Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଗଁଦିଆ ହାଇସ୍କୁଲ ରେ ସ୍କାଉଟ ଗାଇଡ଼ ପକ୍ଷ ରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଢେଙ୍କାନାଳ : ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡସ ତରଫରୁ  "ଜୀବନ ବିନ୍ଦୁ "  କାର୍ଯ୍ୟକ୍ରମ ଗଁଦିଆ ହାଇସ୍କୁଲ ରେ ଅନୁଷ୍ଠିତ  ହୋଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଶ୍ରୀ ସୌଦାମିନୀ ଦାସ , ବ୍ଲକ ଶିକ୍ଷା ଅଧିକାରୀ ମିନତୀ ଦେହୁରୀ , ପ୍ରାକ୍ତନ ଶିକ୍ଷକ…

ପିଙ୍ଗୁଆ ଡିଗ୍ରୀ କଲେଜ ର ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବ

 ଢେ଼ଙ୍କାନାଳ: ଗଁଦିଆ ବ୍ଲକ ଅନ୍ତର୍ଗତ ଅଗ୍ରଣୀ ପିଙ୍ଗୁଆ ଡିଗ୍ରୀ କଲେଜରେ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କର ଉଦେଶ୍ୟରେ ରେ ଏକ ସ୍ୱାଗତ ସମ୍ବର୍ଦ୍ଦନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଉତ୍ସବ କୁ କଲେଜ ର ଅଧ୍ୟକ୍ଷ ଭଗବାନ ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି…

ଆଜି ଠାରୁ ବଳଦେବଜୀଉଙ୍କ ପହିଲି ଭୋଗ ଆରମ୍ଭ

ଢେଙ୍କାନାଳ  : ଢେ଼ଙ୍କାନାଳ ର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ନିକଟ ରେ  ଆଜି ଠାରୁ  ପହିଲି ଭୋଗ ଆରମ୍ଭ ହୋଇଛି | ଦୀର୍ଘ ଏକ ମାସ ଧରି ପହିଲି ଭୋଗ ଲାଗି କରାଯିବ | ଆଜି ପ୍ରାତଃ ରୁ ମଙ୍ଗଳ ଆଳତି କରାଯାଇ ମହାସ୍ନାନ , ନୂତନ ବସ୍ତ୍ର ପରିଧାନ , ତୁଳସୀ ହାର ,ଫୁଲ ହାର ରେ…

ବାଲ୍ୟ ବିବାହ କୁ ବନ୍ଦ କଲା ପ୍ରଶାସନ

ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ କାଟେଣୀ ଗ୍ରାମ ସନିକଟ କୁମ୍ଭାରୁନୀବାଟି ଗ୍ରାମରେ ଆଜି ଏକ ବାଲ୍ୟ ବିବାହ କୁ ପୁଲିସ ଏବଂ ପ୍ରଶାସନ ବନ୍ଦ କରିଛନ୍ତି | ଜଣେ ୧୭ବର୍ଷୀୟ ନାବାଳିକାକୁ ଜଣେ ଯୁବକ ବିବାହ କରୁଥିବାର ଖବର ପାଇ ଗଁଦିଆ ବ୍ଲକ ମହିଳା ଓ ଶିଶୁ ବିକାଶ ପକଲ୍ପ ଅଧିକାରୀ ଉର୍ମିଳା…

ମନରେଗାରେ ମହାଘୋଟଲା: ଫଳକକୁ ନେଇ ସନ୍ଦେହ

ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକରେ ଦିନକୁ ଦିନ ମନରେଗା ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି | ବ୍ଲକ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଠିକାଦାର ମନ ଇଛାରେ ମେସିନ ଲଗେଇ କାମ କରୁଛନ୍ତି ତ କେଉଁ ଠାରେ ସୂଚନା ଫଳକରେ ସଠିକରେ ଫଳକ ଲେଖା ଯାଉ ନାହିଁ ! ଏହି ପରି ଭାବରେ କାର୍ଯ୍ୟ କରି…

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

ଢେଙ୍କାନାଳ : ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତ ସ୍ତ ଝରଣ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି | ଏଥିରେ ଜଣେ ବାଇକ ଚାଳକ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି | ପ୍ରକାଶ ଯେ, ଭୁବନ ଲଷ୍ମୀଛକ ତେଲିସାହି ର ଡମ୍ବୁରୁଧର ପୃଷ୍ଟି ଙ୍କର ପୁତ୍ର ସଂଜୀଵ କୁମାର ପୃଷ୍ଟି…

ମହିମାହାବିଦ୍ୟାମଳୟ  ଇଂରାଜୀ ବିଭାଗରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର

ଯୋରନ୍ଦା :  ମହିମା ମହାବିଦ୍ୟାଳୟ ଯୋରନ୍ଦାର ଇଂରାଜୀ ବିଭାଗରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ Role of Nature in Kalidasa's Abhijnana Shakuntalam  ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଡ଼ଃ ରତ୍ନାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା…

ମହିମା ମହାବିଦ୍ୟାଳୟରେ ମାନବିକ ଅଧିକାର ଦିବସ ପାଳିତ

ଢେଙ୍କାନାଳ : ଯୋରନ୍ଦା ମହିମାଗାଦୀସ୍ଥିତ ମହିମା ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଆନୁକୂଲ୍ୟରେ ଏବଂ ସମାଜ ବିଜ୍ଞାନ ବିଭାଗ ସହାୟତାରେ ମାନବିକ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରସାୟନ ବିଭାଗ ମୁଖ୍ୟ ତଥା ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର…

ପଶୁ ଡାକ୍ତରଙ୍କ ଅନୁପସ୍ଥିତି , ହୋଇପାରୁ ନାହିଁ ପଶୁସମ୍ପଦର ଚିକିତ୍ସା

ଆଠମଲ୍ଲିକ : ଆଠମଲ୍ଲିକ ପଶୁ ସମ୍ପଦ ଓ ଚାଷୀ ସୁରକ୍ଷା କମିଟି ପକ୍ଷରୁ ସଭାପତି କିଶୋର ଚନ୍ଦ୍ର ମହାକୁଡ଼ଙ୍କ ନେତୃତ୍ୱରେ ୬ଦଫା ସମ୍ବଳିତ ଦାବିପତ୍ର କୃଷିମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅଶୋକ କୁମାର…

‘୫-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୦୫ ବିଦ୍ୟାଳୟ ରୂପାନ୍ତରୀକରଣ ବୈଠକ

ଢେଙ୍କାନାଳ: ଗୁରୁବାର ଅପରାହ୍ନରେ ‘୫-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିକରଣ ସଂପର୍କିତ ବୈଠକ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିୟାନଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫେରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ…