ବୁଲା ଗାଈ ଓ ଷଣ୍ଢ ଙ୍କ ଉପଦ୍ରବ ରେ ସାଧାରଣ ନାଗରିକ ହନ୍ତସନ୍ତ
ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ବସ୍ ଷ୍ଟାଣ୍ଡରେ ମାଳ ମାଳ ଗାଈ ବଳଦ ଓ ଷଣ୍ଢ ଉପଦ୍ରବ କରୁଛନ୍ତି। ଲୋକେ କ୍ଷୀର ପାଇଁ ଘରେ ଗାଈ ପାଳୁଛନ୍ତି ହେଲେ ଗାଈ କ୍ଷୀର ଦେବା ବନ୍ଦ କରିଦେଲେ ଗାଈ ବେକରୁ ପଘା ଖୋଲି ଦେଉଛନ୍ତି । ସେଥିପାଇଁ ବିଭିନ୍ନ ସ୍ଥାନରେ ଓ ରାସ୍ତା…