ଶିକ୍ଷକ ହେଉଛନ୍ତି ସମାଜର ମାର୍ଗଦର୍ଶକ
ଢେଙ୍କାନାଳ : ପୁରୁଣା ଜିଲା ପରିଷଦ ସଭା ଗୃହରେ ଢେଙ୍କାନାଳ ପ୍ରାରମ୍ଭିକ ନିଯୁକ୍ତି, ଚୁକ୍ତିଭିତିକ ତଥା ନୂତନ ପେନ୍ସନ୍ ଯୋଜନା ଭୁକ୍ତ ଶିକ୍ଷକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ ଉତ୍ସବ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ଆଏଚଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ…