ରାଧାଦେଇପୁରକୁ ହରାଇ ସିମିଳିଆ ଫାଇନାଲରେ
ଢେଙ୍କାନାଳ :ସଦର ବ୍ଲକ ରାଧାଦେଇପୁର ଗ୍ରାମରେ 31 ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ଖେଳରେ ସିମିଳିଆ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି | ନିର୍ଦ୍ଧାରିତ 20 ଓଭରରେ ସିମିଳିଆ ଦଳ ମୁସ୍ତାକଙ୍କ 65 ରନ ସହାୟତାରେ 198 ରନ ସଂଗ୍ରହ କରିଥିଲା।
…