Take a fresh look at your lifestyle.
Browsing Category

ପ୍ରମୁଖ ଖବର

ଖୋ-ଖୋ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଣ୍ଡବିନ୍ଧା ସ୍କୁଲ୍ ପଡିଆରେ ସତ୍ୟରଞ୍ଜନ ସ୍ପୋର୍ଟସ୍ ଏକାଡେମୀ ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଢେଙ୍କାନାଳ ଖୋ-ଖୋ ଟିମ୍ର ଜାତୀୟ ଓ ୟୁନିଭର୍ସିଟି ଖେଳିଥିବା ଖେଳାଳୀମାନଙ୍କୁ ପ୍ରାଇଜ୍ ବଣ୍ଟନ କରାଯାଇ ସେମାନଙ୍କ…

ସାମ୍ବାଦିକଙ୍କ ପିତୃ ବିୟୋଗ

କୋଣାର୍କ: କୋଣାର୍କର ସାମ୍ବାଦିକ ଅଜିତ କୁମାର ମଲ୍ଲିକଙ୍କ ପିତୃ ବିୟୋଗ । କୋଣାର୍କରେ ରାଜ୍ୟ ସରକାରଙ୍କ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ ଶିକ୍ଷକତା ବୃତ୍ତି ଆରମ୍ଭ ଓ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର…

ବ୍ରହ୍ମପୁରରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ତାନ’ର ପ୍ରତିବାଦ ସଭା

ବ୍ରହ୍ମପୁର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ରବିବାର ନବୀନ ଭବନ ଠାରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ଥାନ’ ଶୀର୍ଷକ ଏକ ନୀରବ ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ନବୀନର ସମ୍ପାଦକ ତଥା ହିନ୍ଦ୍ ମଜଦୁର ସଭାର ରାଜ୍ୟ ଉପସଭାପତି ଏବଂ ବରିଷ୍ଠ…

ଶହିଦ ଅରୁଣ ନାୟକ ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପାଳନ

କଙ୍କଡାହାଡ : ଗତ ୨୦୧୭ ମସିହା ଫେବୃଆରୀ ୧ ତାରିଖରେ ମାଲକାନଗିରି ଠାରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଶହିଦ ହୋଇଥିବା ଅରୁଣ ନାୟକଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପୈତୃକ ଗ୍ରାମ କଙ୍କଡାହାଡ ବ୍ଲକ ମରୁଆବିଲି ପଞ୍ଚାୟତ ଗୋଡିସାହି ଗ୍ରାମରେ ଶହିଦଙ୍କ ସ୍ମୃତି ପୀଠ ଠାରେ ପାଳନ ହୋଇଯାଇଛି ।…

ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଡାକ ଜୀବନ ବୀମା ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ଡକାମଣ୍ଡଳ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଢେଙ୍କାନାଳ ପ୍ରଧାନ ଡାକଘର ପ୍ରଶିକ୍ଷଣ କେନ୍ଦ୍ରରେ ଅନଲାଇନ  ଗୁଗୁଲ ମିଟ ମାଧ୍ୟମରେ ଡାକ ଜୀବନ ବୀମା ଦିବସ ପାଳିତ ହୋଇଯାଇଅଛି। ଭାରତୀୟ ଡାକ ବିଭାଗ ଡାକ ଜୀବନ ବୀମା ସେବା ୧ ଫେବୃଆରୀ ୧୮୮୪ ମସିହାଠାରୁ ଆରମ୍ଭକରି ଆଜକୁ…

