Take a fresh look at your lifestyle.
Browsing Category

ପ୍ରମୁଖ ଖବର

ଲେଖକ ସଂସଦ ଭବନରେ ଫକୀର ମୋହନ ଜୟନ୍ତୀ ପାଳିତ

ଢେଙ୍କାନାଳ  : ଜିଲା ଲେଖକ ସଂସଦ ଭବନରେ ଫକୀର ମୋହନ ଜୟନ୍ତୀ ଓ ମକର ମିଳନ ପର୍ବ ମହା ସମାରୋହରେ କୋଭିଡ୍ ନିୟମକୁ ପାଳନ କରି ପାଳିତ ହୋଇଯାଇଛି । ଫକୀର ମୋହନଙ୍କ ସ୍ମୃତିସଦନ ଠାରେ ଜିଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ ଓ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ…

ମହେଶ ସାହୁ ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ନିଯୁକ୍ତ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା

ଢେଙ୍କାନାଳ : ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଇତି ମଧ୍ୟରେ ସଂଗଠନରେ ଦକ୍ଷତା ରଖିଥିବା ଯୋଗ୍ୟ ବିବେଚିତ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳକୁ ଅଧିକ ସକ୍ରିୟ କରିବା ପାଇଁ ବିଭିନ୍ନ ସାଙ୍ଗଠନିକ ପଦପଦବୀ ଘୋଷଣା କରିଛନ୍ତି । ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର…

ମା’ ପାଟରାଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ମକର ସଂକ୍ରାନ୍ତି

ଢେଙ୍କାନାଳ : ଢେଙ୍କାନାଳ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଭାଟକାଟେଣୀ ଗ୍ରାମର ରୁପାବଳିଆ ପାହାଡ ପାଦଦେଶରେ ବିରାଜିତ ମା ପାଟରାଣୀ ପୀଠରେ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମକର ସଂକ୍ରନ୍ତି ଉପଲକ୍ଷେ 26 ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କଳସଯାତ୍ରା, ଚଣ୍ଡିଯଜ୍ଞ ଓ ହୋମ…

ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କର ପରଲୋକ

ବାରିପଦା: ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କର ୮୧ ବର୍ଷ ବୟସରେ ପରଲୋକ ଘଟିଛି। ହୃଦ୍‌ଘାତ ଯୋଗୁ ବାରିପଦା ବଡ଼ବଜାରସ୍ଥିତ ବାସଗୃହରେ ତାଙ୍କର ଦେହାନ୍ତ ହୋଇଛି। ସେ ରାଜ୍ୟ ସରକାରଙ୍କ ଅଧୀନରେ ପୂର୍ତ୍ତ ଏବଂ ଗୃହନିର୍ମାଣ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରି…

ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ

ଖୋର୍ଦ୍ଧା : ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚୁ୍ଟ ଅଫ ଆଡଭାନସ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ପରିସରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ସମାରୋହ ଅନୁଷ୍ଠାନର ଅଧ୍ୟକ୍ଷ ଶିକ୍ଷାବିତ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ…

ନୃତ୍ୟ ଶିଳ୍ପୀ  ଗୌରୀଶଙ୍କର ଜୁନିଅର ଫେଲୋସିପ ପାଇଁ ମନୋନୀତ

ଢେଙ୍କାନାଳ: ଓଡ଼ିଶୀ ନୃତ୍ୟ ଶିଳ୍ପୀ  ଗୌରୀ ଶଙ୍କର ଦାଶ ଆଜି ଢେଙ୍କାନାଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଭାରତୀୟ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ୨୦୧୯୨୦ ବର୍ଷ ପାଇଁ ଜୁନିଅର ଫେଲୋସିପ ପାଇବା ପାଇଁ  ମନୋନୀତ ହୋଇଛନ୍ତି। ପ୍ରତ୍ୟେକ ବର୍ଷ ସଂସ୍କୃତି କ୍ଷେତ୍ରରେ ଅତୁଳନୀୟ ଅବଦାନ…

ଶିକ୍ଷାଗତ ଯୋଗ୍ୟତା ଭିତିରେ ଅମଲାଙ୍କ ଦରମା ସମୀକରଣ କର

ଢେଙ୍କାନାଳ : ଓଡ଼ିଶା ଅମଲା ସଂଘ, ଢେଙ୍କାନାଳ ଶାଖାର ଏକ ଜରୁରୀ ବୈଠକ ଅରୁଣ କୁମାର ପଳିୟାରସିଂହଙ୍କ ସଭାପତିତ୍ୱରେ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରୁ ପ୍ରତିନିଧିମାନେ ଯୋଗଦାନ କରି ଦୀର୍ଘଦିନରୁ ଦିଆଯାଇଥିବା…

ରମେଶ ବାରିକ ଶ୍ରେଷ୍ଠ ପ୍ରଯୋଜକ ଭାବେ ସମ୍ମାନିତ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନଳ ଗ୍ରାମ ର ରମେଶ ବାରିକଙ୍କୁ  ଭୁବନେଶ୍ୱର ସହିଦ ଭବନ ପରିସରରେ ଏକ ସୁନ୍ଦର ପରିବେଶ ରେ ଚଳଚିତ୍ର ଜଗତ ର ପଇଁଚାଲିଶ ତମ ବାର୍ଷିକ ଉତ୍ସବ- 2021ମସିହା ନିମନ୍ତେ ଶ୍ରେଷ୍ଠ ପ୍ରଯୋଜକ ଭାବେ ସମ୍ମାନିତ କରାଯାଇଛି | ଚଳିତବର୍ଷ କରୋନା ସମୟ ରେ ବାରଟି…

ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଭାପୁରରେ ରାସ୍ତାରୋକ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଧାନ କ୍ୱିଣ୍ଟାଲ ପିଛା ୪କେଜି କାଟିବା ଓ ଅଖା ଟଙ୍କା ଦେବାକୁ ମିଲର ମନାକରିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ଚାଷୀମାନେ କଟକ-ସମ୍ବଲପୁର…