ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘‘ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା’’
ଢେଙ୍କାନାଳ ସଦର : ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଓଡିଶା ସରକାରଙ୍କର କାର୍ଯ୍ୟକ୍ରମ ‘‘ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା’ ଅନୁଯାୟୀ ବଂଟନ କରାଯାଇଥିବା ହାଉସ୍ ଡ୍ରେସ୍ ପରିଧାନ କରିଥିଲେ । ଛାତ୍ରଛାତ୍ରୀମାନେ ୪ଟି…