Take a fresh look at your lifestyle.

ବାଜିରାଉତ କଲେଜରେ ଅତ୍ମରକ୍ଷା କୌଶଳ ତାଲିମ ଶିବିର

0 18

Get real time updates directly on you device, subscribe now.

ଭୁବନ : ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେଛାତ୍ରୀମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହିଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ କୁମାରବେହେରା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ପ୍ରଶିକ୍ଷାର୍ଥୀ (ଟ୍ରେନର) ଭାବେ  ଅମ୍ରିତାସାହୁ ଯୋଗଦେଇ ଶତାଧିକଛାତ୍ରୀମାନଙ୍କୁ ଜୁଡୋ,କରାଟେ ଇତ୍ୟାଦି ଶିକ୍ଷା ଦେଇଥିଲେ । ଅଧ୍ୟାପକ ପ୍ରଭାତ କୁମାର ଜେନା ,ବରିଷ୍ଠ କିରାଣୀ କୈଳାସ ଚନ୍ଦ୍ର ବେହେରା ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.