Browsing Category
ରାଜନୀତି
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସିପ୍ରା ବରାଳ ସମିତିସଭ୍ୟ ପ୍ରାର୍ଥୀ ହେଲେ
ଭୁବନ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ର ଆଜି ତୃତୀୟ ଦିବସରେ ସମୁଦାୟ ୨୮ ଜଣ ସମିତିସଭ୍ୟ , ୨୫ ଜଣ ସରପଂଚ ଓ ୧୭୯ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ପତ୍ନୀ ତଥା ପୂର୍ବତନ ଜିଲ୍ଲା…
ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ଦିନରେ ୬୮୬ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ
ଢେଙ୍କାନାଳ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ଦ୍ୱିତୀୟ ଦିନର ପ୍ରାର୍ଥୀପତ୍ର ଦାଖଲରେ ୬୮୬ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୱାର୍ଡ ମେମ୍ବର ପଦବୀ ପାଇଁ ୫୬୫ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ…
ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ମହିଳା ସଂପାଦିକା ସଂଯୁକ୍ତା ହୋତା
ଢେଙ୍କାନାଳ : ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଜିଲା ମହିଳା ଶାଖା ସଂପାଦିକା ସଂଯୁକ୍ତା ହୋତା ଭାରତୀୟ ଜନତା ପାର୍ଟିରେ ମଙ୍ଗଳବାର ଯୋଗଦାନ କରିଛନ୍ତି । ଯୋଗଦାନ ପୂର୍ବରୁ ଶ୍ରୀମତୀ ହୋତା ନିଜର ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକ ଏବଂ ଜିଲା ସଭାପତି ପ୍ରଫୁଲ୍ଲ ମଲ୍ଲିକଙ୍କ ନିକଟକୁ…
ପ୍ରଥମ ଦିନରେ ୩ ଜଣ ନାମାଙ୍କନ ଦାଖଲକଲେ: ଭାସ୍କରସାହୁ ଅରଖପାଳ ସମିତିସଭ୍ୟ ପ୍ରାର୍ଥୀହେଲେ
ଭୁବନ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ର ଆଜି ପ୍ରଥମ ଦିବସରେ ସମୁଦାୟ ୩ ଜଣ ପ୍ରାର୍ଥୀ ସମିତିସଭ୍ୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅରଖପାଳ ପଂଚାୟତର ପୂର୍ବତନ ସରପଂଚଭାସ୍କରସାହୁଚଳିତଥର ସମିତିସଭ୍ୟ ନିମନ୍ତେ ଆଜି ନାମଙ୍କନ ପତ୍ର ବିଡିଓ…
ପଞ୍ଚାୟତ ପଲିଟିକ୍ସ : ପ୍ରାର୍ଥପତ୍ର ଦାଖଲ ପୂର୍ବରୁ କଣ କରିବେ ଜାଣି ନେବା
ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜିଠାରୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲାପରିଷଦ ସଦସ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ…
ପଞ୍ଚାୟତ ନିର୍ବାଚନ ପାଇଁ ମତଦାତା ନିଜର ପ୍ରାର୍ଥୀ ବାଛନ୍ତୁ
ଭୁବନେଶ୍ଵର : ଓଡିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ୱାର୍ଡ ମେମ୍ବର ଠାରୁ ଜିଲ୍ଲା ପରିଷଦ ସଦସ୍ୟ ପର୍ଯ୍ୟନ୍ତ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ତଥା ବ୍ଲକ…
ମହେଶ ସାହୁ ବିଜେଡିର ବରିଷ୍ଠ ସାଧାରଣ ସଂପାଦକ ନିଯୁକ୍ତ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା
ଢେଙ୍କାନାଳ : ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଇତି ମଧ୍ୟରେ ସଂଗଠନରେ ଦକ୍ଷତା ରଖିଥିବା ଯୋଗ୍ୟ ବିବେଚିତ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳକୁ ଅଧିକ ସକ୍ରିୟ କରିବା ପାଇଁ ବିଭିନ୍ନ ସାଙ୍ଗଠନିକ ପଦପଦବୀ ଘୋଷଣା କରିଛନ୍ତି ।
ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜିଲା କଂଗ୍ରେସ ର ପ୍ରସ୍ତୁତି
ଢେଙ୍କାନାଳ : ସ୍ଥାନୀୟ ଗାନ୍ଧି ମନ୍ଦିର ଠାରେ ଜିଲା ସଭାପତି ସରୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଜିଲା କଂଗ୍ରେସ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଦେଶ କଂଗ୍ରେସ୍ କମିଟିର ଉପସଭାପତି ତଥା ଜିଲା ପ୍ରଭାରୀ ସୁରେଶ ମହାପାତ୍ର, ପ୍ରଦେଶ କଂଗ୍ରେସ୍ କମିଟିର ସମ୍ପାଦକ ବିଜୟ…
ପୁରୀ-ହାଟିଆ ତପସ୍ୱୀନୀ ଏକ୍ସପ୍ରେସର LBH ଉଦଘାଟନ : ସାଂସଦ, ବିଧାୟକ କାର୍ଯ୍ୟକ୍ରମ ବର୍ଜନ କଲେ
ଢେଙ୍କାନାଳ : ଢେଙ୍କାନାଳ ଦେଇ ଚଳାଚଳ କରୁଥିବା ପୁରୀ-ହାଟିଆ ତପସ୍ୱୀନୀ ଏକ୍ସପ୍ରେସର LBH ଉଦଘାଟନ କାର୍ଯ୍ୟକ୍ରମକୁ ଢେଙ୍କାନାଳ ସାଂସଦ ଓ ବିଧାୟକ ବର୍ଜନ କରିଛନ୍ତି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ…
ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ଵାରା ବାଳିକା ଛାତ୍ରାବାସ ଉଦଘାଟିତ
ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ କଲେଜରେ ଗୁରୁବାର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଳିକା ମାନଙ୍କ ପାଇଁ ନିର୍ମାଣ ହୋଇଥିବା ନୂତନ ଛାତ୍ରାବାସ ଉଦଘାଟନ କରିଛନ୍ତି । ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ମାନେ ମନ୍ତ୍ରୀକୁ କଲେଜର ବିଭିନ୍ନ…