Take a fresh look at your lifestyle.
Browsing Category

ପ୍ରମୁଖ ଖବର

୨ଲକ୍ଷ ଟଙ୍କାର ଚୋରା ମଦ ସହ କାର ଜବତ, ୪ଗିରଫ

ଧାମନଗର: ଧାମନଗର ବ୍ଲକ ଅଂଚଳରେ ଦିନକୁ ଦିନ ନିଶା କାରବାର ସହ ମଦ ବେପାର ବୃଦ୍ଧି ପାଉଥିବାବେଳେ ଧାମନଗର ଠାରେ ଥିବା ଅବକାରୀ ବିଭାଗ ଥାନା ଏଥିରେ କୌଣସି ପଦକ୍ଷେପ ନେଉନାହିଁ ବରଂ ମଦବେପାରୀଙ୍କ ଠାରୁ ମାସିକିଆ ବଟିନେଇ ଚୁପ୍ ଚାପ ବସିଯାଉଛି । ହେଲେ ଏହି ଚୋରା ମଦ କାରବାରକୁ ପୋଲିସ ଅଧିକାଂଶ…

ଦୀଘା ସମୁଦ୍ର କୂଳରେ ମଠକରଗୋଳା ସ୍କାଉଟ, ଗାଇଡ ବିଦ୍ୟାର୍ଥୀଙ୍କ ସଫେଇ

ଭୁବନ : ଓଡିଶା ରାଜ୍ୟ ସ୍କାଉଟ ଗାଇଡ ତରଫରୁ କୋଷ୍ଟାଲ ଟ୍ରାକିଙ୍ଗି କାର୍ଯ୍ୟକ୍ରମ ଯୋଜନାରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକରଗୋଳା ମହବିଦ୍ୟାଳୟର ସ୍କାଉଟ ଗାଇଡ ବିଦ୍ୟାର୍ଥୀ ମାନେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍କାଉଟ ଗାଇଡ ସଂପାଦକ ଚନ୍ଦନ ଦାସ, ସହସଂଗଠକ ସ୍କାଉଟ…

ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

ଢେଙ୍କାନାଳ: ଭାରତରତ୍ନ ଡ଼ା. ଭୀମରାଓ ଆମ୍ବେଦକରଙ୍କ ୬୫ ତମ ତିରୋଧାନ ଦିବସଢେଙ୍କାନାଳ ରେ ପାଳିତ ହୋଇ ଯାଇଛି | ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ମାନ୍ୟବର ସାଂସଦ ମହେଶ ସାହୁ ଏବଂ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଲୟ ସାମ୍ନା ରେ ପ୍ରତିମୂର୍ତ୍ତି ରେ…

ବିପ୍ଲବୀ ପାଇକ ରାଜଗୁରୁ ଜୟୀ ରାଜଗୁରୁ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ହିନ୍ଦୋଳ: ମହାନ ବିପ୍ଲବୀ ପାଇକ ରାଜଗୁରୁ ଜୟୀ ରାଜଗୁରୁ ଙ୍କ ୨୧୫ ତମ ଶ୍ରାଦ୍ଧ ବାର୍ଷିକୀ ଉସ୍ଛବ ସାତମାଇଲ ହିନ୍ଦୋଳ ସ୍ଥିତ ଜନତା କଲେଜ ରେ ପାଳିତ ହୋଇ ଯାଇଛି | ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ମହେଶ୍ୱର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ…

ସଞ୍ଜୟ କଲୋନୀ ଆକ୍ରମଣ ଘଟଣାରେ ଜଣେ ଗିରଫ

ଢେଙ୍କାନାଳ : ଗତ 19 ତାରିଖରେ ଢେଙ୍କାନାଳ ସଞ୍ଜୟ କଲୋନୀ ରେ ସଂଗଠିତ ହୋଇଥିବା ଆକ୍ରମଣ ଘଟଣା ପୁଲିସ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି | ଅନ୍ୟ ଅଭିଯୁକ୍ତ ମାନେ ଏଯାଏ ଗିରଫ ହୋଇ ନାହାନ୍ତି | ଗାଁ ରା ପ୍ରକାଶ ନାଏକ ଙ୍କୁ ମାଡ ମାରି ନରେଶ ପଧାନ ଆହତ କରି ଥିଲେ। କେବଳ ନରେଶ  ନୁହେଁ ଚାରିଜଣ…

