Take a fresh look at your lifestyle.

ଘରେ ପଶି ବାପା-ଝିଅଙ୍କୁ ଅସଦାଚରଣ ଅଭିଯୋଗ : ଝରକା, ଚେୟାର ସହ ଭାଙ୍ଗିଲେ ଆସବାବପତ୍ର, ଆତଙ୍କ ସୃଷ୍ଟି କରିବା ପରେ…

ଭୁବନ(ପୂର୍ଣଚନ୍ଦ୍ର ସାହୁ):ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଜଣେ ଯୁବକଙ୍କ ଉତ୍ପାତକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ଘରେ ପଶି ପରିବାରର ମହିଳା ଓ ଝିଅଙ୍କ ସହ ଅସଦାଚରଣ କରିବା, ଘରର ଝରକା, ଚେୟାର ସମେତ ଆସବାବପତ୍ର ଭାଙ୍ଗିବା, ମହିଳାଙ୍କୁ ମାଡ଼ ମାରିବା ଓ…

ମିଳିତ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ

ଢେଙ୍କାନାଳ: ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ୱାଧୀନ ଫେଡେରେସନ୍ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ଢେଙ୍କାନାଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଟାଉନ୍‌ହଲ୍‌ଠାରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ୍‌ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ

ଢେଙ୍କାନାଳ : ଦେଶପ୍ରେମ, ଜାତୀୟ ଏକତା ଓ ଜାତୀୟ ପତାକା ତ୍ରିରଙ୍ଗା ପ୍ରତି ଗର୍ବର ଭାବନାରେ ସୋମବାର ଉତ୍ସବମୁଖର ହୋଇଉଠିଥିଲା ଢେଙ୍କାନାଳ ସହର। ‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ଶତାଧିକ…

ଇଫୁନା ଓ ଉଫୁନା ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

ଢେଙ୍କାନାଳ : ସ୍ଥାନୀୟ ଉଫୁନା କାର୍ଯ୍ୟାଳୟ ପରିସରରେ ରବିବାର ପୂର୍ବାହ୍ନ ୮ଟା ସମୟରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ସ ଆସୋସିଏସନ୍ (ଇଫୁନା) ଓ ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ସ ଆସୋସିଏସନ୍ (ଉଫୁନା) ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି…

ଖାଲ ପାଣିରେ ପଡ଼ି ବାଳକ ମୃତ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ନଡ଼ିଆଳୀ ପଞ୍ଚାୟତ ଅନ୍ତର୍ଗତ ରେଗେଡ଼ା ଗ୍ରାମରେ ଖାଲ ପାଣିରେ ପଡ଼ି ଜଣେ ୮ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ସୁଶାନ୍ତ ଦେହୁରୀଙ୍କ ପୁଅ ଆଦିତ୍ୟ ଦେହୁରୀ (୮)। ସୂଚନା ଅନୁଯାୟୀ, ଆଦିତ୍ୟ ଗ୍ରାମ ନିକଟସ୍ଥ ବିଲକୁ ଯାଇଥିବାବେଳେ କୌଣସି…

ନବାଗତଙ୍କୁ ସ୍ୱାଗତ କଲା ଆଇଆଇଏମ୍‌ସି

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ର ୨୦୨୬-୨୭ ଶିକ୍ଷାବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ୬ ଓ ୭ ତାରିଖରେ ଆୟୋଜିତ ଦୁଇଦିନିଆ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି। ଏଥିରେ ଗଣମାଧ୍ୟମ, କର୍ପୋରେଟ୍‌ ଓ ପ୍ରଶାସନିକ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ପୁଣ୍ୟତିଥି ଅବସରରେ ସମାଜ ପକ୍ଷରୁ ରକ୍ତଦାନ ଶିବିର

 ଢେଙ୍କାନାଳ: ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ମହାନ ଦେଶଭକ୍ତ, ସେବକ ଶିରୋମଣି ଦୈନିକ ସମାଜ ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ପୁଣ୍ୟତିଥି ଅବସରରେ ରାଜ୍ୟ ର ପ୍ରମୁଖ ଦୈନିକ ଖବରକାଗଜ 'ସମାଜ' ପକ୍ଷରୁ ମହିମା ମହାବିଦ୍ୟାଳୟ, ଯୋରନ୍ଦା ପରିସରରେ ଆଜି…

ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ: ଶାନ୍ତିଶୃଙ୍ଖଳା ଓ ଭାଇଚାରା ବଜାୟ ରଖିବାକୁ ଗୁରୁତ୍ୱ

ଢେଙ୍କାନାଳ: ଆସନ୍ତା ଗଣେଶ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ପାଳନ ନିମନ୍ତେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍‌ଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ପୂଜା ପାଇଁ ଜୋରଜବରଦସ୍ତ ଚାନ୍ଦା ଆଦାୟ ନ କରିବା ସହ ନିଶା ସେବନରୁ…

ବାଜି ରାଉତ ସ୍ମାରକ ଡାକ ଟିକେଟ ଦାବି ଲୋକସଭାରେ ପ୍ରସଙ୍ଗ ଉଠାଇଲେ ରୁଦ୍ର ପାଣି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଅମର ଶହୀଦ ବାଜି ରାଉତଙ୍କ ଶତତମ ଜନ୍ମଜୟନ୍ତୀ ଅବସରରେ ସ୍ମାରକ ଡାକ ଟିକେଟ ପ୍ରକାଶ କରିବା ଦାବି ଲୋକସଭାରେ ଉଠିଛି। ଶୁକ୍ରବାର ନିୟମ-୩୭୭ ଅନୁଯାୟୀ ଭାଜପା ସାଂସଦ ରୁଦ୍ର ନାରାୟଣ ପାଣି ଏହି ପ୍ରସଙ୍ଗ ଉଠାଇଥିଲେ। ସାଂସଦ ପାଣି କହିଥିଲେ, ୧୯୨୬ ଅକ୍ଟୋବର…

ଅଣନିଶ୍ୱାସୀ ହୋଇ ୬ ଛାତ୍ରୀ ଅସୁସ୍ଥ

ଗଁଦିଆ : ଗଁଦିଆ ବିଜ୍ଞାପିତ ଅଞ୍ଚଳ ପରିଷଦସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶ୍ରେଣୀଗୃହରେ ଅତ୍ୟଧିକ ଛାତ୍ରଛାତ୍ରୀ ବସିବା ଯୋଗୁଁ ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯିବା…