ସଘନ ପଦ୍ଧତି ରେ କମ ବିହନ ଓ କମ ଖର୍ଚ୍ଚ ରେ ଚାଷୀ ଅଧିକ ମାଣ୍ଡିଆ ଅମଳ କରି ପାରିବେ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟର ସଭାଗୃହ ଠାରେ ଗତ ଗୁରୁବାର ପୁର୍ବାହ୍ନରେ ସଘନ ପଦ୍ଧତି ରେ ମାଣ୍ଡିଆ ଚାଷ ସମ୍ପର୍କିତ ଏକ ଦୁଇଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛ।
ଓଡ଼ିଶା ମିଲେଟ୍ ମିଶନ ଏବଂ…