Take a fresh look at your lifestyle.
Browsing Category

ରାଜ୍ୟ ଖବର

ଶିକ୍ଷୟିତ୍ରୀ କଳ୍ପନା ସାହୁଙ୍କ ପରଲୋକ

କୋଣାର୍କ : ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ଅଧୀନ ଛଇତନା ହରିଶ୍ଚଚନ୍ଦ୍ର ସ୍ମୃତି ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ କଳ୍ପନା କୁମାରୀ ସାହୁ (୫୦)ଙ୍କ ପରଲୋକ ହୋଇଯାଇଛି। ପ୍ରାୟ ଦେଢ଼ବର୍ଷ ହେଲା ସେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ। ସପ୍ତାହେ ହେଲା ଭୁବନେଶ୍ବରର ଏକ ଘରୋଇ…

କୋଣାର୍କ ବରିଷ୍ଟ ନାଗରିକ ମହାମଞ୍ଚ ପକ୍ଷରୁ ମକର ମିଳନ

କୋଣାର୍କ : ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ବରିଷ୍ଟ ନାଗରିକ ମହାମଞ୍ଚ କୋଣାର୍କ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ନେଇ କୋଣାର୍କ ନାଟ୍ୟ ମଣ୍ଡପ ପରିସରେ ମକର ମିଳନ ଉତ୍ସବ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଟ ନାଗରିକ ମହାମଞ୍ଚର ଆବାହକ ଉମେଶଚନ୍ଦ୍ର ସ୍ବାଇଁଙ୍କ…

ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ

କୋଣାର୍କ: ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଛି ୯ବମ ଚନ୍ଦ୍ରଭାଗା କବିତା ଉତ୍ସବ। ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ, ଇନିଷ୍ଟିଚ୍ୟୁଟ ଅଫ ନଲେଜ ସୋସାଇଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ କବି…

ଆଇଆଇଏମ୍‍ସିରେ ଫିଲ୍ମି ଚକ୍କର-୪ ଆରମ୍ଭ ,ସ୍ଥାୟୀ ନୁହେଁ ‘ଷ୍ଟାରଡମ୍‍’

ଢେଙ୍କାନାଳ: ଆଜିକାଲି ଚଳଚ୍ଚିତ୍ରର କାହାଣୀରେ ଭିନ୍ନତା ଦେଖିବାକୁ ମିଳୁଛି । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ମଧ୍ୟ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ନିକଟରେ ସେମିତି କିଛି ଚଳଚ୍ଚିତ୍ରର ଉଦାହରଣ ଦେଖିବାକୁ ମିଳିଛି । ଆଗାମୀ ଦିନରେ ମଧ୍ୟ ଅପପୁଷ୍ଟି, ନିରକ୍ଷରତା ଆଦି…

ଆକ୍ରମଣ କରି ଲୁଟିନେବା ଘଟଣାରେ ହାତ ବାନ୍ଧି ବସିଛି ପୋଲିସ:ହସ୍ତକ୍ଷେପ କଲେ ଡିଜିପି

ସୁକିନ୍ଦା : ଥାନାକୁ  ଅଭିଯୋଗ ନେଇଯାଉଥିବା ପ୍ରତେକ ମଣିଷ ଙ୍କୁ ଉତ୍ତମ ବ୍ୟବହାର ସହ ତତକ୍ଷଣାତ ସେବା ଯୋଗାଇ ଦେବାକୁ ରାଜ୍ୟ ଫାଇଭ ଟି କାର୍ଯ୍ୟ କରି ହେଉଛି I ଅଭିଯୋଗ ଆସିବାର ଚବିଶ ଘଣ୍ଟା ମଧ୍ୟରେ ଏତଲା ପଞ୍ଜିକୃତ କରି   ବିନା ମୂଲ୍ୟରେ କପି ପ୍ରଦାନ କରିବାକୁ  ନିର୍ଦେଶନାମା…

କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ

କୋଣାର୍କ : ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କରେ ପୁରାଣ ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଅନନ୍ତ ଅବଧୂତ ମଠ, ସୌର ବ୍ରାହ୍ମଣ ପରିଷଦ ଓଡିଶା ଓ ଅର୍କକ୍ଷେତ୍ର ଗାୟତ୍ରୀ ପରିବାର ପକ୍ଷରୁ ପୂରାଣ ବର୍ଣ୍ଣିତ ମୈତ୍ରେୟ ଋଷିଙ୍କ ଆଶ୍ରମ ବା…

“ସକାରାତ୍ମକ ମନୋଭାବର ପ୍ରଭାବ ଖବର ଉପରେ ପଡ଼ିବ”

ଢେଙ୍କାନାଳ: ସାମ୍ବାଦିକ ସବୁବେଳେ ସକାରାତ୍ମକ ମନୋଭାବ ରଖିଲେ ଭଲ ବିଷୟବସ୍ତୁ ପ୍ରସ୍ତୁତ ହୋଇପାରିବ । ନିଜର ଅଭିପ୍ରାୟ ସ୍ପଷ୍ଟ, ସଫା ଏବଂ ସମାଜ ହିତମନସ୍କ ରଖିବା ଯୋଗୁଁ ଜଣେ ସକାରାତ୍ମକ ମନୋଭାବ ପ୍ରତିପୋଷଣ କରିପାରେ । ତେବେ ଏଥିପାଇଁ ମନନ ଚିନ୍ତନ ବା ଇଣ୍ଟ୍ରା-ପର୍ସୋନାଲ୍‍ ଯୋଗାଯୋଗ…

ସୁବୀର ଘୋଷଙ୍କ ପୁସ୍ତକ ‘ନିଉ ଏଜ୍‍ ପବ୍ଲିକ୍‍ ରିଲେସନ୍ସ’ ଉନ୍ମୋଚିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳରେ ପାଳିତ ଜାତୀୟ ପ୍ରେସ୍‍ ଦିବସ ଅବସରରେ ସୁଲେଖକ ତଥା ଶିକ୍ଷାବିତ ସୁବୀର ଘୋଷଙ୍କ ନୂଆ ଇଂରାଜୀ ପୁସ୍ତକ ‘ନିଉ ଏଜ୍‍ ପବ୍ଲିକ୍‍ ରିଲେସନ୍ସ’ ଉନ୍ମୋଚିତ ହୋଇଛି । ପୁସ୍ତକକୁ ଉନ୍ମୋଚିତ କରିଛନ୍ତି ଆଇଆଇଏମ୍‍ସି,…

ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ

କୋଣାର୍କ: ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସତର୍କ କରାଇ ଦେଇଛନ୍ତି। ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀ ମାନଙ୍କର ଏକ ସମୀକ୍ଷା ବୈଠକ…

ଚନ୍ଦାର ଗାଁରେ ଲକ୍ଷାଧିକଟଙ୍କାର କୋଇଲା ଠାବ

କାମାକ୍ଷାନଗର( ରାଜ କିଶୋର ରାଉତ): ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱ ରେ ଚାଳିଶ ଟନ ରୁ ଉର୍ଦ୍ଧ ଚୋରା କୋଇଲା ପଡ଼ିରହିଛି । ଗ୍ରାମବାସୀ ମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା  ଦେଖିବାକୁ …