ଜିଲାର ୬ କଳାକାର ଦଳଙ୍କୁ ୬୦ ହଜାର ଟଙ୍କା ସହାୟତା
ଢେଙ୍କାନାଳ : ରାଜନୀତି ଜୁଆଡେ ଯାଉଛି ଯାଉ । କିନ୍ତୁ ସାଧାରଣ ଲୋକଟିଏ ତା'ର ଜୀବନଜୀବିକା ପାଇଁ ଅନେକ ସମୟରେ ବାରଦୁଆର ଶୁଣ୍ଢିପିଣ୍ଡା ହୋଇଥାଏ ।
୫-ଟି ସଚିବ ଭି.କେ. ପାଣ୍ଡିଆନ୍ଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ ସମୟରେ ହିନେ୍ଦାଳ ବ୍ଲକ୍ର ୩ଟି, ପରଜଙ୍ଗ ବ୍ଲକ୍ର ୨ଟି ଓ ଓଡାପଡା ବ୍ଲକ୍ର ୧ଟି…