Browsing Category
ରାଜନୀତି ଚଟଣି
ବ୍ରହ୍ମପୁର ମହାନଗର ନିଗମ: ମଞ୍ଜୁ ରଥଙ୍କ ପାଇଁ ବିଧାୟକ ରମେଶ ଜେନାଙ୍କ ନିର୍ବାଚନ ପ୍ରଚାର ଜେ।ରଦାର
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୧୬ ଓ ୧୭ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜେ।ରଦାର ହେ।ଇଛି । କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନେତୃତ୍୍ୱରେ ଅ।ୟେ।ଜିତ ଶେ।ଭାଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହେ।ଇଥିଲେ ।
କଂଗ୍ରେସର…
ବିଜେପି ଛାଡି ବିଜେଡି ରେ ମିଶିଲେ ମୁନ୍ନା
ଭୁବନ : ବରିଷ୍ଠ ବିଜେପି ନେତା ପ୍ରବାଳକାନ୍ତି ସାହୁ (ମୁନ୍ନା) ବିଜେପି ଛାଡି ଆଜି ବିଜେଡି ରେ ଯୋଗଦାନ କରିଛନ୍ତି । ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁନ୍ନା ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ ।
ବିଜେଡିର ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ସାହୁ (ମୁନ୍ନା)…
ଢେଙ୍କାନାଳ ରୁ ସୋନାଲୀ, କାମାକ୍ଷାନଗର ପାଇଁ ସୁବୋଧ ଓ ଭୁବନ ରୁ ମହେଶ୍ୱର ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ
ଢେଙ୍କାନାଳ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପୌର ନିର୍ବାଚନ ଉଷ୍ମତା ଅନୁଭବ ହୋଇଛି। ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ମତଦାନ ହେବ।
ଏଥିପାଇଁ ଚଳିତ ମାସରେ ହେବାକୁ ଥିବା ପୌର ନିର୍ବାଚନରେ ରାଜ୍ୟର ପ୍ରମୁଖ ଦଳ ପ୍ରାର୍ଥୀ ଚୟନରେ…
ଭୁବନ ଏନଏସି ;ବିଶ୍ୱଜିତ ସାହୁ କଂଗ୍ରେସ ଟିକେଟ ଦାବିଦାର
ଭୁବନ: ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲର ଆଜି ଥିଲା ପ୍ରଥମ ଦିବସ । ଏଯାଏଁ ବିଜଡେି , ବିଜେପି କିମ୍ବା କଂଗ୍ରେସ କୌଣସି ଦଳ ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀ ଚୁଡାନ୍ତ ହୋଇ ପାରିନାହିଁ । ବିରୋଧି ବିଜେପି , ବିଜେଡି ପ୍ରାର୍ଥୀ ଚୟନ କୁ ଅପେକ୍ଷା କରିଥିବା ବେଳେ ସର୍ବପୁରାତନ ଦଳ କଂଗ୍ରେସ…
ବିଜେଡିର ମିଶ୍ରଣ ପର୍ବ: ବିରୋଧି ଶୂନ୍ୟ ହେବ ଢେଙ୍କାନାଳ ନଗର
ଢେଙ୍କାନାଳ : ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରନô ମଣ୍ଡପ ରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ଏବଂ କଂଗ୍ରେସ ଦଳର ବହୁ ଛାମୁଆ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।
ବିଜେପି ଦଳର ପୂର୍ବତନ ଜିଲ୍ଲାପରିଷଦ ଉପସଭାପତି ତଥା ପୂର୍ବତନ କାଉନସିଲର ଅନିମା…
ଶତାଧିକ ସମର୍ଥକ ଙ୍କ ସହ ବିଜେଡିରେ ମିଶିଲେ ମୁନ୍ନା : ଯୋଗଦାନ ଦଳକୁ ମଜବୁତ କରିବ- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ଭୁବନ : ଭୁବନ ର ଯୁବ ସମାଜସେବୀ , ଶିଳ୍ପଦ୍ୟୋଗି , ୟୁଥ ଆଇକନ ଶୁଭେନ୍ଦୁ ସାହୁ (ମୁନ୍ନା) ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଶେଷରେ ଶଙ୍ଖ ଫୁଙ୍କିଲେ । ନିଜର ୨ ଶହରୁ ଉଦ୍ଧ୍ୱର୍ ସମର୍ଥକ ଙ୍କ ସହ ବାଜା,ବାଣ ରୋଷଣୀରେ ସହର ପରିକ୍ରମା କରି ପାଲାମଣ୍ଡପ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ…
ଭୁବନ ବ୍ଲକ : ଶାନ୍ତିପୂର୍ଣ୍ଣ ଭାବେ ଭୋଟସରିଲା ୭୯ ପ୍ରତିଶତ ମତଦାନ
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆଜି କାଁଭାଁ ଗଣ୍ଡଗୋଳକୁ ବାଦ ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହ ସକାଳ ୭ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା ।
ଭୁବନରେ ୭୯ ପ୍ରତିଶତ ଭୋଟ ହୋଇଛି । ସେଥି ମଧ୍ୟରୁ ଧଳପଡା ରେ ସର୍ବାଧିକ ୮୭ ପ୍ରତିଶତ ଭୋଟ…
ଭୁବନ ବ୍ଲକରେ ଭୋଟ ଆଜି : ୩୯ ଟି ଅତି ଉତେଜନା ପ୍ରବଣ ବୁଥରେ ସିସିକ୍ୟାମେରା ଲଗାଇବାକୁ ଦାବି
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଆସନ୍ତାକାଲି ସକାଳ ୭ ଘଟିକାଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣହେବ । ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁଲିଂ ପାର୍ଟି ସମସ୍ତ ବୁଥ ରେ ପହଁଚି ସାରିଛନ୍ତି ।
ବୁଥ ରେ ପୋଲିସ ସୁରକ୍ଷା ବନେ୍ଦାବସ୍ତ ମଧ୍ୟ…
ଦୟଣାବିଲ ରେ ହେମନ୍ତ ଙ୍କ ଜୋରଦାର ପ୍ରଚାର
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ପଂଚାୟତ ରେ ନିର୍ବାଚନ ବାତାବରଣ ଧିରେଧିରେ ଉସ୍ମ ହେଉଥିବା ବେଳେ ପ୍ରାର୍ଥୀ ମାନଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି । ଅଣସଂରକ୍ଷିତ ଏହି ଆସନରେ ଚଳିତ ଥର ୨ ଜଣ ପ୍ରାର୍ଥୀ ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ସେମାନଙ୍କ ମଧ୍ୟରୁ…
ଭୁବନ ବ୍ଲକ:୧ ନମ୍ବର ଓ ୩ ନମ୍ବର ଜୋନରେ ବିଜେଡି ସ୍ଥିତି ମଜବୁତ
ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେ ଆସନ୍ତା ୨୨ ତାରିଖ ଦିନ ଭୋଟ ଗ୍ରହଣ ହେବ । ଆଜି ପ୍ରଚାରର ଅନ୍ତିମ ଦିବସରେ ଉଭୟ ବିଜେଡି ଓ ବିଜେପି ତରଫରୁ ଜୋରଦାର ପ୍ରଚାର , ରାଲି ,ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଭୁବନ ବ୍ଲକର ୧ ନମ୍ବର ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥôନୀ…