Take a fresh look at your lifestyle.
Browsing Category

ରାଜନୀତି

ସରପଞ୍ଚ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ସଂରକ୍ଷଣ ଦାବି

କାମାକ୍ଷାନଗର :ଓଡ଼ିଶାର ଆଗାମୀ ପଞ୍ଚାୟତି ରାଜ ନିର୍ବାଚନ ପାଇଁ ବଞ୍ଚିତ ହୋଇଥିବା ୨୩ ଟି ଜିଲ୍ଲାରେ ଆଦିବାସୀ ମାନଙ୍କ ପାଇଁ ସରପଞ୍ଚ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ସଂରକ୍ଷଣ ଦାବି ରେ ଆଦିବାସୀ ଚେତନା ସଂଗଠନ, ଆଦିବାସୀ ମୁକ୍ତି ସଂଗଠନ ଓ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚ…

ଆମ୍ ଆଦମୀ ପାର୍ଟିର ସାଧାରଣ ସଭା

ମୋରଡା: ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ବରକନ୍ଦ ଠାରେ ଆମ ଆଦମୀ ପାର୍ଟିର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକ ରେ  ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି କବି ମନୋଜ କୁମାର ମହାନ୍ତ ଯୋଗଦାନ କରି ଶତାଧିକ ଲୋକ ଙ୍କୁ ଆମ୍ ଆଦମୀ ପାର୍ଟିରେ ଯୋଗଦାନ କରାଇ ଥିଲେ । ଅନ୍ୟ…

ମନ୍ତ୍ରୀ ଓ ସାଂସଦ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏ ନ ଏସି ର ୫ଟି ପ୍ରକଳ୍ପକୁ ରବିବାର ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଶିଳାନ୍ୟାସ କରିଛନ୍ତି । ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ସତ୍ୟସାଇ ମନ୍ଦିର, ବିନାୟକ ଇଗ୍ରାଜୀ ବିଦ୍ୟାଳୟ, ଵାଉଶକଣ ଭାଗବତ ଟୁଙ୍ଗି ଓ…

ଆଦିବାସୀ ପାଇଁ କୌଣସି ସରପଞ୍ଚ ପଦବୀ ସଂରକ୍ଷିତ ନାହିଁ

ଢେଙ୍କାନାଳ: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଆ ସରକାର (ନିର୍ବାଚନ ଆୟୋଗ) ଯେଉଁ ଚିଠା ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ସେଥିରେ ଆମ ରାଜ୍ୟର ୭ ଟି ଅନୁସୂଚିତ ଜିଲ୍ଲାର ସବୁ ସରପଞ୍ଚ ପଦବୀକୁ ଅନୁସୂଚିତ ଜନଜାତି (ଆଦିବାସୀ) ମାନଙ୍କ ପାଇଁ ସଂରକ୍ଷିତ କରିଥିବା ବେଳେ, ଅନ୍ୟ ୨୩ ଟି…

କଂଗ୍ରେସ କମିଟି ତରଫରୁ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ: ସ୍ଥାନୀୟ ଗାନ୍ଧି ମନ୍ଦିର ଠାରେ ଜିଲା କଂଗ୍ରେସ କମିଟି ସଭାପତି ସରୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପତାକା ଉତୋଳନ କରାଯାଇ ଦଳର ପ୍ରତିଷ୍ଠା ଦିବସ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ବରିଷ୍ଠ ନେତା ରବି ନାରାୟଣ ମହାନ୍ତି,…

ମନ୍ଦିର ଦର୍ଶନ କରିବା ବେଳେ ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ସାଂସଦ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ଗୋବିନ୍ଦପୁର ପଂଚାୟତର ଗୋବିନ୍ଦପୁର ଗ୍ରାମ ମଧ୍ୟସ୍ଥ ମା’ ଜେନାଦେବୀଙ୍କୁ ଦର୍ଶନ କରିବାକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଆଜି ମଧ୍ୟାହ୍ନରେ ଯାଇଥିଲେ । ମନ୍ଦିର ପ୍ରାଙ୍ଗଣରେ ମା’ଙ୍କ ପ୍ରତିମୂର୍ତୀଙ୍କୁ ନତମସ୍ତକ ହୋଇ ପ୍ରଣାମ କଲାବେଳେ ଗ୍ରାମର ଶତାଧିକ…

ପଞ୍ଜାବ ରେ ଏଥର କଗ୍ରେସ ନୁହେଁ, ଆମ ଆଦମୀ ପାର୍ଟି ସରକାର କରିବ:ସି-ଭୋଟର ସର୍ଭେ

ଚଣ୍ଡିଗଡ଼: ଦେଶ ର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେରେ ପଞ୍ଜାବରେ ଏଥର କଂଗ୍ରେସ ବଦଳରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରୁଥିବା ସୂଚନା ଦେଇଛି । ସର୍ଭେ ଅନୁଯାୟୀ ପଞ୍ଜାବର ଲୋକମାନେ କଂଗ୍ରେସ ଉପରେ ଖୁସି ନାହାନ୍ତି କି ଚଳିତ ନିର୍ବାଚନ ରେ କଂଗ୍ରେସ ଉପରେ ଆସ୍ଥା…

କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳନ

 କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜୁ ଜନତା ଦଳ ପକ୍ଷରୁ 25 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି। କଙ୍କଡ଼ାହାଡ଼ ବ୍ଲକର ଲୋକ ପ୍ରିୟ ଯୁବ ଅଧ୍ୟକ୍ଷ କାର୍ତ୍ତିକ ସାହୁ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ପରଜଙ୍ଗ ନିର୍ବାଚନ ମଣ୍ଡଳୀର  ବିଧାୟକ ତଥା…

ଭୁବନରେ ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏ ଏନ୍ ଏସି ଯାତ୍ରା ପଡିଆ ଠାରେ ରବିବାର ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସରେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ଆଭିମୁଖ୍ୟ ଓ…

ବିଜେଡି ପାଳିଲା ୨୫ତମ ପ୍ରତିଷ୍ଠା ଦିବସ

ଢେଙ୍କାନାଳ: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଢେଙ୍କାନାଳ ମିନି ଷ୍ଟାଡିଅମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧାୟକ ସୁଧୀର ସାମଲ ନବୀନ ସରକାରଙ୍କ ୨୫ବର୍ଷର ସଫଳତା ଉପରେ ଆଲୋକପାତ କରିଥିଲେ | ଗ୍ରାମାଞ୍ଚଳରୁ ନେଇ…