Take a fresh look at your lifestyle.
Daily Archives

April 26, 2022

ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ

କୋଣାର୍କ:  ଜୁନ୍ ୨୧ ତାରିଖ ବିଶ୍ୱ ଯୋଗ ଦିବସର ଅବ୍ୟବେହୀତ ପୂର୍ବରୁ ଡାକ ବିଭାଗ ପୁରୀ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ପେଇଁ କାଉଣ୍ଟଡାଉନ ଡେ ଆରମ୍ଭ ହୋଇଛି । ଏହି ଆନ୍ତର୍ଜାତିକ ଯୋଗଦିବକୁ ଆଉ ୫୬ ଦିନ ବାକି ଥିବାବେଳେ ଡାକ ବିଭାଗ ପକ୍ଷରୁ ସୋମବାର ପୂର୍ବାହ୍ନରେ ବିଶ୍ୱ…

ପଞ୍ଚାୟତ ନିର୍ବାଚନ  ପରେ ପ୍ରଥମ କଳାହାଣ୍ଡି ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଭବାନୀପାଟଣା : ଆଜି ସ୍ଥାନୀୟ ଡି ଆର୍ ଡି ଏ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀ ବସନ୍ତ  ପଣ୍ଡା, ଜିଲ୍ଲାପାଳ ଡ଼ ଗାଭାଲି ପରାଗ…

ଅହମ୍ମଦିୟା ମୁସଲିମ ଯୁବ ସଙ୍ଗଠନ ଆନୁକୁଲ୍ୟରେ ଜଳଛତ୍ର

ଢେଙ୍କାନାଳ (ଅନସାର୍ ଅଲୀ ଖାଁ) ସଂପ୍ରତି ଗ୍ରୀଷ୍ମପ୍ରବାହ ବଢ଼ିଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି । ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଘରୁ ପଦାକୁ ବାହାରିବା କଷ୍ଟକର ହେଲାଣି। ଅସହ୍ୟ ରୌଦ୍ରତାପକୁ ଦୃଷ୍ଟିରେ ରଖି ବାଟୋଇଙ୍କ ତୃଷ୍ଣା ନିବାରଣ ପାଇଁ ଓଡ଼ାପଡ଼ା ବ୍ଲକ…

ଅଘୋଷିତ ବିଦ୍ୟୁତ କାଟ ନେଇ ଜନ ଅସନ୍ତୋଷ ବୃଦ୍ଧି

ଭୁବନ : ଭୁବନ ଅଂଚଳରେ ଗତ କିଛି ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ରହୁଥିବା ବେଳେ ଅଗ୍ନିବର୍ଷା ହେଲା ଭଳି ଲାଗୁଛି । ପ୍ରଚଣ୍ଡ ରୌଦ୍ର ତାପ ବେଳକୁ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ରାଜ୍ୟ ସରକାର ଆଦୌ ବିଦ୍ୟୁତ କାଟ ନକରିବାକୁ ବିଦ୍ୟୁତ ବିତରଣ କମ୍ପାନୀ ଙ୍କୁ…