Browsing Category
ରାଜ୍ୟ ଖବର
ହକି ଖେଳ ଉଦଯାପନ: ଆର୍ଜେଣ୍ଟିନା ଦଳକୁ ସ୍ବର୍ଣ୍ଣ ପଦକ ସହ ବିଶ୍ବକପ୍ ଟ୍ରଫି
ଭୁବନେଶ୍ୱର : ହକି ଖେଳ ଉଦଯାପନୀ ଦିବସ ରେ ସଫଳତମ ଦଳ ଜର୍ମାନିକୁ ରୋମାଞ୍ଚକ ଫାଇନାଲ୍ରେ ୪-୨ ଗୋଲ୍ରେ ପରାସ୍ତ କରି କଳିଙ୍ଗ ଷ୍ଟାଡ଼ିୟମ ସଂଘର୍ଷପୂର୍ଣ୍ଣ ଫାଇନାଲର ଆର୍ଜେଣ୍ଟିନା ନିର୍ଣ୍ଣାୟକ ତୃତୀୟ ଗୋଲ୍ ଦେଇ ମ୍ୟାଚ୍କୁ ନିଜ କବ୍ଜାକୁ ନେଇଯାଇଥିଲା। ଲାଟାରୋ ଡୋମିନେ ମ୍ୟାଚ୍ର…
ତପୋବନ ପୀଠରେ ଶୁଭାରମ୍ଭ ହେଲା ମହିମାସ୍ୱାମୀଙ୍କ ଯୋଗନିଦ୍ରା ଉତ୍ସବ
ଢେଙ୍କାନାଳ: ମାର୍ଗଶୀର ଶୁକ୍ଲ ଦ୍ୱିତୀୟା ତିଥିରେ ପ୍ରବୂଧଗୁରୁ ମହିମାସ୍ୱାମୀଙ୍କ ୨୧ଦିନ ବ୍ୟାପୀ ଯୋଗନିଦ୍ରା ଉତ୍ସବର ଶୁଭାରମ୍ଭ ରବିବାର ତାଙ୍କର ଆତ୍ମଯୋଗ ସାଧନା ପୀଠ ତପୋବନ ମହିମା ବିହାରରେ ଆରମ୍ଭ ହୋଇଛି । ଅଲେଖ ମହିମା ଡାକରେ ତପୋବନ ପୀଠ ମୁଖରିତ ହୋଇ ଉଠିଥିଲା । ଏହି ଦିବସ ପାଳନ…
ସୃଷ୍ଟିଙ୍କ ସଫଳତା: ଉତ୍କଳ ବିଶ୍ୱ ବିଦ୍ୟାଳୟ ଯୁକ୍ତ ତିନ ଶିକ୍ଷା ସମ୍ମାନରେ ଦ୍ୱିତୀୟ
ଢେଙ୍କାନାଳ : ଉତ୍କଳ ବିଶ୍ୱ ବିଦ୍ୟାଳୟ ଶିକ୍ଷା ସମ୍ମାନରେ ଢେଙ୍କାନାଳ ଜିନେଇଲ ଗାଁର ଝିଅ ସୃଷ୍ଟି ପାତ୍ର ଙ୍କ ସଫଳତା ବିଭିନ୍ନ ମହଲରେ ଉସôହ ସୃଷ୍ଟି କରିଛନ୍ତି । ଜିନେଇଲ ଗାଁର ସ୍ନେହାଂଶୁ ଶେଖର ପାତ୍ରଙ୍କ ଝିଅ ମଠକରଗୋଳା ମହାବିଦ୍ୟାଳୟ ରେ ଏଜୁକେସନ ଅନର୍ସ ରଖି ପାଠ ପଢୁଥିଲେ । ସେ ଯୁକ୍ତ…
ବିନୋଦ ଦୁଆ ଓ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ବିୟୋଗରେ ଢେଙ୍କାନାଳ ସାଂସଦଙ୍କ ଶୋକ
ଢେଙ୍କାନାଳ : ବରିଷ୍ଠ ସାମ୍ବାଦିକ ତଥା ସୁନାମଧନ୍ୟ ସ୍ତମ୍ଭକାର ବିନୋଦ ଦୁଆ ଏବଂ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଉଭୟଙ୍କ ଶୋକସନ୍ତପ୍ତ ପରିବାରକୁ ପ୍ରଭୁ ଜଗନ୍ନାଥ ଏହି ଦୁଃଖଦ ସମୟରେ ସହାୟ ହୁଅନ୍ତୁ ଏବଂ ତାଙ୍କ ଅମର…
ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଆହତ
