Browsing Category
ଦେଶ ବିଦେଶ
ୟୁକ୍ରେନ ରେ ଫସି ରହିଛନ୍ତି ଢେଙ୍କାନାଳ ର ଡାକ୍ତରୀ ଛାତ୍ର
ଢେଙ୍କାନାଳ: ୟୁକ୍ରେନ ଓ ରୁଷିଆ ଭିତରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏପଟେ ଢେଙ୍କାନାଳ ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରିତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଅଛନ୍ତି।ତିନିମାସ ତଳେ ଏମବିବିଏସ ପାଠ ପଢିବା ପାଇଁ ଢେଙ୍କାନାଳରୁ ଯାଇଥିଲେ।
୨୦ବର୍ଷୀୟ ସୁପ୍ରୀତ ସ୍ୱାଇଁ…
ଦିନକ ପରେ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା
ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରେ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମା ମେଳା ଆସନ୍ତା ୧୫ତାରିଖ ଠାରୁ ଆରମ୍ଭ ହେବ ।୧୪୯ ତମ ମହିମା ମେଳା ମହିମା ଧର୍ମର ମହାକୁମ୍ଭ ଭାବେ ପରିଚିତ ମେଳା ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ସରକାରଙ୍କ ନିୟମ ତଥା ଜିଲ୍ଲା ପ୍ରଶାସନ ର…
‘ରେଡିଓର ବିଶ୍ୱସନୀୟତା ଆଜି ବି ଅତୁଟ’
ଢେଙ୍କାନାଳ: ରେଡିଓ ପ୍ରତି ଲୋକଙ୍କ ବିଶ୍ୱାସ ଆଜି ବି ଅତୁଟ ରହିଛି । ସବୁ ସମୟରେ, ସବୁ ପରିସ୍ଥିତିରେ ଏହା ଲୋକଙ୍କ ସୁଖ ଦୁଃଖର ସାଥୀ ହେଇ ରହିଛି ବୋଲି କହିଛନ୍ତି ବିଶିଷ୍ଟ ରେଡିଓ ବ୍ୟକ୍ତିତ୍ୱ ଅଖିଲ ମିତ୍ତଲ ।
ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ଏବଂ ରେଡିଓ…
ଆଇଆଇଏମ୍ସି ପକ୍ଷରୁ ଫଟୋଗ୍ରାଫିଆ ଆରମ୍ଭ
ଢେଙ୍କାନାଳ: ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ପକ୍ଷରୁ ଆରମ୍ଭ ହୋଇଛି ପଞ୍ଚମ ଫଟୋଗ୍ରାଫି କର୍ମଶାଳା ଫଟୋଗ୍ରାଫିଆ । ଏହି ପାଞ୍ଚଦିନିଆ କର୍ମଶାଳାରେ ଜାତୀୟ ପୁରସ୍କାରପ୍ରାପ୍ତ ଫଟୋ ସାମ୍ବାଦିକ ତଥା ହରିଦେବ ଯୋଶୀ ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଶ୍ୱବିଦ୍ୟାଳୟର ଆଡଜଙ୍କଡ…
ନେତାଜୀ ଜନମାନସର ‘ଲୋକ ନାୟକ’
ଢେଙ୍କାନାଳ : ସ୍ୱାଧୀନତା ପାଇଁ ଆନ୍ଦୋଳନ ହେଉ ଅବା ସଶସ୍ତ୍ର ସଂଗ୍ରାମ, ଏଥିରେ ସାମିଲ ହୋଇ ତ୍ୟାଗ କରିବାକୁ ଭାରତବାସୀଙ୍କୁ ନେତାଜୀ ସବୁବେଳେ ପ୍ରେରିତ କରିପାରୁଥିଲେ । ତାଙ୍କର ଆହ୍ୱାନ, ଭାଷଣ ଶୁଣି ଯୁବକମାନେ ସେନା ବାହିନୀରେ ଯୋଗ ଦେବାକୁ ଉତ୍ସାହିତ ହେଉଥିଲେ ।
ଏଥିପାଇଁ ନେତାଜୀ ନିଜର…