ବଜେଟ ପ୍ରତିକ୍ରିୟା: ଗଧକୁ ଗାଜରର ଲୋଭ ଦେଖାଇଛି ବଜେଟ

ଭୁବନେଶ୍ଵର: କୃଷକ ଆନ୍ଦୋଳନର ଅପମାନ ସରକାର ଭୁଲିପାରି ନାହାନ୍ତି । ସେଥିପାଇଁ ବଜେଟରେ ସେମାନଙ୍କ ନାଁ ସୁଦ୍ଧା ଧରିବାକୁ ଉଚିତ ମଣିନାହାନ୍ତି । ଓଲଟା ୨.୩୭ ଲକ୍ଷ କୋଟି ଟଙ୍କା ଯାହା ସେମାନଙ୍କୁ ଉତ୍ପାଦର ଏମଏସପି ହିସାବରେ ମିଳୁଛି, ସେଥିରୁ ବାହାଦୁରୀ ନେବାକୁ ଚେଷ୍ଟା କରିଛନ୍ତି । ଏକଲକ୍ଷ…

ବାଉଁଶକଣ ଗ୍ରାମରେ ୧୩ ରୁ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ନାମ ଓ ଜ୍ଞାନଯଜ୍ଞ

ଭୁବନ: ଭୁବନ ସହର ଉପକଣ୍ଠସ୍ଥ ବାଉଁଶକଣ ଗ୍ରାମ ମା’ ମଙ୍ଗଳା ଙ୍କ ପୀଠରେ ଆସନ୍ତା ୧୩ ତାରିଖ କୁମ୍ଭସଂକ୍ରାନ୍ତୀ ଠାରୁ ତିନିଦିନ ବ୍ୟାପି ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ନାମ , ଘୃତ , ଜପ ଓ ଜ୍ଞାନଯଜ୍ଞ ସରକାରଙ୍କ କୋଭିଡ ନିର୍ଦେଶ ଅନୁଯାୟୀ ଅନୁଷ୍ଠିତ ହେବ । ୧୩ ତାରିଖ ରବିବାର ଅଙ୍କୁରାରୋପଣ…

ଟୋକନ ଅବଧି ସରିବାକୁ ବସିଛି: ଧାନ ଉଠାଇବାକୁ ବ୍ୟବସ୍ଥା ନାହିଁ

ଢେଙ୍କାନାଳ: ଏବର୍ଷ ଆମ ଜିଲା ରେ ଚାଷୀ ମାନେ ଧାନ ବିକି ପାରୁ ନାହାନ୍ତି, ଶାସନ କଳ ର ଫୋକସରେ ପଞ୍ଚାୟତ ନିର୍ବାଚନ ଅଛି, ଆଉ ପ୍ରଥମ ସେବା ସମବାୟ ସମିତି ପରିବର୍ତ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ଦାନ କିଣୁଛି । ସମନ୍ୱୟ ଅଭାବ ରୁ ସବୁଠି ଅବ୍ୟବସ୍ଥା । ଢେଙ୍କାନାଳ ସଦର ବ୍ଳକ ତାଳବରକୋଟ ଗ୍ରାମରେ…

ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ

ଢେଙ୍କାନାଳ : ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ସହିଦ୍ ଦିବସ ଭାବେ ପାଳନ କରାଯାଇଛି । ସ୍ଥାନୀୟ ବାଜି ଚୌକି ଛକ ରେ ଥିବା ବାପୁଜୀ ସ୍କୁଲ ପରିସର ରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଏକ ଶ୍ରଦ୍ଧାଞ୍ଜଳି ସଭା ହୋଇ ସତ୍ୟ ଅହିଂସା ଶାନ୍ତି, କାଟିକରି ପିନ୍ଧ…

ହିତାଧିକାରୀଙ୍କୁ ୨୫୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯିବ

ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ସଂଯୋଜକ ଶ୍ରୀ ନିଶିକାନ୍ତ ମହାପାତ୍ର ଜଣାଇଥିଲେ ଯେ ରାଜ୍ୟ ନିର୍ବାଚନ କମିଶନଙ୍କ ତରବରିଆ ଓ ଭ୍ରମାତ୍ମକ ସୂଚନା ଅନୁଯାୟୀ କେତେକ ଓଡ଼ିଶା ମିଡିଆରେ ପ୍ରକାଶ ପାଇଛି ଯେ ଚଳିତ…