ଗଁଦିଆ : ଗଁଦିଆ ଅଂଚଳରେ ଗତକାଲି ଓ ଆଜି ହାତୀ ଆକ୍ରମଣରେ ଜଣକର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲ ରେ ଚିକିତ୍ସାଧୀନ ଥିବାର ଜଣାଯାଇଛି | ମୃତକ ହେଉଛନ୍ତି ବଣିଆପଡା ଗାଁ ରା ରଘୁନାଥ ବାରିକ ଜଣାପଡିଛି | ଆଉଗୋଟିଏ ଘଟଣା ରେ ଦନ୍ତା ହାତୀ ଦଳି ଦେବାରୁ ଜଣେ…
ଟଳିଲା ଜୱାଦ ଭୟ
ଢେଙ୍କାନାଳ : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବାତ୍ୟା ଆଶଙ୍କା ଟଳିଛି । ପୁରୀ ଠାରେ ଲ୍ୟାଣ୍ଡ ଫଲ କରି ବାତ୍ୟ ପଶ୍ଚିମବଙ୍ଗ ଅଭିମୁଖେ ଗତି କରିବା , ତେବେ ବାତ୍ୟାର ତିବ୍ରତା ସେତେଟା ରହିବ ନାହିଁ । ତଥାପି ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ…
ଆସ ବୁଲିଯିବା ଅନନ୍ତ ଶୟନ
ପରଜଙ୍ଗ : ଢେଙ୍କାନାଳ ଜିଲା ଏହି ଅନନ୍ତ ଶୟନ ଚତୁର୍ଭୁଜ ବିଷ୍ଣୁ ମୂର୍ତ୍ତି ଟି ସରାଙ୍ଗ ଇଂଗିନୀରିଙ୍ଗ କଲେଜ ନିକଟରେ ବ୍ରାହ୍ମଣୀ ନଦୀ ଶଯ୍ୟା ରେ ଅବସ୍ଥିତ l ଏହି ମୂର୍ତ୍ତି ବ୍ରାହ୍ମଣୀ ନଦୀ ବନ୍ୟା ସମୟରେ ଆଂଶିକ ଓ ବେଳେ ବେଳେ ସମ୍ପୂର୍ଣ୍ଣ ବୁଡି ଯାଏ l ମୂର୍ତ୍ତିଟିର ମସ୍ତକରୁ ପାଦ…
ମହିମା ଧର୍ମର ଗାଦିପୀଠ “”ଯୋରନ୍ଦା”କୁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ମାନ୍ୟତା ମିଳୁ
ଢେଙ୍କାନାଳ: ବିଶ୍ୱରେ ଏକ ସ୍ୱତନ୍ତ୍ର ଧର୍ମଦର୍ଶନ ଭାବେ ସ୍ୱୀକୃତିପ୍ରାପ୍ତ ମହିମା ଧର୍ମର ଗାଦିପୀଠ ""ଯୋରନ୍ଦା''କୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ମାନ୍ୟତା ଦିଅନ୍ତୁ ବୋଲି ""ଢେଙ୍କାନାଳ ଜିଲା ସକ୍ରିୟ ନାଗରିକ ପରିଷଦ'' ପକ୍ଷରୁ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି…
ନବମ ମହିମା ଜ୍ୟୋତିଯାତ୍ରା ପାଇଁ ପ୍ରସ୍ତୁତି
ଢେଙ୍କାନାଳ: ଆଗାମୀ ମାର୍ଚ୍ଚ ମାସରେ ହେବାକୁ ଥିବା ନବମ ମହିମା ଜ୍ୟୋତିଯାତ୍ରା ପାଇଁ ବିଭିନ୍ନ ଗନ୍ତବ୍ୟ ସ୍ଥାନରେ ଜ୍ୟୋତିଯାତ୍ରା ପରିଚାଳନା ପକ୍ଷରୁ ପ୍ରସ୍ତୁତି ବୈଠକମାନ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମହିମା ଜ୍ୟୋତିଯାତ୍ରା ପରିଚାଳନା ପରିଷଦର ଅଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବା,…