ପେଟ୍ରୋଲ ପମ୍ପରେ ଠକେଇ ଉପଜିଲ୍ଲାପାଳ ଙ୍କ ନିକଟରେ ଫେରାଦ ହେଲେ ଦୀପକ
ଢେଙ୍କାନାଳ (ଜ୍ଞାନରଞ୍ଜନ ଶତପଥି ) : ଢେଙ୍କାନାଳ ସହରର ସିମିଳିଆ ଓଭରବ୍ରିଜ ରାମେଶ୍ୱରପୁର ପେଟ୍ରୋଲ ପମ୍ପ ନାଁରେ ଠକେଇ ଅଭିଯୋଗଆଣିଛନ୍ତି ଗ୍ରାହକ ଦୀପକ ରଞ୍ଜନ ମିଶ୍ର । ଠକେଇ ଘଟଣାକୁ 4 ଦିନ ବିତି ଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଦୀପକ ଉପ ଜିଲାପାଳ ବିବୁଧ ଗଡ଼ନାୟକ ଙ୍କୁ…