Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ଯୋରନ୍ଦା: ମହିମା ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ଏକ ସମ୍ପାନ “LASER” (ଲେଜର) ସମ୍ଭନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର…

ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ଅନୁଭୂତି ଶୁଣିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ…

ଢ଼େଙ୍କାନାଳ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ବନମାଳିପ୍ରସାଦ ସ୍ଥିତ ଢ଼େଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ବରପଦା ସ୍ଥିତ ସରକାରୀ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ(ଆଇଟିଆଇ)କୁ ପରିଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଥମେ…

ଢେଙ୍କାନାଳ କଲେଜ୍ ପୁରାତନ ଛାତ୍ର ସଂସଦ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଢେଙ୍କାନାଳ ଗସ୍ତ ଅବସରରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆଲ୍ମୁନି ଆସୋସିଏସନ୍ ବା ପୁରାତନ ଛାତ୍ର ସଂସଦ ପକ୍ଷରୁ ମହାବିଦ୍ୟାଳୟ…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତଦାରଖ କଲେ ଧର୍ମେନ୍ଦ୍ର: ବିଶ୍ୱର ଖାଦ୍ୟ ସଙ୍କଟକୁ ଦୂର କରିପାରିବ ଭାରତ

ଢେଙ୍କାନାଳ: କରୋନା ପାଇଁ ମୋଦି ସରକାର ମାଗଣାରେ ଚାଉଳ ପଠାଉଛନ୍ତି । ରାଜ୍ୟର ପ୍ରାୟ ସାଢେ ୩ କୋଟି ଲୋକ ଏହାର ଲାଭ ଉଠାଉଛନ୍ତି । ଏହି ମାଗଣା ଚାଉଳ ଗରିବଙ୍କ ପାଖରେ ସଠିକ୍ ସମୟରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର ବୋଲି ଢେଙ୍କାନାଳ ସଦର ବ୍ଲକ୍ ସପ୍ତଶଯ୍ୟା ପଞ୍ଚାୟତର…

ଭୁବନ ର ପ୍ରସିଦ୍ଧ ଶକ୍ତିପୀଠମା’ ହିଙ୍ଗୁଳା

ମନ୍ଦିରମାଳିନୀ ଦେବଭୂମୀ ଏଇ ଭାରତ । ହଜାର ହଜାର ବର୍ଷ ଧରି ଭାରତୀୟ ସନାତନ ସଂସ୍କୃତି ବିଶ୍ୱର ଜନମାନସ କୁ ଭାବ ଓ ରସଚେତନାରେ ଆକୃଷ୍ଟ କରି ଆସିଛି । ସେହିସୃଷ୍ଟିର ଆଦିଉସô ପ୍ରକୃତି ଓ ପୁରୁଷର ରହସ୍ୟମୟ ସୃଷ୍ଟି । ସେହି ପ୍ରକୃତିକୁ ଆଦିମାତା ରୂପରେ ଆରାଧନା କରିବାକୁ ଯାଇସହସ୍ର ଶକ୍ତିପୀଠ…

ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଲେ ବରିଷ୍ଠ ନାଗରିକ

ଭୁବନ : ଭୁବନ ଏନଏସିରେ ୨୦୧୮ ପରଠାରୁ ଦୀର୍ଘ ସାଢେ ୩ ବର୍ଷ ହେଲା  ନିର୍ବାଚିତ କାଉନସିଲ ନଥିବା କାରଣରୁ ଅନେକ ସମସ୍ୟା ଉପୁଜିଛି । ସହରର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଭୁବନର ବରିଷ୍ଠ ନାଗରିକ ସଂଘ ଅଣ୍ଟା ଭିଡି ଆଗକୁ ବାହାରିଛି । ଏଥର ନିମନ୍ତେ ସଂଘ କାର୍ଯ୍ୟାଳୟ ପରିସରରେ ଏକ…

ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଆପ୍ ର ଆନ୍ଦୋଳନ ପ୍ରସ୍ତୁତି

ଢେଙ୍କାନାଳ : ଆମ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଏକ ପ୍ରସ୍ତୁତି ସଭା ଏବଂ ସାମ୍ବାଦିକ ସମ୍ମିଳନୀ କଚେରୀ ରୋଡ଼ ସ୍ଥିତ କାର୍ଯ୍ୟାଳୟ ଠାରେ  ଆୟୋଜନ ହୋଇଥିଲା l ସଭା ପ୍ରାରମ୍ଭରେ ଜିଲ୍ଲା ଆବାହକ ଶ୍ରୀ…

ଜଳଛତ୍ରର ଶୁଭ ଉଦଘାଟନ

ଢେଙ୍କାନାଳ:  ଢେଙ୍କାନାଳ ସହର  ସାଇ ସତସଙ୍ଗ ସେବା ଟ୍ରଷ୍ଟ ରୋଦ୍ରତାପ ରୁ ସାମାନ୍ୟ ଆଶ୍ବସ୍ତି ପାଇବାପାଇଁ ଏକ ଜଳଛତ୍ର ଖୋଲିଛନ୍ତି । ଏହାକୁ ଆଜି ପୌର ଅଧକ୍ଷ ଜୟନ୍ତୀ ପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ଶୁଭ ଉଦଘାଟନ କରିଥିଲେ । ଏଥିରେ ଦହିସର୍ବତ ଓ ସାଧା ପାଣି ପ୍ରତିଦିନ…

ଭୁବନ ରେ ଶ୍ରୀରାମ ନବମୀ ପାଳିତ: ଜୟ ଶ୍ରରାମ ନାରାବାଜିରେ ସହର କମ୍ପିଲା

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ଥିବା ଶ୍ରୀରାମମନ୍ଦିରରେ ମର୍ଯ୍ୟଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ନବମୀ ପୂଜା ଆଡମ୍ବର ଭାବେ ପାଳିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣ ଯେଗୁ ଦୀର୍ଘ ୨ ବର୍ଷ ହେଲା ନିରାଡମ୍ବର ଭାବେ ପୂଜାହେଉଥିବାବେଳେ ଚଳିତଥର ଅତ୍ୟନ୍ତ ଶ୍ରଦ୍ଧାଭକ୍ତି ଓ…

ଦୁର୍ଗାପ୍ରସାଦ ପରେ ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବୀ ଉଠିଲା

ଢେଙ୍କାନାଳ : ଢେଙ୍କାନାଳ ସଦର ତହସିଲ ବେଲଟିକିରି ରାଜସ୍ୱ ସର୍କଲ ଅଧିନରେ ଥିବା ଦୁର୍ଗାପ୍ରସାଦ ଗ୍ରାମ ପରେ ଏବେ ଛଣବୋଲୁଅ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ନେଇ ଗ୍ରାମାବାସୀ ମାନେ ଜିଲାପାଳଙ୍କ ନିକଟରେ ଦାବୀ ଉଠାଇଛନ୍ତି । ଛଅବୋଲୁଅ ଗ୍ରାମଟି ଏକ ପଡା ଗ୍ରାମ ହୋଇଥିବା ବେଳେ…