Take a fresh look at your lifestyle.
Browsing Category

ପ୍ରମୁଖ ଖବର

ରିଜିଓନାଲ୍ ୟୁଥ୍ ଅର୍ଗାନାଇଜେସନ୍ ତରଫରୁ ଶ୍ରୀରାମଲୀଳା ମହୋତ୍ସବ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଲେଖକ ସଂସଦ ଠାରେ ରିଜିଓନାଲ୍ ୟୁଥ୍ ଅର୍ଗାନାଇଜେସନ୍,  ତରଫରୁ ଦ୍ୱିତୀୟ ଶ୍ରୀରାମଲୀଳା ମହୋତ୍ସବ ପାଳିତ ହୋଇଯାଇଅଛି । ଏହାର ନିଦେ୍ର୍ଦଶିକା ଆଡଭୋକେଟ୍ ନିରୁପମା ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶ୍ରୀଶ୍ରୀ ରଘୁନାଥଜୀଉ ରାମଲିଳା ନାଟ୍ୟସଂଘ, ରତ୍ନପୁର,…

ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଆହତ

ଗଁଦିଆ : ଗଁଦିଆ ଅଂଚଳରେ ଗତକାଲି ଓ ଆଜି ହାତୀ ଆକ୍ରମଣରେ ଜଣକର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲ ରେ ଚିକିତ୍ସାଧୀନ ଥିବାର ଜଣାଯାଇଛି | ମୃତକ ହେଉଛନ୍ତି ବଣିଆପଡା ଗାଁ ରା ରଘୁନାଥ ବାରିକ  ଜଣାପଡିଛି | ଆଉଗୋଟିଏ ଘଟଣା ରେ ଦନ୍ତା ହାତୀ ଦଳି ଦେବାରୁ ଜଣେ…

ସାଇକୃପା କଲେଜ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୁଲିସ ବିଫଳ !

ଢେଙ୍କାନାଳ, (ଦୀପକ ରଞ୍ଜନ ମିଶ୍ର): ଜିଲ୍ଲାରେ କରୋନା ବିସ୍ଫୋରଣ ହୋଇଥିବା ସାଇକୃପା କଲେଜର ମାଲିକ ଏବଂ ଅଧ୍ୟକ୍ଷଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ୍ ବସିଛି । କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ତିନି ଦିନ ହେବ ଉଭୟଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି…

ଆନ୍ଧ୍ରପ୍ରଦେଶ ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗକୁ ଗ୍ରହଣ କଲେ ଜାତୀୟ ମାନବାଧିକାର କମିଶନର

ଢେଙ୍କାନାଳ : କୋଟିଆ ପ୍ରସଙ୍ଗ ରେ ଆନ୍ଧ୍ର ପ୍ରଦେଶ ମନ୍ତ୍ରୀ ଅପାଳୁ ରାଜୁ ଓଡିଶା ସୀମାରେ ପଶି ଗଙ୍ଗାବାଡ ପଂଚାୟତର ଅଙ୍ଗନୱାଡିକୁ ଧ୍ୱଂସ କରିବା ଓ କାର୍ଯ୍ୟରତ ଓଡିଆ ଅଧିକାରୀଙ୍କୁ ହତ୍ୟା ଧମକ ଦେବା କାର୍ଯ୍ୟରେ ବାଧା ଦେବା ଓ ଅସାମ୍ବିଧାନିକ ଓ ଅଗଣତନ୍ତ୍ର ଉପାୟରେ କିଛି ଲୋକଙ୍କ ସହିତ ଓଡିଶା…

୧୧ ଦଫା ଦାବୀରେ ଡ୍ରାଇଭର ସଙ୍ଘର ବୈଠକ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ସମିନଇ ପଞ୍ଚାୟତ ସିମିନଇ ଯାତ୍ରା ପଡିଆଠାରେ ଓଡିଶା ଡ୍ରାଇଭର ମହାସଙ୍ଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡ୍ରାଇଭର ମାନଙ୍କର ବିଭିନ୍ନ ସମସ୍ୟ ସମ୍ପର୍କରେ ଆଲୋଚନା କରାଯିବା ସହିତ ୧୧ ଦଫା ଦାବୀ ସମ୍ପର୍କରେ…

