Take a fresh look at your lifestyle.
Daily Archives

April 14, 2022

ନଗରପାଳ ଙ୍କ ପରିମଳ ବ୍ୟବସ୍ଥାର ସମୀକ୍ଷା ବୈଠକ

ଭୁବନ : ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଗତ ମାସ ୩୦ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ କିନ୍ତୁ ପୌରାଧ୍ୟକ୍ଷ ଙ୍କ ପ୍ରକୋଷ୍ଠ କାର୍ଯ୍ୟ ଶେଷ ହୋଇନଥିବାରୁ ଆସନ ଅଧିଗ୍ରହଣ କରିନଥିଲେ । ଗତକାଲି ପୂର୍ବାହ୍ନରେ ପୌରାଧ୍ୟକ୍ଷ ଙ୍କ ଅଫିସ ପ୍ରକୋଷ୍ଠରେ ପୂଜାର୍ଚ୍ଚନା ହୋଇଥିଲା ଓ…

‘ବାଣୀ ସାହିତ୍ୟ ସଂସଦ’ ତରଫରୁ ବିଶୁବ ମିଳନ

ଭୁବନ : ଭୁବନର ସର୍ବପୁରାତନ ତଥା ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ‘ବାଣୀ ସାହିତ୍ୟ ସଂସଦ’ ତରଫରୁ ରଘୁନାଥ ଭବନ ଠାରେ ଆଜି ସଂଧ୍ୟାରେ ବିଶୁବ ମିଳନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ…

ସମରକବି ବ୍ରଜନାଥ ବଡଜେନାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଢେଙ୍କାନାଳ : ଓଡିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସମରକବି ବ୍ରଜନାଥ ବଡଜେନାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଅଛି । ପ୍ରାତଃ ୮ଟାରେ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ତଥା ରାଜପ୍ରାସାଦ ନିକଟସ୍ଥ ଶିଶୁ ଉଦ୍ୟାନରେ ଅବସ୍ଥାପିତ…

ଅନୁଗୁଳ-ଢେଙ୍କାନାଳରୁ ମେମୁ ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ଦାବିପତ୍ର

ଢେଙ୍କାନାଳ: ଅନୁଗୁଳ-ଢେଙ୍କାନାଳରୁ କଟକ ପାଇଁ ମେମୁ ଟ୍ରେନ୍ ଚଳାଚଳ ଉଦେଶ୍ୟରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ ତରଫରୁ ଫୋରମ୍ ର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ଆଇନଜୀଵୀ ସୁରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଯଥା ଫୋରମ୍ ର ସମ୍ପାଦକ ଭରତ କୁମାର ଦାସ,…