Take a fresh look at your lifestyle.
Daily Archives

February 17, 2022

ଦିଘୀ ରେ ପ୍ରବୋଧ ଓ ମମତା ଙ୍କ ବିଶାଳ ରାଲି , ଜୋରଦାର ପ୍ରଚାର

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଦିଘୀ ପଂଚାୟତରେ ଶାସକ ବିଜୁ ଜନତା ଦଳ ସମର୍ଥôତ ସରପଂଚ ପ୍ରାର୍ଥୀ ପ୍ରବୋଧ ଦାସ ଓ ସମିତିସଭ୍ୟା ପ୍ରାର୍ଥôନୀ ମମତା ମହାନ୍ତି ଙ୍କ ଜୋରଦାର ପ୍ରଚାର ଚାଲିଛି । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରବୋଧ ଦାସ ଚଳିତ ଥର ସରପଂଚ ପ୍ରାର୍ଥୀ ହୋଇଛନ୍ତି । ଏହା…

ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ପ୍ରଚାର କଲେ ଜିଲ୍ଲା ମହିଳା ସମ୍ପାଦିକା

ଭୁବନ : ଭୁବନ ବ୍ଲକର ୧ ଜୋନ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ସମ୍ପାଦିକା ତିଳୋତମା ଚୌଧୁରୀ ପ୍ରଚାର କରିଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥôନୀ ଏହା ପୂର୍ବରୁ ମାର୍ଥାପୁର ପଂଚାୟତ ର ସମିତି ସଭ୍ୟା ଭାବେ ନିର୍ବାଚିତ…