Take a fresh look at your lifestyle.
Daily Archives

April 3, 2022

ସହାନୁଭୂତିର ଶିକ୍ଷା ଦେଇଥାଏ ରମଜାନ ର ରୋଜା

କେଡ଼େ ଆନନ୍ଦର ମାସ ଆସିଲା ସାରା ସଂସାର ଆନନ୍ଦେ ହସିଲା, ଅଲ୍ଲାହ୍ ପାଦ ତଳେ ଯା'ର ଭକତି ତା'ର ହୃଦୟ ଆନନ୍ଦେ ନାଚୁଛି। ଆରବୀ ଶବ୍ଦ ରମଜାନ ଯାହାର ଆକ୍ଷରିକ ଅର୍ଥ ହେଲା ଜଳିଯିବା ଅର୍ଥାତ୍ ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ। ଇସଲାମି ହିଜରି କ୍ୟାଲେଣ୍ଡର ଅନୁସାରେ ରମଜାନ…

ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ପାଳନ

ଢେଙ୍କାନାଳ: ଭାରତ ମାତା ସେଵା ଅନୁଷ୍ଠାନ, ଢେଙ୍କାନାଳ ତରଫରୁ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ଦେଉଳସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କାଳ ଗଣନା ଅନୁଯାୟୀ ବ୍ରହ୍ମା ଙ୍କ ଦ୍ଵାରା ସୃଷ୍ଟିର ଆରମ୍ଭ ତିଥି ଚୈତ୍ର ଶୁଳ୍କ ପ୍ରତିପଦାକୁ ହିନ୍ଦୁ…

ନଗରପାଳ ଙ୍କ ଆହାର କେନ୍ଦ୍ର ପରିଦର୍ଶନ

ଭୁବନ : ଭୁବନ ଏନଏସି ର ନୂତନ ନଗରପାଳ ଶୁଭେନ୍ଦୁ ସାହୁ ପବିତ୍ର ଉତ୍କଳ ଦିବସ ଅବସରରେ ନୂଆବଜାରସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ସାଧାରଣ ଲୋକଙ୍କ ସହ ଧାଡିରେ ଛିଡାହୋଇ ଟୋକନ ଦେଇ ୫ ଟଙ୍କିଆ ଆହାର ମିଲ ଖାଇ ସମସ୍ତଙ୍କ ମନ ଜିଣି ନେଇଥିଲେ । ଭୁବନ ଆହାର କେନ୍ଦ୍ର ଟି ଉତ୍କଳ…

ବାଣୀ ସାହିତ୍ୟ ସଂସଦ ତରଫରୁ ଉତ୍କଳ ଦିବସ ପାଳିତ

ଭୁବନ : ଭୁବନର ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ବାଣୀ ସାହିତ୍ୟ ସଂସଦ ତରଫରୁ ୮୭ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ନୂଆ ଭୁବନ ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…