Take a fresh look at your lifestyle.

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା କନଭେନସନ୍ଆରମ୍ଭ।।

ଭୁବନେଶ୍ୱର:ଗଣତାନ୍ତ୍ରିକଅଧିକାରସୁରକ୍ଷାପାଇଁଭୁବନେଶ୍ବରରଲୋହିଆଏକାଡେମୀପରିସରରେଦୁଇଦିନିଆରାଜ୍ୟସ୍ତରୀୟକନଭେନସନ୍ଆଜିଠାରୁଆରମ୍ଭହୋଇଛି।ଏହା ଆସନ୍ତା ୧୭ ଅଗଷ୍ଟ ଅପରାହ୍ନ ପର୍ଯ୍ୟନ୍ତ ଚାଲିବ ଏହି କନଭେନସନ୍ରେ ବିଭିନ୍ନ ଜନ…

ଜିଲ୍ଲା କଂଗ୍ରେସ ର ୧୮ ଅଗଷ୍ଟ ବ୍ଲକ୍ ଘେରାଉ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ: ଅଦ୍ୟ  ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସଭାପତି  ସରୋଜ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଗାନ୍ଧୀ ମନ୍ଦିରସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଦେଶ କଂଗ୍ରେସ ଉପ-ସଭାପତି ବିଶ୍ୱରଂଜନ ଦାସ, ସାଧାରଣ…

ବଣସିଂହ ରେ ସମାଜ ପକ୍ଷ ରୁ ଚାରl ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ

ଢେଙ୍କାନାଳ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୫ ତମ ଶ୍ରାଦ୍ଧ ଉପଲକ୍ଷେ ୭୭ ତମ ସ୍ବାଧିନତା ଦିବସ ଅବସରରେ ସଦର ବ୍ଲକ ବଣସିଂହ ଠାରେ ସମାଜ ପକ୍ଷ ରୁ ଚାରl ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ବାଇଁ…

ଇଡିଅଟ ପକ୍ଷ ରୁ ୭୭ ତମ ସ୍ଵାଧୀନତା ଦିବସ ପାଳିତ

 ଢେ଼ଙ୍କାନାଳ: ଢେ଼ଙ୍କାନାଳ ସଦର ଅନ୍ତର୍ଗତ ବଣସିଂହ ସ୍ଥିତ ସ୍ଵଚ୍ଛାସେବି ସଂସ୍ଥା ଇଡିଅଟ ପକ୍ଷରୁ ୭୭ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ବରିଷ୍ଠ କୃଷି ବୈଜ୍ଞାନିକ ତଥା ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତକା…

ପିଙ୍ଗୁଆ ଡିଗ୍ରୀ କଲେଜର ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ

 ଢେଙ୍କାନାଳ:  ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଭାରତବର୍ଷର ୭୫ତମ ଆଜାଦ କି ଅମୃତ ମହୋତ୍ସବ ପାଳନ ଉପଲକ୍ଷେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭଗବାନ ମିଶ୍ର ଉକ୍ତ…

ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କୁ ବିରୋଧ କରି ଜିଲପାଳ ଙ୍କ ନିକଟରେ ଅଭିଯୋଗ

ଢେଙ୍କାନାଳ : ସଦର  ୫୫ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ରେ ଗୁଣଦେଇ ଗ୍ରାମ ପଞ୍ଚାୟତ ସରହଦରେ ଏକ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କୁ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି`I ଫଳରେ ୨୦୨୦ ମସିହାରୁ ରୁ ଆଜି ସୁଦ୍ଧା ନିର୍ମାଣ କାମ ସ୍ଥଗିତ ରହିଛି । ୫୫ନଂ ଜାତୀୟ ରାଜପଥର ଗଇଲୋ…

ଶିକ୍ଷକ ପଦବୀ ପୂରଣ ପାଇଁ ଜିଲାପାଳଙ୍କ ନିକଟରେ ଗୁହାରୀ

ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଗ୍ରାମ ପଞ୍ଚାୟତ ବଡନାଗେନାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ବିଦ୍ୟାଳୟରେ ୮ ଟିଶ୍ରେଣୀ ପାଇଁ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଫଳରେ ୪ ଜର ଶିକ୍ଷକ ୮…

୭୭ତମ ସ୍ବାଧୀନତା ଦିବସ ଉପଲକ୍ଷେ ଗଣଦୌଡ ଅନୁଷ୍ଠିତ।

ଢେଙ୍କାନାଳ : ଆଜି ସକାଳ ୬ ଘଟିକା ସମୟରେ ୭୭ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ଢେଙ୍କାନାଳ ବନଖଣ୍ଡ ବିଭାଗ ସୈଜନ୍ୟ ପୋଲିସ ପ୍ରଶାସନ ସହଯୋଗରେ ଏକ ଗଣଦୌଡ ଅନୁଷ୍ଠିତ ହୋଇଅଛି। ଢେଙ୍କାନାଳ ମିନି ଷ୍ଟାଡିୟମ ଠାରୁ ଏହି ଗଣଦୌଡ ଆରମ୍ଭ ହୋଇଥିଲା। ପଞ୍ଚ କିଲୋମିଟର ବ୍ୟାପୀ ଏହି ଗଣଦୌଡ ରେ ୧୨୩…

ଔଷଧ ବ୍ୟବସାୟୀଙ୍କ ଅକାଳ ବିୟୋଗ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ତାରିଣୀ ବଜାରର ଜଣାଶୁଣା ଔଷଧ ବ୍ୟବସାୟୀ ଅମର ପ୍ରସାଦ ଶତପଥୀ ଓରଫ ବୁବୁଲି (୫୮) ଙ୍କ ଆଜି ପରଲୋକ ହୋଇଯାଇଛି । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ଗତ ଏକ ମାସ ହେଲା ପୀଡିତ ଥିଲେ । ସେ ଜଣେ ଶାନ୍ତ ସରଳ ଓ ପରୋପକାରୀ…

ଉଫୁନା ପକ୍ଷରୁ ଯୁବ ଦିବସ ପାଳିତ

ଢେଙ୍କାନାଳ: ଉଫୁନା ପକ୍ଷରୁ ବିଶ୍ୱ ଯୁବ ଦିବସ ନୂଆ ଢଙ୍ଗରେ ପାଳିତ ହୋଇଯାଇଛି । ଏଥିରେ ଉଫୁନାର ସର୍ବଭାରତୀୟ ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ବରିଷ୍ଠ ନାଗରିକମାନେ ଅଭ୍ୟାସ ବଦଳରେ ଯୁବ ସୁଲଭତା ଅନୁଭବ କରିଥାନ୍ତି । ସାଧାରଣତଃ ଆମ ଦେଶରେ ସଂଖ୍ୟାଧିକ…