ରେଡିଓ ନମସ୍କାର ଦେଶର ଅଗ୍ରଣୀ ରେଡିଓ ଘୋଷିତ
କୋଣାର୍କ: କୋଣାର୍କସ୍ଥିତ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶର ଅଗ୍ରଣୀ ଗୋଷ୍ଠୀ ବେତାର କେନ୍ଦ୍ର ଭାବେ ଘୋଷଣା କରିଛି । ଏହି ଖବର ଓଡିଶା ତଥ। ଓଡିଶା ବାହାରର ରେଡିଓ ପ୍ରେମୀ ଓ ଶ୍ରୋତାମାନଙ୍କ ମଧ୍ୟରେ ଖୁସି ଭରିଦେଇଛି ।…
ଅଦ୍ଵୈତ ଗଡନାୟକ ନିର୍ମାଣ କରିବେ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ମୂର୍ତ୍ତି
ନୂଆଦିଲ୍ଲୀ : ଦିଲ୍ଲୀର ଇଣ୍ଡିଆ ଗେଟ୍ରେ ମହାନ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ମୂର୍ତ୍ତି ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମୂର୍ତ୍ତିର ହୋଲୋଗ୍ରାମର ବିମୋଚନ କରିଛନ୍ତି । ନ୍ୟାସନାଲ ଗ୍ୟାଲେରୀ ଅଫ ମଡେର୍ଣ୍ଣ ଆର୍ଟର ମହା ନିର୍ଦ୍ଦେଶକ…
ଆଜି ନେତାଜୀ ଜୟନ୍ତୀରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ସାମ୍ପ୍ରଦାୟୀକ ଶକ୍ତି ବିରୋଧରେ ରାଷ୍ଟ୍ରୀୟ ଅଭିଯାନ
ଭୁବନେଶ୍ଵର : ଭାରତର ସ୍ଵାଧୀନତା ସଂଗ୍ରାମର ମୂଳମନ୍ତ୍ର ଥିଲା ସର୍ବ ଧର୍ମ ସମଭାବ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମାବଲମ୍ବୀଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର ଫଳସ୍ଵରୂପ ଆମେ ସ୍ଵାଧୀନତାର ସ୍ଵାଦ ଚାଖିପାରିଲେ । ହେଲେ ଆଜି ରାଷ୍ଟ୍ରପିତାଙ୍କୁ…
ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ଶାନ୍ତି ଦେବୀଙ୍କର ଦେହାନ୍ତ
ବିଶିଷ୍ଟ ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ଶାନ୍ତି ଦେବୀ ଆମ ସମସ୍ତଙ୍କୁ ଛାଡ଼ି ଇହଧାମ ପରିତ୍ୟାଗ କରିଛନ୍ତି। ଗୁଣୁପୁର ସ୍ଥିତ ସେବାସମାଜ ଠାରେ ଗତକାଲି ରାତ୍ରୀ ୧ଟା ସମୟରେ ତାଙ୍କର ଦେହାନ୍ତ ଘଟିଛି । ତାଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।
ବାଲେଶ୍ଵର ଜିଲ୍ଲାର…
ଅତ୍ୟାଧୁନିକ କୋଚ ସହ ଗଡ଼ିଲା ପୁରୀ-ହାଟିଆ ତପସ୍ୱୀନୀ ଏକ୍ସପ୍ରେସ
ଢେଙ୍କାନାଳ: ଅତ୍ୟାଧୁନିକ କୋଚ ସହ ଗଡ଼ିଲା ପୁରୀ-ହାଟିଆ ତପସ୍ୱୀନୀ ଏକ୍ସପ୍ରେସ। ଢେଙ୍କାନାଳ-ଅନୁଗୁଳ ଦେଇ ଚଳାଚଳ କରୁଥିବା ତପସ୍ୱିନୀ ଆକ୍ସପ୍ରେସ ସଂଯୁକ୍ତ ହୋଇଛି । ଅତ୍ୟାଧୁନିକ ଏଲଏଚ ବି କୋଚ ଭୁବନେଶ୍ୱର ରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ…