Take a fresh look at your lifestyle.

୧୨ତମ ପ୍ରିୟବ୍ରତ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଘାଟନ

ଢେଙ୍କାନାଳ : ଦେଓଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ମହୁଲଖୋଳି ରଙ୍ଗମାଟିଆ ଷ୍ଟାଡିୟମ୍ର ୧୨ତମ ପ୍ରିୟବ୍ରତ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଘାଟତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଧାରାଣୀ ବେହେରା, ସମ୍ମାନିତ ଅତିଥି ଭାବେ ଅଭିରାମ ବେହେରା, ହେମନ୍ତ ଗୋଚ୍ଛାୟତ, ପ୍ରଭାତ…

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ

କାମାକ୍ଷାନଗର : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଇଚ୍ଛାବତୀପୁର ରେ ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋକୁଳ ବିହାରୀ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ସିବିଆଇ ବିଚାରପତି ଭିକାରି ଚରଣ ରାଉତ ଯୋଗଦାନ କରିଥିଲେ । ଶ୍ରୀ ରାଉତ…

ରଚନା ଓ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳ: ସ୍ଥାନୀୟ ଗନ୍ଦିଆ ବ୍ଲକ ଅନ୍ତର୍ଗତ ଚିରୁଳେଇ ସ୍ଥିତ ରଘୁନାଥଜିଉ ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର ଦିବସ ପାଳିତ ହୋଇଯାଇଛି l ଏହି ଆୟୋଜିତ କାର୍ଯ୍ୟକ୍ରମ ଅବସର ରେ ରଚନା ଓ ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ତୃତୀୟ ଦିନରେ ୧୯୨୯ ନାମାଙ୍କନପତ୍ର ଦାଖଲ

ଢେଙ୍କାନାଳ : ପ୍ରଥମ ଦୁଇଦିନ ଅପେକ୍ଷା ତୃତୀୟ ଦିନରେ ୧୯୨୯ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପଦବୀ ପାଇଁ ୧୨୪୫ଜଣ, ପଞ୍ଚାୟତ ପଦବୀ ପାଇଁ ୩୫୪ଜଣ, ପଞ୍ଚାୟତ ସମିତି ସଭ୍ୟ ପଦବୀ ପାଇଁ ୨୯୯ଜଣ ଏବଂ ଜିଲା ପରିଷଦ ସଦସ୍ୟ ପାଇଁ ୨୧ଜଣ ପ୍ରାର୍ଥୀ…

ବ୍ଲକ ଉପାଧ୍ୟକ୍ଷl  ସୁଭଦ୍ରା ପାତ୍ର ଜିଲ୍ଲାପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

ଭୁବନ : ମlର୍ଥlପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ର ଭୁବନ ବ୍ଲକ ଉପାଧ୍ୟକ୍ଷl ସୁଭଦ୍ରା ପାତ୍ର ଭୁବନ ବ୍ଲକର ଜୋନ -୦୧ ପାଇଁ ଜିଲ୍ଲାପରିଷଦ ପ୍ରାର୍ଥୀନି ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କୋଭିଡ କଟକଣା ପାଳନ ସହିତ ପ୍ରସ୍ତlବକ ମୀନତୀ ମିଶ୍ର ଓ ସମର୍ଥକ ସଞ୍ଜୟ…

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସିପ୍ରା ବରାଳ ସମିତିସଭ୍ୟ ପ୍ରାର୍ଥୀ ହେଲେ

ଭୁବନ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ର ଆଜି ତୃତୀୟ ଦିବସରେ ସମୁଦାୟ ୨୮ ଜଣ ସମିତିସଭ୍ୟ , ୨୫ ଜଣ ସରପଂଚ ଓ ୧୭୯ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ପତ୍ନୀ  ତଥା ପୂର୍ବତନ ଜିଲ୍ଲା…

ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ଦିନରେ ୬୮୬ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

ଢେଙ୍କାନାଳ  : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ଦ୍ୱିତୀୟ ଦିନର ପ୍ରାର୍ଥୀପତ୍ର ଦାଖଲରେ ୬୮୬ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପଦବୀ ପାଇଁ ୫୬୫ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ…

୯ ଶିଶୁ ଶ୍ରମିକ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହାଉସିଂ ବୋର୍ଡ କଲୋନୀ ଏବଂ ଗୋପାଳ ସାଗର ଅଞ୍ଚଳରେ ଚଢାଉ କରାଯାଇ ୯ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶିଶୁ ଶ୍ରମିକ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ନେଇ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିଦେ୍ର୍ଦଶରେ ଏକ ଟିମ ଗଠନ କରାଯାଇଥିଲା ।…

ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ମହିଳା ସଂପାଦିକା ସଂଯୁକ୍ତା ହୋତା

ଢେଙ୍କାନାଳ : ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଜିଲା ମହିଳା ଶାଖା ସଂପାଦିକା ସଂଯୁକ୍ତା ହୋତା ଭାରତୀୟ ଜନତା ପାର୍ଟିରେ ମଙ୍ଗଳବାର ଯୋଗଦାନ କରିଛନ୍ତି । ଯୋଗଦାନ ପୂର୍ବରୁ ଶ୍ରୀମତୀ ହୋତା ନିଜର ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକ ଏବଂ ଜିଲା ସଭାପତି ପ୍ରଫୁଲ୍ଲ ମଲ୍ଲିକଙ୍କ ନିକଟକୁ…

ଆର ପାରିରେ ଜିତୁ ବାବୁ

ଢେଙ୍କାନାଳ: ସହରର ବିଶିଷ୍ଟ ବ୍ୟବସାୟୀ, ସୂର୍ଯ୍ୟ ହୋଟେଲ ଓ ମଣ୍ଡପ ର ମାଲିକ, ମିନlବଜାର ପୂଜା କମିଟି ର ପୂର୍ବତନ ସଭାପତି , ନଟରାଜ ସଙ୍ଗୀତ ମହାବଦ୍ୟାଳୟର ଉପଦେଷ୍ଟା ଜିତେନ୍ଦ୍ର ପଟ୍ଟନାୟକ ( ଜିତୁ ବାବୁ ) ଗତ ରାତ୍ର ୧.୩୦ମି, ସମୟରେ ଇହଧାମ ପରିତ୍ୟାଗ କରି ଚାଲିଗଲେ l ତାଙ୍କ ଶରୀର…