Browsing Category
ରାଜନୀତି ଚଟଣି
ବାଲିବୋ: ସରପଂଚ ପ୍ରାର୍ଥୀ ଅବସରପ୍ରାପ୍ତ ଶିକ୍ଷକଙ୍କ ପ୍ରତି ଜନସମର୍ଥନ ବୃଦ୍ଧି
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତ ବିଭିନ୍ନ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାଏ । ଚଳିତଥର ଅନୁସୂଚିତ ଜାତିବର୍ଗ ଙ୍କ ନିମନ୍ତେ ସଂରକ୍ଷଣ ଥିବା ବାଲିବୋ ପଂଚାୟତରେ ଗୋକୁଳାନନ୍ଦ ବାରିକ (ଖୋଲାବହିଚିହ୍ନ) , ବନ୍ଦନା ପାତ୍ର (ମାଛଚିହ୍ନ ) , ଶୁଭସ୍ନିଗ୍ଧା ବାରିକ (ସୂର୍ଯ୍ୟଚିହ୍ନ…
ଗଡନୃସିଂହପ୍ରସାଦ : ସରପଂଚ ,ସମିତିସଭ୍ୟା ପ୍ରାର୍ଥୀଙ୍କ ମିଳିତ ପ୍ରଚାର ଜମୁଛି
ଭୁବନ : ଭୁବନ ବ୍ଲକର ପ୍ରତ୍ୟେକ ପଂଚାୟତ ରେ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ମାନେ ଅଲଗା ଅଲଗା ଭାବେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଗଡନୃସିଂହପ୍ରସାଦ ପଂଚାୟତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି ।
ଅନୁସୂଚିତ ଜାତି ମହିଳା ଙ୍କ ନିମନ୍ତେ ସଂରକ୍ଷଣ ଥିବା ଏହି ପଂଚାୟତରେ ଝିଲ୍ଲୀ…
ମୃଦଙ୍ଗା : ପରିଣତ ବୟସରେ ସେବା କରିବାକୁ ନିର୍ବାଚନ ମଇଦାନରେ ଟିପ ମାଝୀ
ଭୁବନ : ଭୁବନ ବ୍ଲକର ମୃଦଙ୍ଗା ପଂଚାୟତ ଟି ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ଓ ଉପାନ୍ତ ପଂଚାୟତ ଭାବେ ପରିଚିତ । ଅନୁସୂଚିତ ଜାତି ମହିଳା ଙ୍କ ପାଇଁ ସଂରକ୍ଷଣ ଥିବା ଏହି ପଂଚାୟତରେ ଚଳିତଥର ଚନ୍ଦ୍ରିକା ପାତ୍ର (ଖୋଲାବହି) , ଟିପ ମାଝୀ (ମାଛ) ଓ ବସନ୍ତ ମଂଜରୀ ତରାଇ (ସୂର୍ଯ୍ୟ) ଚିହ୍ନରେ…
ଆମ୍ ଆଦମୀ ପାର୍ଟି ପକ୍ଷରୁ ୮ ଟି ଜୋନ୍ ରେ ପାର୍ଥୀ ପତ୍ର ଦାଖଲ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ 27 ଟି ଜିଲ୍ଲା ପରିଷଦ ଆସନ ରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରଥମ ଥର ୮ ଟି ଜିଲ୍ଲା ପରିଷଦ ଜୋନ ରେ ପାର୍ଥୀ ପତ୍ର ଦାଖଲ କରାଯାଇଛି l
ସଦର ବ୍ଲକ ୩ ନଂ ଜୋନ ରୁ ରାଜକୁମାର ପ୍ରଧାନ, ୪ ନଂ ଜୋନ ରୁ ଟିକିନା ପାତ୍ର, ଗଁଦିଆ ବ୍ଲକ ୧ ନଂ ଜୋନ ରୁ ବିଜୟ…
ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା
ହିନ୍ଦୋଳ : ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା | ହିନ୍ଦୋଳ ବିଧାନସଭା ଆସନ ରୁ ୩ ଥର ବିଧାୟିକା ତଥା ୨ ଥର ମନ୍ତ୍ରୀ ହୋଇଥିବା ଅଞ୍ଜଳି ବେହେରା ଗତକାଲି ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଚର୍ଚ୍ଚା ଜୋର ଧରିଛି।…
୨୭ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ୮ଟି ବ୍ଲକ୍ ଥିବା ୨୭ଟି ଜିଲ୍ଲା ପରିଷଦ ଜୋନ୍ କଂଗ୍ରେସ୍ ଦଳ ତରଫରୁ ଜିଲ୍ଲା ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି ।
ଓଡାପଡା ଜୋନ୍ ନଂ-୧ରୁ ବିପତି ମନୁ ନାୟକ, ଜୋନ୍-୨ରୁ ଶରତ ନନ୍ଦ, ଜୋନ୍ ୩ରୁ ସଂଗ୍ରାମ…
ଜିଲାପରିଷଦ ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ୨୭ ଜିଲ୍ଲା ପରିଷଦ ଆସନ ପାଇଁ ଶେଷ ଦିବସରେ ବିଜେଡି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି ।
ଢେଙ୍କାନାଳ ବିଧାନସଭା…
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ୭୧୬୩ ଜଣଙ୍କର ପ୍ରାର୍ଥୀପତ୍ର ଦାଖଲ
ଢେଙ୍କାନାଳ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଶେଷ ଦିବସରେ ୨୪୧୧ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୫୮୦ଜଣ ୱାର୍ଡ ମେମ୍ବର ପଦବୀ ପାଇଁ, ସରପଂଚ ପଦବୀ ପାଇଁ ୩୯୧, ସମିତି ସଭ୍ୟ ପଦବୀ ପାଇଁ ୩୫୮ ଓ ଜିଲ୍ଲା ପରିଷଦ ସଦସ୍ୟ ପଦବୀ…
ଭୁବନ ବ୍ଲକ: ଅନ୍ତିମ ଦିବସ ସୁଦ୍ଧା ୬୩୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ
ଭୁବନ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ର ଆଜି ଅନ୍ତିମ ଦିବସରେ ଭୁବନ ବ୍ଲକର ସମୁଦାୟ୨୨ ଜଣ ସମିତିସଭ୍ୟ, ୨୭ ଜଣ ସରପଂଚ ଓ ୧୯୪ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲକରିଛନ୍ତି ।
ଗତ ୧୭ ତାରିଖ ନାମାଙ୍କନ ପତ୍ର ଦାଖଲ ଦିନରୁ ଆଜି ଅନ୍ତିମ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ତୃତୀୟ ଦିନରେ ୧୯୨୯ ନାମାଙ୍କନପତ୍ର ଦାଖଲ
ଢେଙ୍କାନାଳ : ପ୍ରଥମ ଦୁଇଦିନ ଅପେକ୍ଷା ତୃତୀୟ ଦିନରେ ୧୯୨୯ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପଦବୀ ପାଇଁ ୧୨୪୫ଜଣ, ପଞ୍ଚାୟତ ପଦବୀ ପାଇଁ ୩୫୪ଜଣ, ପଞ୍ଚାୟତ ସମିତି ସଭ୍ୟ ପଦବୀ ପାଇଁ ୨୯୯ଜଣ ଏବଂ ଜିଲା ପରିଷଦ ସଦସ୍ୟ ପାଇଁ ୨୧ଜଣ ପ୍ରାର୍ଥୀ…