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ

ଯୁଯୁମୁରା : ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ତାଙ୍କ କୁଚିଣ୍ଡା ଏନଏସି ସ୍ଥିତ ଦୁଇ ମହଲା ବାସଭବନ, ନିଜ ପୈତୃକ ଘର,ସୁବର୍ଣ୍ଣପାଲି, ଝଙ୍କରପାଲିସ୍ଥିତ…

ଢେଙ୍କାନାଳରେ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ-୨୦୨୧ ଅନୁଷ୍ଠିତ

ଢେଙ୍କାନାଳ: ସ୍ଥାନୀୟ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଠାରେ କାଶିଆଡିହିର ଉକ୍ରଳମଣି ଆଦର୍ଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ପାଳନ ଅବସରରେ ତୃତୀୟ"ଶ୍ରୀଲୋକନାଥ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ' ଅନୁଷ୍ଠିତ ହୋଇଯାଇଛି । ଏହି ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବରେ ଅବସରପ୍ରାପ୍ତ ସିବିଆଇ…

ବିବାହ ଆୟୋଜନକାରୀଙ୍କ ନାମରେ ଥାନା ରେ ମାମଲା ରୁଜୁ

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ କୋଭିଡ କଟକଣା ଉଲଂଘନ କରି ବିବାହ ଶୋଭାଯାତ୍ରା କୁ ରୋକିଛି ପୁଲିସ । ଥାନା ଅଧିକାରୀ ସୈାଭାଗ୍ୟ କୁମାର ସ୍ୱାଇଁ ଶୋଭାଯାତ୍ରା ରୁ ଉଚ୍ଚ ଶବ୍ଦ ସମ୍ପର୍ଣ୍ଣ ବଡକାଠ ବାଇଦ ଏବଂ ଶୋଭାଯାତ୍ରା ରେ ନିଆଯାଉଥିବା ଅନ୍ୟ ଉପକରଣ କୁ ଜବତ କରିଥିବା ସୂଚନା…

ହକି ଖେଳ ଉଦଯାପନ: ଆର୍ଜେଣ୍ଟିନା ଦଳକୁ ସ୍ବର୍ଣ୍ଣ ପଦକ ସହ ବିଶ୍ବକପ୍ ଟ୍ରଫି

 ଭୁବନେଶ୍ୱର : ହକି ଖେଳ ଉଦଯାପନୀ ଦିବସ ରେ ସଫଳତମ ଦଳ ଜର୍ମାନିକୁ ରୋମାଞ୍ଚକ ଫାଇନାଲ୍‌ରେ ୪-୨ ଗୋଲ୍‌ରେ ପରାସ୍ତ କରି କଳିଙ୍ଗ ଷ୍ଟାଡ଼ିୟମ ସଂଘର୍ଷପୂର୍ଣ୍ଣ ଫାଇନାଲର ଆର୍ଜେଣ୍ଟିନା ନିର୍ଣ୍ଣାୟକ ତୃତୀୟ ଗୋଲ୍ ଦେଇ ମ୍ୟାଚ୍‌କୁ ନିଜ କବ୍‌ଜାକୁ ନେଇଯାଇଥିଲା। ଲାଟାରୋ ଡୋମିନେ ମ୍ୟାଚ୍‌ର…

ତପୋବନ ପୀଠରେ ଶୁଭାରମ୍ଭ  ହେଲା ମହିମାସ୍ୱାମୀଙ୍କ ଯୋଗନିଦ୍ରା ଉତ୍ସବ 

ଢେଙ୍କାନାଳ: ମାର୍ଗଶୀର ଶୁକ୍ଲ ଦ୍ୱିତୀୟା ତିଥିରେ ପ୍ରବୂଧଗୁରୁ ମହିମାସ୍ୱାମୀଙ୍କ ୨୧ଦିନ ବ୍ୟାପୀ ଯୋଗନିଦ୍ରା ଉତ୍ସବର ଶୁଭାରମ୍ଭ ରବିବାର ତାଙ୍କର ଆତ୍ମଯୋଗ ସାଧନା ପୀଠ ତପୋବନ ମହିମା ବିହାରରେ ଆରମ୍ଭ ହୋଇଛି । ଅଲେଖ ମହିମା ଡାକରେ ତପୋବନ ପୀଠ ମୁଖରିତ ହୋଇ ଉଠିଥିଲା । ଏହି ଦିବସ ପାଳନ…