି ଓଡିଆ ଯୁବ ଲେଖକ ସମ୍ମେଳନର…

ଢେଙ୍କାନାଳ ରେ ସାଇ ବାବା ଙ୍କ ପାଲିଙ୍କି ଶୋଭାଯାତ୍ରା

ଢେଙ୍କାନାଳ: ମୀନା ବଜାର କୁମ୍ଭାର ସାହି ଠାରେ ଆଜି ଶ୍ରୀ ସାଇ କୃଷ୍ଣାୟ ବିଗ୍ରହ ମନ୍ଦିର ର ବାର୍ଷିକ ପ୍ରତିଷ୍ଠା ମହୋତ୍ସବ ପାଳିତ ହୋଇଛି।  ପ୍ରାତଃ କାକଟ ଆଳତି, ମହାସ୍ନାନ, ନୂତନ ବସ୍ତ୍ର ଫୁଲ ହାରରେ ସୁସାର୍ଜିତ କରାଯାଇ ଓ ବିଭିନ୍ନ ପୂଜାର୍ଚନା କରାଯାଇ ବିଭିନ୍ନ ଭୋଗ ଲାଗି କରାଯାଇଥିଲା।…

ମାଗଣା ରକ୍ତ ପରୀକ୍ଷା ଶିବିର, ଔଷଧ ବିତରଣ

ଭୁବନ : ଆଜିର ସମାଜରେ ପିତା ,ମାତା ବୃଦ୍ଧ ବୃଦ୍ଧା ହୋଇଗଲେ ପୁଅ ମାନେ ନିର୍ଯ୍ୟାତନା ଦେବା ସହ ଜରାଶ୍ରମରେ ନେଇ ଛାଡି ଦେଉଥିବା ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବା ବେଳେ ଭୁବନରେ ଜନୈକ ପୁଅ ପିତା ମୁରଲୀଧର ଚିନରା ଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକରେ ପିତାଙ୍କ ସ୍ମୃତିରକ୍ଷା ପାଇଁ ମାଗଣା…

ଭୁବନରେ ବେଆଇନ ଜବରଦଖଲ ପ୍ରତି ଅଙ୍କୁଶ ନାହିଁ

ଭୁବନ:  ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ଚଳିତବର୍ଷ ୫୦ ତମବାର୍ଷିକ ଉତ୍ସବ ଅର୍ଥାତ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେଏହି କ୍ଷୁଦ୍ର ସହରଟି ବିଭାଗୀୟ ଅଧିକାରୀ ଙ୍କ ନିଷ୍କ୍ରିୟତା ଯୋଗୁ ମାଷ୍ଟର ପ୍ଲାନ ରୁ ବଂଚିତ ହୋଇଛି । ପର୍ଯ୍ୟାପ୍ତ ସରକାରୀଜାଗା ଜବରଦଖଲକାରୀଙ୍କ କବଳକୁ…

ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

କଙ୍କଡାହାଡ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗଡପଳାଶୁଣି ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନମେଳା ବ୍ଲକ ସ୍ତରୀୟ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦୬ଟି ପ୍ରକଳ୍ପ ଯୋଗଦାନ କରିଥିଲେ…

ମାନିନୀ ସାହୁ ଭୁବନ ଏନଏସି ଉପାଧ୍ୟକ୍ଷା ଭାବେ ନିର୍ବାଚିତ

ଭୁବନ :ସବୁ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ଭୁବନ ଏନଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡର କାଉନସିଲର ମାନିନୀ ସାହୁ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ  ସାହୁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୮ ନମ୍ବର ୱାର୍ଡର କାଉନସିଲର ସସ୍ମିତା…

ବାଜିରାଉତ କଲେଜରେ ଅତ୍ମରକ୍ଷା କୌଶଳ ତାଲିମ ଶିବିର

ଭୁବନ : ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେଛାତ୍ରୀମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହିଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାରବେହେରା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଶିକ୍ଷାର୍ଥୀ (ଟ୍ରେନର) ଭାବେ  ଅମ୍ରିତାସାହୁ ଯୋଗଦେଇ…