କାମାକ୍ଷାନଗରରେ ଜିଲାପାଳଙ୍କ କରୋନା ସମୀକ୍ଷା ବୈଠକ

ଢେଙ୍କାନାଳ :ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ କାମାକ୍ଷାନଗର ଗସ୍ତ କରିବା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ କରୋନା ସମ୍ପର୍କରେସମୀକ୍ଷା କରିଥିବାର ଜଣାପଡିଛି । କରୋନା ଭୁତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ସରକାରଙ୍କର ସମସ୍ତ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରିବା ପାଇଁ…

ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ଢେଙ୍କାନାଳ : ସ୍ଥାନୀୟ ବାପୁଜୀ ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ଶୁକ୍ରବାର ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଏବିଇଓ ଅଦୈତ୍ୟ କୁମାର ସାମଲ ଓ ଦେବବ୍ରତ ନାଥଙ୍କ ତତ୍ୱାବଧାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କର ଏକ ସଚେତନତା ଶୋଭାଯାତ୍ରାକୁ ସଦର ବି.ଇ.ଓ.…

କରୋନ ବାହାରିବା ପରେ ଚେତିଲା ପ୍ରଶାସନ

ଢେଙ୍କାନାଳ(ଦୀପକ ରଞ୍ଜନ ମିଶ୍ର):ଢେଙ୍କାନାଳର ପୌରାଞ୍ଚଳ ଦୁଇ ନମ୍ବର କୁଞ୍ଜକାନ୍ତରେ  ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟରେ ତିନି ଦିନରେ ୫୬ ଜଣ ଛାତ୍ରଛାତ୍ରୀ କରୋନା ପଜେଟିଭ୍ ବାହାରିବା ପରେ କିଭଳି ସହରରେ କରୋନା ସଙ୍କ୍ରମଣ କମ୍ ହେବେ ସଚେତନତା ସହ ମାସ୍କ ଯାଞ୍ଚ କରିଛନ୍ତି ଜିଲା…

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ପରଲୋକ

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ପରଲୋକ ହୋଇଛି । ରବିବାରରେ ବିନୋଦ ଦୁଆଙ୍କର ଅନ୍ତିମ ସଂସ୍କାର ଲୋଧି ଶ୍ମଶାନରେ କରାଯିବ ।  ଦୀର୍ଘ ସମୟ ଧରି ସେ ଅସୁସ୍ଥ ଥିଲେ । ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା। ବିନୋଦ ଦୁଆଙ୍କର ଝିଅ ମଲିକା ଦୁଆ ନିଜ ଇନଷ୍ଟା ପୋଷ୍ଟରେ…

ପଦ୍ମଶ୍ରୀ  ନନ୍ଦ କିଶୋର ପୃଷ୍ଟି ଙ୍କୁ “ସମ୍” ହସ୍ପିଟାଲକୁ ସ୍ଥାନାନ୍ତର

ଡୁବୁରୀ :  ପଦ୍ମଶ୍ରୀ  ନନ୍ଦ କିଶୋର ପୃଷ୍ଟି ଙ୍କୁ ଚିକିତ୍ସା ପାଇଁ “ସମ୍” ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତ ୩୦ ତାରିଖରେ ଅସୁସ୍ଥ ହେବା ପରେ  ତାଙ୍କୁ ପ୍ରଥମେ ଯାଜପୁର ରୋଡ ଏରିଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି  କରାଯାଇଥିଲା।  ତେବେ ତାଙ୍କର କୋଭିଡ ପଜିଟିଭ୍ ଚିହ୍ନଟ ହେବା…